ରାଜ୍ୟଗୋଷ୍ଠୀ କ୍ରୀଡା: ଅଷ୍ଟମ ଦିନରେ ଦମ୍ ଦେଖାଇଲେ କୁସ୍ତି ଯୋଦ୍ଧା, ତିନି ସ୍ୱର୍ଣ୍ଣ ସହ ଜିତିଲେ ୬ ପଦକ

ନୂଆଦିଲ୍ଲୀ: ଷ୍ଟାର ରେସଲର ବଜରଙ୍ଗ ପୁନିୟା, ସାକ୍ଷୀ ମଲିକ ଏବଂ ଦୀପକ ପୁନିଆ ଭାରତ ପାଇଁ ତିନୋଟି ସ୍ୱର୍ଣ୍ଣ ପଦକ ଜିତିଥିବାବେଳେ ଅଂଶୁ ମଲ୍ଲିକ ଶୁକ୍ରବାର ଦିନ କମନୱେଲଥ ଗେମ୍ସ ରେସଲିଂ ଇଭେଣ୍ଟରେ ଡେବ୍ୟୁ କରିଥିଲେ।…

ବଢିଲା କ୍ୟାବିନେଟ୍ ସଚିବଙ୍କ କାର୍ଯ୍ୟକାଳ

ନୂଆଦିଲ୍ଲୀ: କ୍ୟାବିନେଟ୍ ସଚିବ ରାଜୀବ ଗୌବାଙ୍କ କାର୍ଯ୍ୟକାଳକୁ ଆଉ ଏକବର୍ଷ ବୃଦ୍ଧି କରାଯାଇଛି । ଏ ନେଇ କ୍ୟାବିନେଟ୍ ଆପଏଣ୍ଟମେଣ୍ଟ କମିଟି ପକ୍ଷରୁ ସୂଚନା ଦିଆଯାଇଛି । ଶ୍ରୀ ଗୌବାଙ୍କ କାର୍ଯ୍ୟକାଳ ଆସନ୍ତା ୩୦…

ଅପକମିଙ୍ଗ ଫିଲ୍ମ ‘ପୂଜା ମେରି ଜାନ୍‌’ ରେ ନଜର ଆସିବେ ଅଭିନେତ୍ରୀ ହୁମା

ମୁମ୍ବାଇ: ମ୍ୟାଡ୍ଡକ୍‌ ଫିଲ୍ମସର ଅପକମିଙ୍ଗ ଫିଲ୍ମ ‘ପୂଜା ମେରି ଜାନ୍‌’ ରେ ନଜର ଆସିବେ ଅଭିନେତ୍ରୀ ହୁମା କୁରେଶୀ । ବରୁଣ ଧୱନଙ୍କ ‘ବଦ୍‌ଲାପୁର’ ପରେ ଏହି ମଜାଦାର ଫିଲ୍ମ ଜରିଆରେ ହୁମା ୨ୟ ଥର ପ୍ରଯୋଜକ ଦିନେଶ…

ରାଜ୍ୟଗୋଷ୍ଠୀ କ୍ରୀଡ଼ା: ରେସଲିଂରେ ୩ ସ୍ୱର୍ଣ୍ଣ ପଦକ ସହ ଗୋଟିଏ ରୌପ୍ୟ ପଦକ ହାସଲା କଲା ଭାରତ

ବର୍ମିଂହାମ :ବର୍ମିଂହାମଠାରେ ଚାଲିଥିବା ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ଶୁକ୍ରବାର ଭାରତୀୟ ମଲ୍ଲଯୋଦ୍ଧା ବଜରଙ୍ଗ ପୁନିଆ, ରେସଲର ଦୀପକ ପୁନିଆ ଓ ମହିଳା ରେସଲର ସାକ୍ଷୀ ମଲ୍ଲିକ ସ୍ୱର୍ଣ୍ଣ ପଦକ ପାଇଛନ୍ତି । ସେହିପରି ମହିଳା…

ରାଶିଫଳ(ଶନିବାର,୦୬ ଅଗଷ୍ଟ,୨୦୨୨)

ମେଷ: ଶତୃମାନେ ମୁଣ୍ଡ ନୂଆଇଁବେ । ନ୍ୟାୟମାର୍ଗ ଓ ମିଷ୍ଟ ବଚନ ଆପଣଙ୍କର ଭୂଷଣହେବ । ପରିବାରରେ ଅପ୍ରିତିକର ପରିସ୍ଥିତି ଦେଖା ଦେଲେ ମଧ୍ୟ ତାହା କୌଶଳକ୍ରମେ ସମାଧାନ କରିବେ । ରାସ୍ତା ଘାଟରେ ଅତ୍ୟନ୍ତ ସତର୍କତା ସହ…

