ଓଡିଶା ପାଇଁ ସଂସଦଗୃହରେ କ’ଣ ଦାବୀ ରଖିଲେ ସଙ୍ଗୀତା

ନୂଆଦିଲ୍ଲୀ: ଆଜି ଲୋକସଭାରେ ୱାଇଲ୍ଡ ଲାଇଫ ସଂଶୋଧନ ବିଲ ପାରିତ ହୋଇଛି । ଏହି ସମୟରେ ସଂସଦରେ ଓଡିଶା ପାଇଁ ଦାବୀ କରିଛନ୍ତି ବିଜେପି ସାଂସଦ ସଙ୍ଗୀତା ସିଂ ଦେଓ । ଓଡିଶାରେ ଦୁଇଟି ଜାତୀୟ ପାର୍କ ନିର୍ମାଣ ଲାଗି ସେ ଦାବୀ…

ବଜାରକୁ ଆସିଲା ନୋକିଆର ୪ଜି ଫିଚର୍ ଫୋନ୍‌, ଥରେ ଚାର୍ଜ କଲେ ୨୭ ଦିନ ଚାଲିବ

ନୂଆଦିଲ୍ଲୀ: ପୁଣି ଭାରତୀୟ ମୋବାଇଲ ମାର୍କେଟକୁ କବଜା କରିବ ନୋକିଆ। ବର୍ତ୍ତମାନ ଭାରତରେ ସ୍ମାର୍ଟଫୋନ୍ ଏବଂ ଏଥିରେ ମାସିକ ରିଚାର୍ଜ କରିବା ଏତେ ମହଙ୍ଗା ହୋଇଗଲାଣି ଯେ, ଜଣେ ସାଧାରଣ ଲୋକ ସ୍ମାର୍ଟ ଫୋନ୍ ଧରିବା ଅଭିଶାପ…

ଜାଲରେ ପଡିଲେ ମହିଳା ASI: ଲାଞ୍ଚ ନେଉଥିବା ବେଳେ ମାଡ଼ିବସିଲା ଭିଜିଲାନ୍ସ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଆଜିକାଲି ଦୁର୍ନୀତିଗ୍ରସ୍ତ ଅଧିକାରୀଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି । ଅନେକ ଅଧିକାରୀ ଭିଜିଲାନ୍ସ ହାତରେ ଧରାପଡୁଥିବା ବେଳେ ମାମଲା କମିବା ବଦଳରେ ବଢ଼ିବାରେ ଲାଗିଛି । ଏହାରି ମଧ୍ୟରେ…

ଯୁଦ୍ଧ ମୁହାଁ ଦୁନିଆ: ଚୀନ ସମର୍ଥନରେ ଆସିଲେ ରୁଷ-ଉତ୍ତର କେରିଆ, ଜାଣନ୍ତୁ ତାଇଓ୍ଵାନ ସପକ୍ଷରେ କିଏ କିଏ ?

ନୂଆଦିଲ୍ଲୀ: ରୁଷ ଏବଂ ୟୁକ୍ରେନ ମଧ୍ୟରେ ଜାରି ଯୁଦ୍ଧ ଦୁନିଆକୁ ଦୁଇ ଭାଗରେ ବାଣ୍ଟି ସାରିଥିବା ବେଳେ ଏବେ ତାଇଓ୍ଵାନକୁ ନେଇ ଚୀନ ଏବଂ ଆମେରିକା ମଧ୍ୟରେ ଉତ୍ତେଜନା ପୁଣି ଥରେ ଦୁନିଆକୁ ଦୁଇ ଭାଗ କରିଛି। ରୁଷ ଆକ୍ରମଣରେ…

‘ନେହେରୁ ଏବଂ ବାଜପେୟୀଙ୍କ ମୁର୍ଖତା କାରଣରୁ ତିବ୍ବତ ଏବଂ ତାଇଓ୍ଵାନ ଚୀନର ବୋଲି ଆମକୁ ସ୍ଵୀକାର କରିବାକୁ ପଡୁଛି’

ନୂଆଦିଲ୍ଲୀ: ପୂର୍ବତନ କେନ୍ଦ୍ର ମନ୍ତ୍ରୀ ତଥା ଭାରତୀୟ ଜନତା ପାର୍ଟିର ବରିଷ୍ଠ ନେତା ସୁବ୍ରମଣ୍ୟମ ସ୍ଵାମୀ ବୁଧବାର ପୂର୍ବତନ ପ୍ରଧାନମନ୍ତ୍ରୀ ଜବାହରଲାଲ ନେହେରୁ ଏବଂ ଅଟଳ ବିହାରୀ ବାଜପେୟୀଙ୍କ ସମାଲୋଚନା କରିଛନ୍ତି।…

