ବଙ୍ଗୋପସାଗରରେ ସୃଷ୍ଟିହେଲା ଲଘୁଚାପ, ଆଗାମୀ ୪ରୁ ୫ ଦିନ ପ୍ରବଳ ବର୍ଷିବ

ଭୁବନେଶ୍ୱର: ରାଜ୍ୟକୁ ଆସୁଛି ଆଉ ଏକ ବଡ ବର୍ଷା। ଦକ୍ଷିଣ ଝାଡ଼ଖଣ୍ଡ ଏବଂ ପାର୍ଶ୍ଵବର୍ତ୍ତୀ ଅଞ୍ଚଳରେ ସକ୍ରିୟ ଘୁର୍ଣ୍ଣି ବଳୟ ପ୍ରଭାବରେ, ଆଜି ଉତ୍ତର ଓଡିଶା ପାର୍ଶ୍ଵବର୍ତ୍ତୀ ଦକ୍ଷିଣ ଝାଡ଼ଖଣ୍ଡ ଏବଂ ଗଙ୍ଗୀୟ…

କଲଭର୍ଟର ପିଟିହୋଇ ଜଳିଗଲା ଯାତ୍ରୀବାହୀ ବସ୍

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଭୁବନେଶ୍ୱର ଅଭିମୁଖେ ଆସୁଥିବା ଏକ ବସ ସକାଳୁ ବରମୁଣ୍ଡା ଛକ ନିକଟରେ ଦୁର୍ଘଟଣାଗ୍ରସ୍ଥ ହୋଇଛି। ବସ୍‌ଟି ଦ୍ରୁତଗତିରେ ଆସୁଥିବା ବେଳେ ରାସ୍ତାକଡା କଲଭର୍ଟର ପିଟି ହୋଇଯାଇଥିଲା। ଏହାପରେ…

ଏଫ୍‌ଆଇଏଚ୍‌ ମହିଳା ହକି ବିଶ୍ୱକପ୍‌: ଭାରତ-ଇଂଲଣ୍ଡ ମ୍ୟାଚ୍‌ ଡ୍ର’, ପରବର୍ତ୍ତୀ ମ୍ୟାଚ୍‌ରେ ଚୀନକୁ ଭେଟିବ ଟିମ୍ ଇଣ୍ଡିଆ

ଆମଷ୍ଟରଡମ୍‌ : ସମ୍ପ୍ରତି ସ୍ପେନ ଓ ନେରଲାଣ୍ଡରେ ଏଫ୍‌ଆଇଏଚ୍‌ ମହିଳା ହକି ବିଶ୍ୱକପ୍‌ ଖେଳାଯାଉଛି । ଏହି ଟୁର୍ଣ୍ଣାମେଣ୍ଟରେ ରବିବାର ଅନୁଷ୍ଠିତ ଗ୍ରୁପ୍  ପର୍ଯ୍ୟାୟ ମ୍ୟାଚ୍‌ରେ ଭାରତୀୟ ମହିଳା ଦଳ ଇଂଲଣ୍ଡ ବିକ୍ଷ…

ମିସ୍ ଇଣ୍ଡିଆ ୨୦୨୨ର ବିଜେତା ହେଲେ କର୍ଣ୍ଣାଟକର ସିନୀ ସେଟ୍ଟୀ: ୩୧ ଫାଇନାଲିଷ୍ଟକୁ ପଛରେ ପକାଇ ପିନ୍ଧିଲେ ତାଜ

ମୁମ୍ବାଇ: ଚଳିତ ବର୍ଷର ଫେମିନା ମିସସ ଇଣ୍ଡିଆ ମୁକୁତା ପିନ୍ଧିଛନ୍ତି କର୍ଣାଟକର ସିନୀ ସେଟ୍ଟୀ। କଡ଼ା ମୁକାବିଲା ପରେ ଭାରତ ତାର ମିସ ଇଣ୍ଡିଆ ୨୦୨୨କୁ ପାଇ ସାରିଛି। ମୁମ୍ବାଇର ଜିଓ ୱାର୍ଲ୍ଡ କନଭେସନ ସେଣ୍ଟରରେ ଗତ କାଲି…

CBSE ଦଶମ ଦ୍ୱାଦଶ ଫଳାଫଳ ଆଜି! ସିଧାସଳଖ ଏହି ଲିଙ୍କରେ ଯାଇ ଯାଞ୍ଚ କରନ୍ତୁ ରେଜଲ୍ଟ

ଭୁବନେଶ୍ୱର: CBSE ଦଶମ ଦ୍ୱାଦଶ ଟର୍ମ -୨ ଫଳାଫଳ ଆଜି ଜୁଲାଇ ୪, ୨୦୨୨ ରେ ପ୍ରକାଶିତ ହେବାର ସମ୍ଭାବନା ଅଛି। ତେବେ କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ (ସିବିଏସ୍ଇ) CBSE ଦଶମ ଦ୍ୱାଦଶ ଫଳାଫଳ ଘୋଷଣା ସମ୍ପର୍କରେ…

