Breaking News କୋଏଲ ନଦୀରୁ ମିଳିଲା ଚତୁର୍ଥ ଭାଇଙ୍କ ଶବ: ଏକା ଦିନେ ବାହୁଡିଗଲେ ୪ ଭାଇ Abinash Kumar Dhal Jul 10, 2022 ରାଉରକେଲା: କୋଏଲ ନଦୀରେ ବୁଡିଯାଇଥିବା ୪ ଜଣ ନାବାଳକଙ୍କ ଶବ ଉଦ୍ଧାର କରିଛି ଅଗ୍ନିଶମ ବାହିନୀ । ଗତକାଲି ୩ ଜଣଙ୍କ ମୃତଦେହ ଉଦ୍ଧାର ହୋଇଥିବା ବେଳେ ଆଜି ଚତୁର୍ଥ ଭାଇଙ୍କ ଶବ ଆଜି ଉଦ୍ଧାର କରାଯାଇଛି । ଜଗତର ନାଥ…
Featured ଇଂଲଣ୍ଡ ବିପକ୍ଷରେ ଦ୍ବିତୀୟ ଟି-୨୦ ମ୍ୟାଚ୍ରେ ପୁଣି ବିଫଳ ହେଲେ ବିରାଟ, ୧ ରନ୍ରେ ଆଉଟ୍ ହୋଇ ପାବିଲିୟନକୁ ଫେରିଲେ Abinash Kumar Dhal Jul 10, 2022 ଏଜବାଷ୍ଟନ (ବର୍ମିଂହାମ୍) : ଏଠାରେ ଇଂଲଣ୍ଡ ବିପକ୍ଷରେ ଅନୁଷ୍ଠିତ ୨ୟ ଟି- ୨୦ ମ୍ୟାଚ୍ରେ ବିଫଳ ହୋଇଛନ୍ତି ବିରାଟ କୋହଲି । ଗତ ୩ ବର୍ଷ ଧରି ଆଉଟ୍ ଅଫ୍ ଫର୍ମରେ ଥିବା କୋହଲି ଲଗାତାର ଖରାପ ପ୍ରଦର୍ଶନ କରିଆସୁଥିବାରୁ…
Breaking News ବିଚ ରାସ୍ତାରେ ମିଳିଲା ଯୁବକଙ୍କ ମୃତଦେହ: ପୋଲିସ ଖୋଜୁଛି ଶବ ପଛର ରହସ୍ୟ Abinash Kumar Dhal Jul 10, 2022 ବାଲେଶ୍ୱର: ରାଜ୍ୟରେ ଦିନକୁ ଦିନ ବଢୁଛି ଅପରାଧ । ବିଭିନ୍ନ ଅଞ୍ଚଳରେ ହତ୍ୟା, ଦୁଷ୍କର୍ମ ଭଳି ଅପରାଧ ଏବେ ବ୍ୟାପିବାରେ ଲାଗିଛି । ତେବେ ଏଥି ମଧ୍ୟରେ ବାଲେଶ୍ୱର ଜିଲ୍ଲା ଜଳେଶ୍ୱରର ବିଚ ରାସ୍ତାରେ ମିଳିଛି ଗଳିତ ମୃତଦେହ…
City News ଏଣିକି ରାଜଧାନୀରେ ମାସ୍କ ବାଧ୍ୟତାମୂଳକ, ମାସ୍କ ନ ପିନ୍ଧିଲେ କାର୍ଯ୍ୟାନୁଷ୍ଠାନ ସହ ଜରିମାନା Abinash Kumar Dhal Jul 10, 2022 ଭୁବନେଶ୍ୱର, (ଭାସ୍କର ନ୍ୟୁଜ୍) : ବର୍ତ୍ତମାନ ରାଜ୍ୟରେ କରୋନା ସଂକ୍ରମଣ ବୃଦ୍ଧି ପାଉଥିବାରୁ ରାଜଧାନୀ ଭୁବନେଶ୍ୱରରେ ମାସ୍କ ପରିଧାନ ବାଧ୍ୟତାମୂଳକ କରାଯାଇଛି । ଯେଉଁମାନେ ମାସ୍କ ନ ପିନ୍ଧିବେ ସେମାନଙ୍କ ବିରୁଦ୍ଧରେ…
Breaking News ଅଧା ରହିଲା ଜଗା ଦର୍ଶନ : ଗାଧୋଇବା ବେଳେ ନଦୀ ସ୍ରୋତରେ ଭାସି ଗଲେ ୪ ଯୁବକ, ୩ ମୃତ ଓ ଜଣେ ନିଖୋଜ Abinash Kumar Dhal Jul 10, 2022 ରାଉରକେଲା (ଭାସ୍କର ନ୍ୟୁଜ୍) : ଅଧା ରହିଲା ଜଗା ଦର୍ଶନ । ବାହୁଡ଼ା ଯାତ୍ରାରେ ମହାପ୍ରଭୁଙ୍କୁ ଦର୍ଶନ କରିବା ପାଇଁ ସେମାନେ ଯୋଜନା କରିଥିଲେ । ଏଥିପୂର୍ବରୁ ସ୍ଥାନୀୟ କୋଏଲ ନଦୀକୁ ଗାଧୋଇବାକୁ ଯାଇଥିଲେ । ତେବେ…
