ମହାରାଷ୍ଟ୍ରରେ ରାଜନୈତିକ ସଙ୍କଟ ଭିତରେ କରୋନାର ଏଣ୍ଟ୍ରି, ପ୍ରଥମେ ରାଜ୍ୟପାଳ ତ ଏବେ ମୁଖ୍ୟମନ୍ତ୍ରୀ ହେଲେ ପଜିଟିଭ୍
ନୁଆଦିଲ୍ଲୀ(ଓଡ଼ିଶା ଭାସ୍କର): ମହାରାଷ୍ଟ୍ରରେ ରାଜନୈତିକ ସଙ୍କଟ ଭିତରେ କରୋନା ଭାରି ପଡୁଥିବା ଦେଖିବାକୁ ମିଳୁଛି। ରାଜ୍ୟପାଳ କୋଶୟାରୀଙ୍କ ପରେ ଏବେ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ କରୋନା ସଂକ୍ରମିତ ହୋଇଛନ୍ତି।…