କାଛୁ କୁଣ୍ଡିଆ ହୋଇଥିବାରୁ ୬ ଆଦିବାସୀ ଛାତ୍ରଙ୍କୁ ହଷ୍ଟେଲରୁ ତଡ଼ି ଦେଲେ ବିଦ୍ୟାଳୟ କର୍ତ୍ତୃପକ୍ଷ, ଉଦ୍ଧାର କଲା ଜିଲ୍ଲା ଶିଶୁ ସୁରକ୍ଷା…

ଯାଜପୁର, (ଭାସ୍କର ନ୍ୟୁଜ୍‌) : ଯାଜପୁରସହର ନିକଟସ୍ଥ ଚିତାଳୋ ପଞ୍ଚାୟତ ଚିତାଳୋ ଠାରେ ଥିବା ରକ୍ଷାକାଳୀ ସଂସ୍କୃତ ବିଦ୍ୟାଳୟ କେନ୍ଦୁଝର ଜିଲ୍ଲା ହରିଚନ୍ଦନପୁରରୁ କିଛି ଆଦିବାସୀ ଛାତ୍ର ଉକ୍ତ ବିଦ୍ୟାଳୟରେ ପାଠ ପଢ଼ିବା…

ଡେନମାର୍କ ରାଜଧାନୀ କପେନେଗେନର ସପିଂ ମଲରେ ଅନ୍ଧାଧୁନ ଗୁଳିମାଡ, ୩ ମୃତ

ନୂଆଦିଲ୍ଲୀ: ଡେନମାର୍କର କପେନେଗେନ ଏକ ମଲରେ ବ୍ୟାପକ ଗୁଳି ବିନିମୟ ହୋଇଛି। ଗୁଳି ବିନିମୟରେ ଅନେକ ଲୋକଙ୍କ ମୃତ୍ୟୁ ହୋଇଥିବା ଖବର ରହିଛି। ପୋଲିସ ଘଟଣାସ୍ଥଳରୁ ଜଣଙ୍କୁ ଗିରଫ କରିଛି ଏବଂ ଅଧିକ ତଦନ୍ତ ଜାରି ରହିଛି।…

୧୫ ବର୍ଷରୁ କମ୍‌ ଏସିଆନ ରେସଲିଂ ଚାମ୍ପିଅନଶିପ୍: ଭାରତକୁ ମିଳିଲା ୨ ସ୍ୱର୍ଣ୍ଣ ସହିତ ୮ ପଦକ

ବାହାରେନ: ଭାରତୀୟ ଜୁନିୟର ରେସଲର ମାନେ ଏଠାରେ ଅନୁଷ୍ଠିତ ୧୫ ବର୍ଷରୁ କମ ଏସିଆନ ରେସଲିଂ ଚାମ୍ପିଅନଶିପରେ ୨ସ୍ୱର୍ଣ୍ଣ, ୨ ରୌପ୍ୟ ଓ ୪ ବ୍ରୋଞ୍ଜ ପଦକ ହାସଲ କରିଛନ୍ତି । ତେବେ ଏହି ସଫଳତା ସହିତ ଭାରତ ପଦକ ହାସଲରେ ୧୭୨…

ରାଶିଫଳ(ସୋମବାର,୦୪ ଜୁଲାଇ,୨୦୨୨)

ମେଷ - ଆଜି ଅତ୍ୟଧିକ କୌଣସି ବିଷୟକୁ ନେଇ ଆଲୋଚନା କରନ୍ତୁ ନାହିଁ । ଆକସ୍ମିକ ଧନ ଲାଭ ହୋଇପାରେ । ବନ୍ଧୁମାନେ ସନ୍ଧ୍ୟା ସମୟରେ କୌଣସି ଯୋଜନା କରି ପାରନ୍ତି । କାମ କାର୍ଯ୍ୟରେ ସଫଳ ନ ହେବା କାରଣରୁ ମନ ଅଶାନ୍ତି ରହିବ…

ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା: ୧୭ଟି ଜିଲ୍ଲାରେ ପ୍ରବଳ ବର୍ଷା ନେଇ ସତର୍କ ସୂଚନା ଜାରି

ଭୁବନେଶ୍ୱର (ଭାସ୍କର ନ୍ୟୁଜ୍‌): ବଙ୍ଗଳାଦେଶ ଏବଂ ତାର ପାର୍ଶ୍ୱବର୍ତ୍ତୀ  ଅଞ୍ଚଳରେ ଥିବା ଘୁର୍ଣ୍ଣିବଳୟ ବାୟୁମଣ୍ଡଳରେ ସମୁଦ୍ର ପତନ ଠାରୁ ୭.୬ କିମି ଉଚ୍ଚତା ଯାଏଁ ବ୍ୟାପିଛି । ଏହା ପ୍ରଭାବରେ ଆଗାମୀ ୨୪ ଘଣ୍ଟା…