Featured ଏମିତି ବି ଆସେ କାଳ : ଘରେ ଶୋଇଥିବା ଚୋଟ ମାରିଲା ବିଷଧର ସାପ, ଉଡିଗଲା ୨ ଭାଇଙ୍କ ପ୍ରାଣବାୟୁ Abinash Kumar Dhal Jul 10, 2022 ଫୁଲବାଣୀ, (ଭାସ୍କର ନ୍ୟୁଜ୍) : ପବିତ୍ର ବାହୁଡ଼ା ଯାତ୍ରା ଦିନ ଏକ ବଡ଼ ଧରଣର ଅଘଟଣ ଘଟିଛି । ସାପକାମୁଡ଼ାରେ ୨ ଭାଇଙ୍କ ମୃତ୍ୟୁ ହୋଇଛି । ମିଳିଥିବା ସୂଚନାନୁଯାୟୀ, ଫୁଲବାଣୀ ଜିଲ୍ଲା ବାଣିଗୋଚ୍ଛା ଥାନା ଅନ୍ତର୍ଗତ…
Breaking News ଆଜି ପବିତ୍ର ସୁନାବେଶ: ମହଣ ମହଣ ସୁନାରେ ସଜେଇ ହେବେ ରଥାରୁଢ ଶ୍ରୀବିଗ୍ରହ Abinash Kumar Dhal Jul 10, 2022 ପୁରୀ,(ଭାସ୍କର ନ୍ୟୁଜ୍) : ଜନ୍ମବେଦୀରେ ନବଦିନାତ୍ମକ ଲୀଳାଖେଳା ସାରି ବାହୁଡ଼ିଲେ ମହାବାହୁ । ଆଜି ରଥାରୁଢ ଶ୍ରୀବିଗ୍ରହଙ୍କ ସୁନା ବେଶ ନୀତି ଅନୁଷ୍ଠିତ ହେବ। ମହଣ ମହଣ ସୁନାରେ ଝଟକିବେ ଚତୁର୍ଦ୍ଧାମୂର୍ତ୍ତି। ରଥ…
Breaking News ପଶ୍ଚିମ- କେନ୍ଦ୍ରୀୟ ବଙ୍ଗୋପସାଗରରେ ଆଉ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି, ୪ରୁ ୫ ଦିନ ପ୍ରବଳ ବର୍ଷା ସମ୍ଭାବନା: ୭ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ… Abinash Kumar Dhal Jul 10, 2022 ଭୁବନେଶ୍ୱର (ଭାସ୍କର ନ୍ୟୁଜ୍) : ଲଘୁଚାପ ପ୍ରଭାବ ଓ ମୌସୁମୀ ବାୟୁ ସକ୍ରିୟ ଫଳରେ ରାଜ୍ୟରେ ଗତ ୪ ଦିନ ହେବ ଲଗାଣ ବର୍ଷା ଲାଗି ରହିଛି । ତୁହାକୁ ତୁହା ବର୍ଷା ହେବା ଫଳରେ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଛି । ତଳି ଅଞ୍ଚଳ…
Breaking News ୟୁଟ୍ୟୁବର ଗୌରବ ତନେଜାଙ୍କୁ ଗିରଫ କଲା ପୋଲିସ, ଜାଣନ୍ତୁ କ’ଣ ଏହି ମାମଲା Abinash Kumar Dhal Jul 9, 2022 ନୂଆଦିଲ୍ଲୀ: ଲୋକପ୍ରିୟ ୟୁଟ୍ୟୁବର ଗୌରବ ତନେଜାଙ୍କୁ ନିଜ ପ୍ରଶଂସକଙ୍କ ସହ ଜନ୍ମଦିନ ପାଳନ କରିବା ମହଙ୍ଗା ପଡ଼ିଛି, ଆଉ ଏବେ ତାଙ୍କୁ ପୋଲିସ୍ ଗିରଫ କରିଛି । ଗୌରବ ତନେଜା ଶନିବାର ନୋଏଡା ସେକ୍ଟ ୫୨ ରେ ମେଟ୍ରୋ ଷ୍ଟେସନରେ…
Featured ୨୬ ଟଙ୍କାରେ ବିମାନ ଟିକେଟ୍! ଏହି ଏୟାରଲାଇନ୍ସ ଦେଉଛି ଅଫର୍ Abinash Kumar Dhal Jul 9, 2022 ନୂଆଦିଲ୍ଲୀ: ମହଙ୍ଗା ଯୁଗରେ, ଯଦି ଆପଣ ୨୬ ଟଙ୍କା ପାଇଁ ବିମାନରେ ଯାତ୍ରା କରିବାର ସୁଯୋଗ ମିଳେ, ତେବେ ଆପଣ କ’ଣ ବିଶ୍ୱାସ କରିପାରିବେ । ପ୍ରକୃତରେ ଏହା ସତ, ଆପଣ ୨୬ ଟଙ୍କା ପାଇଁ ବିମାନ ଯାତ୍ରା ଟିକେଟ ବୁକ୍…