(Video) ନନ୍ଦିଘୋଷଠୁ ରତ୍ନବେଦୀ ପର୍ଯ୍ୟନ୍ତ କାଳିଆର ପାଦଚିହ୍ନ, ଝୁରୁଛନ୍ତି ଭକ୍ତ

ପୁରୀ(ଓଡ଼ିଶା ଭାସ୍କର): ବଡ଼ ଦାଣ୍ଡ ଖାଁ ଖାଁ ହୋଇଥିବା ବେଳେ ରଥ ପଡିଛି ଖାଲି । ଭକ୍ତ ଝୁରୁଛନ୍ତି ଭଗବାନଙ୍କୁ । କାଳିଆକୁ ଝୁରୁଛି ରଥ । ରଥ ଯେମିତି ଚାହିଁ ରିହିଛି ମୋ କାଳିଆ ଠାକୁର ଆସି ପୁଣି ବସି ଯାଓ । ନିଳାଦ୍ରି…

ବାଇକ୍‌ ଚୋରୀ ର‌୍ୟାକେଟ୍‌ର କିଙ୍ଗପିନକୁ ଧରିଲା ପୋଲିସ: ୫ ଗିରଫ, ୭ ବାଇକ୍ ଜବତ

ଢେଙ୍କାନାଳ, (ଭାସ୍କର ନ୍ୟୁଜ୍‌) : ଢେଙ୍କାନାଳ ସହରରେ ବାଇକ ଚୋରିର ସଂଖ୍ୟା ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଥିଲା । ବାଇକ ଚୋରି ଘଟଣା ପୋଲିସକୁ ଏକ ଚ୍ୟାଲେଞ୍ଜ ସୃଷ୍ଟି କରିଥିଲା ା ପୋଲିସ ଏହାକୁ ନେଇ ତତ୍ପରତା…

ଅସନ୍ତା ସପ୍ତାହରେ ହିଜାବବିବାଦର ଶୁଣାଣି: ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ସୁପ୍ରିମକୋର୍ଟ କର୍ଣ୍ଣାଟକ ଶୈକ୍ଷଣିକ ସଂସ୍ଥାନରେ ହିଜାବ ବନ୍ଦ ମାମଲାର ଶୁଣାଣି ଆସନ୍ତା ସପ୍ତାହରେ କରିବେ ବୋଲି କହିଛନ୍ତି । ଆବେଦନକାରୀଙ୍କ ଓକିଲ ପ୍ରଶାନ୍ତ ଭୂଷଣ କୋର୍ଟରେ ହିଜାବ ବିବାଦକୁ ନେଇ…

ସମୁଦ୍ର କୂଳରେ କରୁଥିଲେ ମସ୍ତି: ଅଚାନକ୍ ଲହରୀ ଆସିବାରୁ ଭାସିଗଲେ ବାପ-ପୁଅ, ଦେଖନ୍ତୁ ମୃତ୍ୟୁର Video

ମଣିଷର ଟିକିଏ ଅସାବଧାନତା ଯୋଗୁଁ ଚାଲିଯାଇପାରେ ଜୀବନ । ଏଥିପାଇଁ ସବୁବେଳେ ସାବଧାନ୍ ରହିବା ଜରୁରୀ । ଅନେକ ଥର ଭଲ ପାଗ ଦେଖି ଲୋକମାନେ ସମୁଦ୍ର କୂଳକୁ ବୁଲିବାକୁ ଯାଆନ୍ତି, କିନ୍ତୁ ମସ୍ତି କରୁ କରୁ ଅନେକ ଥର ଏପରି…

ଆଜିଠାରୁ ଆରମ୍ଭ ହେଉଛି ପବିତ୍ର ଶ୍ରାବଣ ମାସ, ଭଗବାନ ଶିବଙ୍କୁ ଚଢାନ୍ତୁ ଏହି ୫ ଟି ବିଶେଷ ଜିନିଷ

ଆଜିଠୁ ଆରମ୍ଭ ହେଉଛି ପବିତ୍ର ଶ୍ରାବଣ ମାସ। ଏହି ବର୍ଷ ଶ୍ରାବଣ ମାସ ୧୪ ଜୁଲାଇରୁ ଆରମ୍ଭ ହୋଇ ୧୨ ଅଗଷ୍ଟ ପର୍ଯ୍ୟନ୍ତ ଚାଲିବ। ଅର୍ଥାତ୍ ଭଗବାନ ଶିବଙ୍କ ଭକ୍ତମାନେ ତାଙ୍କୁ ୨୯ଦିନ ପୂଜା କରିପାରିବେ। ଶାସ୍ତ୍ରରେ ଏହିପରି…

