ଦେଶରେ ମିଳୁଥିବା ମଙ୍କିପକ୍ସର ଷ୍ଟ୍ରେନ୍ ସୁପର ସ୍ପ୍ରେଡର କି? ଜିନୋମ ସିକ୍ୱେନ୍ସିଂରେ ହେଲା ଖୁଲାସା
ନୂଆଦିଲ୍ଲୀ : ସମଗ୍ର ବିଶ୍ୱ ପାଇଁ ମଙ୍କିପକ୍ସ ଚିନ୍ତାର ବିଷୟ ପାଲଟିଛି । ଏହାରି ମଧ୍ୟରେ ଭାରତର ଲୋକଙ୍କ ପାଇଁ ଆସିଛି ଏକ ଆରାମଦାୟକ ଖବର, କାରଣ ଦେଶରେ ମିଳୁଥିବା ମଙ୍କିପକ୍ସ ଭାଇରସର ଷ୍ଟ୍ରେନ ସୁପର ସ୍ପ୍ରେଡର ନୁହେଁ…