ବଦଳିଲେ ମମତା, ବଳଦାଇଲେ ନିଷ୍ପତ୍ତି

ପଶ୍ଚିମବଙ୍ଗ: ଶେଷରେ ରାଜି ହେଲେ ମମତା । ଚଳିତବର୍ଷ ନିତି ଆୟୋଗ ବୈଠକରେ ମମତା ବାନାର୍ଜୀ ଉପସ୍ଥିତ ରହିପାରନ୍ତି ବୋଲି ସୂଚନା ମିଳୁଛି । ଆସନ୍ତା ଅଗଷ୍ଟ ୭ ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ…

ପ୍ରେମିକା ଘରକୁ ଯାଇଥିଲେ ଯୁବକ: କିନ୍ତୁ ‘ସେକ୍ସ ମାରାଥନ୍’ ସମୟରେ ଚାଲିଗଲା ଜୀବନ!

ନୂଆଦିଲ୍ଲୀ: ଏକ ଘଣ୍ଟା ‘ସେକ୍ସ ମାରାଥନ୍’ ସମୟରେ ୪୭ ବର୍ଷୀୟ ଜଣେ ଯୁବକଙ୍କ ମୃତ୍ୟୁ ହୋଇଥିବା ଘଟଣା ସାମ୍ନାକୁ ଆସିଛି । ସୂଚନା ଅନୁସାରେ, ଯୁବକ ଜଣଙ୍କୁ ତାଙ୍କ ପ୍ରେମିକା ଘରକୁ ଡାକିଥିଲେ । ଡିନର ପରେ ସେ ନିଜ…

ପରୀକ୍ଷାମୂଳକ ଭାବେ ଭୁବନେଶ୍ୱରରୁ ଜୟପୁର ଉଡାଣ ଭରିଲା ଇଣ୍ଡିଆ ଏୟାର ୱାନ

ଜୟପୁର: ଆଜି ମାଲକାନଗିରିର ଜୟପୁର ଅଭିମୁଖେ ପରୀକ୍ଷା ମୂଳକ ଭାବରେ ଉଡାଣ ଭରିଛି ଇଣ୍ଡିଆ ଏୟାର ୱାନ ବିମାନ। ଉଡାଣ ଯୋଜନାର ସଫଳ ରୂପାୟନ ଦ୍ୱାରା ଏହି ସଫଳତା ମିଳିପାରିଛି ବୋଲି କୁହାଯାଇପାରିବ। ଆଜି ରାଜଧାନୀ…

ତାଇୱାନ ଚୀନ ବିବାଦ: କ’ଣ କହିଲା ତାଇୱାନ

ତାଇପେଇ: ରୋକ ଠୋକ ମନା କରି ଦେଲା ତାଇୱାନ । କହିଲା ପଛଘୁଞ୍ଚା ଦେବୁ ନାହିଁ । ଆଜି ଯୁକ୍ତରାଷ୍ଟ୍ର ଆମେରିକା ପ୍ରତିନିଧିର ବାଚସ୍ପତି ନେନସି ପିଲୋସିଙ୍କୁ ଆତିଥ୍ୟ ପ୍ରଦାନ କରୁଥିବା ବେଳେ ଚୀନ ଉଦ୍ଦେଶ୍ୟରେ କଡା ଜବାବ…

ରାଷ୍ଟ୍ରପତି ଭବନରେ ପହଞ୍ଚିଲେ ଓଡ଼ିଶା ବିଧାୟକ: ଜାଣନ୍ତୁ କିଏ କିଏ ?

ନୂଆଦିଲ୍ଲୀ: ରାଷ୍ଟ୍ରପତି ଭବନରେ ଆଜି ପହଞ୍ଚିଛନ୍ତି ଓଡ଼ିଶା ବିଧାୟକ । ବାଚସ୍ପତି ବିକ୍ରମ କେଶରୀ ଅରୁଖାଙ୍କ ନେତୃତ୍ୱରେ ଓଡ଼ିଶାର ପ୍ରାୟ ୨୫ ଜଣ ବିଧାୟକ ରାଷ୍ଟ୍ରପତି ଭବନ ଯାଇଥିବା ସୂଚନା ମିଳିଛି । ନବନିର୍ବାଚିତ…