ଯୁବତୀଙ୍କୁ ନେଇ ତୁମୁଳକାଣ୍ଡ: ଦୁଇ ଗୋଷ୍ଠୀ ମଧ୍ୟରେ ଗଣ୍ଡୋଗଳ, ୭ ଆହତ

ଲକ୍ଷ୍ମୀପୁର, (ଭାସ୍କର ନ୍ୟୁଜ୍‌):କୋରାପୁଟ ଜିଲ୍ଲା ନାରାୟଣପାଟଣା ବ୍ଲକ୍‌ ବୋରିଗି ପଞ୍ଚାୟତ ଅନ୍ତର୍ଗତ ନାଳପଦର ଗ୍ରାମରେ ଜଣେ ଯୁବତୀ ପାଇଁ ତୁମୁଳ କାଣ୍ଡ ଘଟିଛି । ଏଥିରେ ତିନଟି ଗ୍ରାମ ମଧ୍ୟରେ ଗୋଷ୍ଠୀ ସଂଘର୍ଷ ହୋଇ…

ଜନସେବା କେନ୍ଦ୍ରରେ ଚଢ଼ଉ କରି ୧୫ ଲକ୍ଷରୁ ଅଧିକ ଜାଲ୍‌ ନୋଟ୍‌ ଜବତ କଲା କ୍ରାଇମ୍‌ବ୍ରାଞ୍ଚ ଏସ୍‌ଟିଏଫ୍‌, ୨ ଗିରଫ: ଛତିଶଗଡ଼କୁ ଲମ୍ବିଛି ଚେର

ସମ୍ବଲପୁର, (ଭାସ୍କର ନ୍ୟୁଜ୍‌) : ରାଜ୍ୟର ବିଭିନ୍ନ ସ୍ଥାନରେ ଏବେ ନକଲି ନୋଟ୍‌ କାର୍‌ବାର୍‌ ଜୋର୍‌ ଧରିଛି । ବିଶେଷ କରି ୨ଶହ ଟଙ୍କିଆ ନୋଟ୍‌ର ଜାଲ୍‌ କାରବାର ଚାଲୁ ରହିଛି । ଏହି କ୍ରମରେ ସମ୍ବଲପୁର ଜିଲ୍ଲା…

ରାଶିଫଳ(ଗୁରୁବାର,୧୪ ଜୁଲାଇ,୨୦୨୨)

ମେଷ - ଚାକିରି ବ୍ୟବସାୟରେ ଉର୍ଣ୍ଣତି, ଜନସମ୍ପର୍କ ବୃଦ୍ଧି, ମାତ୍ର ମାତୃ ଓ ସ୍ତ୍ରୀ ବର୍ଗରେ ପିଡା ଯୋଗ ରହିବ, କର୍ମକ୍ଷେତ୍ରରେ ଅନୁକୂଳ ପରିବେଷ ରହିବ, ଆଥିକ ପରିସ୍ଥିତି ଭଲ ରହିବ, ଶିକ୍ଷାର୍ଥି ନୂତନ ଜ୍ଞାନକୌଶଳ…

ଆପଣ ଖୁବ୍‌ଶୀଘ୍ର ରାଗି ଯାଉଛନ୍ତି କି ? ଜାଣନ୍ତୁ କ୍ରୋଧକୁ କଣ୍ଟ୍ରଲ କରିବା ୪ ସାଧାରଣ ଉପାୟ, ଯାହ ଆପଣଙ୍କ ଜୀବନରେ ଆଣିବ ପରିବର୍ତ୍ତନ

ନୂଆଦିଲ୍ଳୀ: ଦେଖିବାକୁ ଗଲେ କୌଣସି ପିତାମାତା ଜାଣି ଜାଣି ନିଜ ପିଲାମାନଙ୍କ ଉପରେ କ୍ରୋଧ କରିବାକୁ ଚାହାନ୍ତି ନାହିଁ । ହେଲେ ବେଳେବେଳେ ଏପରି ପରିସ୍ଥିତି ସୃଷ୍ଟି ହୁଏ ଯେ ସେମାନେ ବାଧ୍ୟ ହୋଇ ନିଜ ପିଲାମାନଙ୍କ ଉପରେ…

ଶୁକ୍ରବାରଠୁ ମିଳିବ ମାଗଣା ବୁଷ୍ଟର ଡୋଜ୍‌, ୧୮ ବର୍ଷରୁ ଉର୍ଦ୍ଧ୍ୱ ସମସ୍ତଙ୍କୁ ଦିଆଯିବ ଟିକା

ନୂଆଦିଲ୍ଲୀ/ଭୁବନେଶ୍ୱର, (ଭାସ୍କର ନ୍ୟୁଜ୍): ଆସନ୍ତା ୧୫ ତାରିଖରୁ ୧୮ବର୍ଷରୁ ଊଦ୍ଧ୍ୱର୍ ସମସ୍ତଙ୍କୁ ମାଗଣାରେ ବୁଷ୍ଟର ଡୋଜ୍‌ ପ୍ରଦାନ କରାଯିବ । ଏ ନେଇ କେନ୍ଦ୍ର କ୍ୟାବିନେଟ୍‌ରେ ନିଷ୍ପତ୍ତି ଗ୍ରହଣ କରାଯାଇଛି ।…