ବିଚ ରାସ୍ତାରେ ମିଳିଲା ଯୁବକଙ୍କ ମୃତଦେହ: ପୋଲିସ ଖୋଜୁଛି ଶବ ପଛର ରହସ୍ୟ

ବାଲେଶ୍ୱର: ରାଜ୍ୟରେ ଦିନକୁ ଦିନ ବଢୁଛି ଅପରାଧ । ବିଭିନ୍ନ ଅଞ୍ଚଳରେ ହତ୍ୟା, ଦୁଷ୍କର୍ମ ଭଳି ଅପରାଧ ଏବେ ବ୍ୟାପିବାରେ ଲାଗିଛି । ତେବେ ଏଥି ମଧ୍ୟରେ ବାଲେଶ୍ୱର ଜିଲ୍ଲା ଜଳେଶ୍ୱରର ବିଚ ରାସ୍ତାରେ ମିଳିଛି ଗଳିତ ମୃତଦେହ…

ଏଣିକି ରାଜଧାନୀରେ ମାସ୍କ ବାଧ୍ୟତାମୂଳକ, ମାସ୍କ ନ ପିନ୍ଧିଲେ କାର୍ଯ୍ୟାନୁଷ୍ଠାନ ସହ ଜରିମାନା

ଭୁବନେଶ୍ୱର, (ଭାସ୍କର ନ୍ୟୁଜ୍‌) : ବର୍ତ୍ତମାନ ରାଜ୍ୟରେ କରୋନା ସଂକ୍ରମଣ ବୃଦ୍ଧି ପାଉଥିବାରୁ ରାଜଧାନୀ ଭୁବନେଶ୍ୱରରେ ମାସ୍କ ପରିଧାନ ବାଧ୍ୟତାମୂଳକ କରାଯାଇଛି । ଯେଉଁମାନେ ମାସ୍କ ନ ପିନ୍ଧିବେ ସେମାନଙ୍କ ବିରୁଦ୍ଧରେ…

ଅଧା ରହିଲା ଜଗା ଦର୍ଶନ : ଗାଧୋଇବା ବେଳେ ନଦୀ ସ୍ରୋତରେ ଭାସି ଗଲେ ୪ ଯୁବକ, ୩ ମୃତ ଓ ଜଣେ ନିଖୋଜ

ରାଉରକେଲା (ଭାସ୍କର ନ୍ୟୁଜ୍‌) : ଅଧା ରହିଲା ଜଗା ଦର୍ଶନ । ବାହୁଡ଼ା ଯାତ୍ରାରେ ମହାପ୍ରଭୁଙ୍କୁ ଦର୍ଶନ କରିବା ପାଇଁ ସେମାନେ ଯୋଜନା କରିଥିଲେ । ଏଥିପୂର୍ବରୁ ସ୍ଥାନୀୟ କୋଏଲ ନଦୀକୁ ଗାଧୋଇବାକୁ ଯାଇଥିଲେ । ତେବେ…

ଏମିତି ବି ଆସେ କାଳ : ଘରେ ଶୋଇଥିବା ଚୋଟ ମାରିଲା ବିଷଧର ସାପ, ଉଡିଗଲା ୨ ଭାଇଙ୍କ ପ୍ରାଣବାୟୁ

ଫୁଲବାଣୀ, (ଭାସ୍କର ନ୍ୟୁଜ୍‌) : ପବିତ୍ର ବାହୁଡ଼ା ଯାତ୍ରା ଦିନ ଏକ ବଡ଼ ଧରଣର ଅଘଟଣ ଘଟିଛି । ସାପକାମୁଡ଼ାରେ ୨ ଭାଇଙ୍କ ମୃତ୍ୟୁ ହୋଇଛି । ମିଳିଥିବା ସୂଚନାନୁଯାୟୀ, ଫୁଲବାଣୀ ଜିଲ୍ଲା ବାଣିଗୋଚ୍ଛା ଥାନା ଅନ୍ତର୍ଗତ…

ଆଜି ପବିତ୍ର ସୁନାବେଶ: ମହଣ ମହଣ ସୁନାରେ ସଜେଇ ହେବେ ରଥାରୁଢ ଶ୍ରୀବିଗ୍ରହ

ପୁରୀ,(ଭାସ୍କର ନ୍ୟୁଜ୍‌) : ଜନ୍ମବେଦୀରେ ନବଦିନାତ୍ମକ ଲୀଳାଖେଳା ସାରି ବାହୁଡ଼ିଲେ  ମହାବାହୁ । ଆଜି ରଥାରୁଢ ଶ୍ରୀବିଗ୍ରହଙ୍କ ସୁନା ବେଶ ନୀତି  ଅନୁଷ୍ଠିତ ହେବ। ମହଣ ମହଣ ସୁନାରେ ଝଟକିବେ ଚତୁର୍ଦ୍ଧାମୂର୍ତ୍ତି। ରଥ…

