ଭାରତକୁ ୧୭ ରନ୍ରେ ହରାଇଲା ଇଂଲଣ୍ଡ, ଫିକା ପଡିଲା ସୂର୍ଯ୍ୟକୁମାରଙ୍କ ଦମଦାର ଶତକ
ଇଂଲଣ୍ଡ: ଇଂଲଣ୍ଡ ବିପକ୍ଷ ତୃତୀୟ ଟି-୨୦ରେ ଟିମ୍ ଇଣ୍ଡିଆକୁ ୧୭ ରନ୍ରେ ପରାଜୟର ସାମ୍ନା କରିବାକୁ ପଡିଛି। ପ୍ରଥମେ ବ୍ୟାଟିଂ କରି ଇଂଲଣ୍ଡ ୨୧୫ ରନ୍ ସ୍କୋର କରିଥିଲା, ଏହାର ଜବାବରେ ଟିମ୍ ଇଣ୍ଡିଆ ୯ ୱିକେଟ୍ ହରାଇ ୧୯୮…