କିଏ ହେବ ପରବର୍ତ୍ତୀ ଉପରାଷ୍ଟ୍ରପତି, ଆଜି ଉଭୟ ଗୃହର ମୋଟ ୭୮୬ ସାଂସଦ ନିଜ ମତଦାନ ସାବ୍ୟସ୍ତ କରିବେ

ନୂଆଦିଲ୍ଲୀ: ଆଜି ଉପରାଷ୍ଟ୍ରପତି ପଦବୀ ନିମନ୍ତେ ନିର୍ବାଚନ ଅନୁଷ୍ଠିତ ହେବ । ସଂସଦ ଭବନରେ ଏଥିପାଇଁ ଭୋଟ୍‌ଗ୍ରହଣ କରାଯିବ । ଏନେଇ ସମସ୍ତ ପ୍ରସ୍ତୁତି ପର୍ବ ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚିଛି । ଶନିବାର ଭୋଟ୍‌ଗ୍ରହଣ…

ଆସୁଛି ଆଉ ୨ଟି ଲଘୁଚାପ: ଆଜିଠୁ ପ୍ରବଳ ବର୍ଷା ସମ୍ଭାବନା, ରବିବାରଠୁ ବଢ଼ିବ ବର୍ଷା

ଭୁବନେଶ୍ୱର,(ଭାସ୍କର ନ୍ୟୁଜ୍‌) : ରାଜ୍ୟରେ ମୌସୁମୀ ବାୟୁ ପୁଣି ଥରେ ସକ୍ରିୟ ହୋଇଛି । ଏହାର ପ୍ରଭାବରେ ଗୁରୁବାର ରାତିରୁ ରାଜ୍ୟର ବିଭିନ୍ନ ସ୍ଥାନରେ ତୁହାକୁ ତୁହା ବର୍ଷା ଲାଗି ରହିଛି । ଏହାରି ଭିତରେ ପୁଣି ୨ଟି…

ସର୍ବଭାରତୀୟ ସ୍ତରରେ ଦିଆଯିବ ମନୋଜ ଦାସ ସାହିତ୍ୟ ପୁରସ୍କାର, ବିଜେତାଙ୍କୁ ମିଳିବ ୧୦ ଲକ୍ଷ, ପ୍ରକାଶ ପାଇଲା ବିଜ୍ଞପ୍ତି

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଯଶସ୍ୱୀ ସାରସ୍ୱତ ସାଧକ ସ୍ୱର୍ଗତ ମନୋଜ ଦାସ ମୃତ୍ୟୁ ପରେ ପୁଣି ଥରେ ଚମକିବେ । ତାଙ୍କର କୃତୀ ପର ତାଙ୍କ ସ୍ମୃତିରେ ପୁରସ୍କାର ପ୍ରଦାନ କରାଯିବ । କେବଳ ଓଡ଼ିଶା କିମ୍ବା ଓଡ଼ିଆ ସାହିତ୍ୟ ଜଗତ…

ରିପୋର୍ଟିଂ କରି ସ୍କୁଲର ସମସ୍ୟା ଦେଖାଇଲେ ୧୨ ବର୍ଷର ଛାତ୍ର: ଭାଇରାଲ ହେଉଛି ବିଦ୍ୟାଳୟର ଏପରି ଚିତ୍ର

ବିହାର: ବିହାରର ଶିକ୍ଷା ବ୍ୟବସ୍ଥା ଏବେ ପୁଣି ଥରେ ପଦାରେ ପଡିଛି । ଜଣେ କୁନି ସାମ୍ବାଦିକ ସ୍କୁଲର ବିଭିନ୍ନ ସମସ୍ୟାକୁ ଲୋକଲୋଚନକୁ ଆଣଛନ୍ତି । ତେବେ ଏଥିପାଇଁ ସେ ଏକ ନିଆରା ବାଟ ବାଛିଛନ୍ତି । ଜଣେ ରିପୋର୍ଟର ବା…

ନାରୀ ଆଗେଇଲେ ସମାଜ ଆଗେଇବ: ମହିଳାଙ୍କ ପାଇଁ ଆଦର୍ଶ ପାଲଟିଛନ୍ତି ସଫଳ ଚାଷୀ ରାଜଲକ୍ଷ୍ମୀ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଆଜିର ସମୟରେ କେବଳ ପୁରୁଷ ନୁହନ୍ତି, ମହିଳାମାନେ ମଧ୍ୟ ଚାକିରି, ବ୍ୟବସାୟ କ୍ଷେତ୍ରରେ ବହୁତ ଆଗରେ ରହିଛନ୍ତି । ଏହାର ଏକ ଜ୍ୱଳନ୍ତ ଉଦାହରଣ ହେଉଛନ୍ତି ନିମାପଡ଼ାର ରାଜଲକ୍ଷ୍ମୀ ମହାନ୍ତି ।…