ପଶ୍ଚିମ- କେନ୍ଦ୍ରୀୟ ବଙ୍ଗୋପସାଗରରେ ଆଉ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି, ୪ରୁ ୫ ଦିନ ପ୍ରବଳ ବର୍ଷା ସମ୍ଭାବନା: ୭ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ…

ଭୁବନେଶ୍ୱର (ଭାସ୍କର ନ୍ୟୁଜ୍‌) : ଲଘୁଚାପ ପ୍ରଭାବ ଓ ମୌସୁମୀ ବାୟୁ ସକ୍ରିୟ ଫଳରେ ରାଜ୍ୟରେ ଗତ ୪ ଦିନ ହେବ ଲଗାଣ ବର୍ଷା ଲାଗି ରହିଛି । ତୁହାକୁ ତୁହା ବର୍ଷା ହେବା ଫଳରେ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଛି । ତଳି ଅଞ୍ଚଳ…

ୟୁଟ୍ୟୁବର ଗୌରବ ତନେଜାଙ୍କୁ ଗିରଫ କଲା ପୋଲିସ, ଜାଣନ୍ତୁ କ’ଣ ଏହି ମାମଲା

ନୂଆଦିଲ୍ଲୀ: ଲୋକପ୍ରିୟ ୟୁଟ୍ୟୁବର ଗୌରବ ତନେଜାଙ୍କୁ ନିଜ ପ୍ରଶଂସକଙ୍କ ସହ ଜନ୍ମଦିନ ପାଳନ କରିବା ମହଙ୍ଗା ପଡ଼ିଛି, ଆଉ ଏବେ ତାଙ୍କୁ ପୋଲିସ୍ ଗିରଫ କରିଛି । ଗୌରବ ତନେଜା ଶନିବାର ନୋଏଡା ସେକ୍ଟ ୫୨ ରେ ମେଟ୍ରୋ ଷ୍ଟେସନରେ…

୨୬ ଟଙ୍କାରେ ବିମାନ ଟିକେଟ୍! ଏହି ଏୟାରଲାଇନ୍ସ ଦେଉଛି ଅଫର୍

ନୂଆଦିଲ୍ଲୀ: ମହଙ୍ଗା ଯୁଗରେ, ଯଦି ଆପଣ ୨୬ ଟଙ୍କା ପାଇଁ ବିମାନରେ ଯାତ୍ରା କରିବାର ସୁଯୋଗ ମିଳେ, ତେବେ ଆପଣ କ’ଣ ବିଶ୍ୱାସ କରିପାରିବେ । ପ୍ରକୃତରେ ଏହା ସତ, ଆପଣ ୨୬ ଟଙ୍କା ପାଇଁ ବିମାନ ଯାତ୍ରା ଟିକେଟ ବୁକ୍…

ଟିମ ଇଣ୍ଡିଆର ଜବରଦସ୍ତ ପଲଟୱାର: ଭୁବିଙ୍କ ସ୍ୱିଙ୍ଗରେ ଧ୍ୱସ୍ତ ହୋଇଗଲା ଇଂଲଣ୍ଡ

ବର୍ମିଂହାମ: ଇଂଲଣ୍ଡ ବିପକ୍ଷ ଦ୍ୱିତୀୟ ଟି-୨୦ ମ୍ୟାଚରେ ମଧ୍ୟ ଦମଦାର ବିଜୟ ହାସଲ କରିଛି ଟିମ ଇଣ୍ଡିଆ । ଏହି ମ୍ୟାଚ ସହିତ ସିରିଜ ଉପରେ ମଧ୍ୟ ନିଜ ଆଧିପତ୍ୟ ଜାହିର କରିଛି ରୋହିତ ସେନା । ପ୍ରଥମ ମ୍ୟାଚକୁ ୫୦ ରନରେ…

ଅବମାନନା ମାମଲା, ପଳାତକ ବିଜୟ ମାଲ୍ୟା ଉପରେ ଦଣ୍ଡ ଶୁଣାଇବେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ପଳାତକ ବ୍ୟବସାୟୀ ବିଜୟ ମାଲ୍ୟାଙ୍କୁ କୋର୍ଟର ଅବମାନନା ମାମଲାରେ ସୁପ୍ରିମକୋର୍ଟ ୧୧ ଜୁଲାଇରେ ଦଣ୍ଡ ଶୁଣାଇବେ । ରବିନ୍ଦ୍ର ଏସ ଭଟ ଏବଂ ପିଏସ ନରସିଂହଙ୍କୁ ନେଇ ଜଷ୍ଟିସ ୟୁୟୁ ଲଲିତଙ୍କ ନେତୃତ୍ୱରେ ଏକ…