ତେଲ ପାଇଁ ‘ନୋ ଟେନସନ୍’ ! ଘୋଡ଼ା ଉପରେ ବସି ଖାଇବା ଡେଲିଭରୀ କଲେ ସ୍ୱିଗି ବଏ, ଦେଖନ୍ତୁ Video

ନୂଆଦିଲ୍ଲୀ: ସୋସିଆଲ ମିଡିଆରେ ପ୍ରତିଦିନ କିଛି ନା କିଛି ମଜାଦାର ଭିଡିଓ ଭାଇରାଲ ହେଉଛି । ସେଥିରୁ କିଛି ଭିଡିଓ ଦେଖିଲେ ଆମକୁ ହସ ଲାଗେ ତ ଆଉ କିଛି ଆମକୁ ଆଶ୍ଚର୍ଯ୍ୟ କରିଦିଏ । ଏହାରି ମଧ୍ୟରେ ଏକ ଡେଲିଭରୀ ବଏଙ୍କ…

ମହଙ୍ଗା ହେବ ଦୁଗ୍ଧ ଜାତୀୟ ଖାଦ୍ୟ, ଜିଏସ୍‌ଟି ଅଧୀନରେ ଆସିବା ଦ୍ୱାରା ହେବ ପ୍ରଭାବିତ 

ନୁଆଦିଲ୍ଲୀ: ନିକଟରେ ବସିଥିବା ଜିଏସ୍‌ଟି ପରିଷଦ ବୈଠକରେ କିଛି ଖାଦ୍ୟ ପଦାର୍ଥ ଉପରେ ମିଳୁଥିବା ରିହାତିକୁ ଅପସାରିତ କରିଛନ୍ତି ସରକାର। ଏହି ନିଷ୍ପତ୍ତି ପରେ ପ୍ୟାକେଟ୍ ଦହି, ଲସି ଆଦି ଦୁଗ୍ଧ ଜାତୀୟ ଜିନିଷ ମହଙ୍ଗା…

ଦ୍ୱାଦଶ ରେଜଲ୍ଟ କେବେ ପ୍ରକାଶ ପାଇବ? ଜାଣନ୍ତୁ କ’ଣ କହିଲେ ଗଣଶିକ୍ଷା ମନ୍ତ୍ରୀ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ପରୀକ୍ଷା ରେଜଲ୍ଟକୁ ଅପେକ୍ଷା ଅନାଁଇ ବସିଛନ୍ତି ଦ୍ୱାଦଶ ଶ୍ରେଣୀ ଛାତ୍ରୀ । ଏହାରି ମଧ୍ୟରେ ବଡ଼ ଘୋଷଣା କରିଛନ୍ତି ବିଦ୍ୟାଳୟ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ । ଜୁଲାଇ ଶେଷ ସପ୍ତାହରେ…

୬ରେ ପ୍ରକାଶ ପାଇବ ମାଟ୍ରିକ୍ ରେଜଲ୍ଟ: ଗଣଶିକ୍ଷା ମନ୍ତ୍ରୀ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଆସନ୍ତା ୬ ତାରିଖରେ ପ୍ରକାଶ ପାଇବ ମାଟ୍ରିକ୍ ରେଜଲ୍ଟ । ଏନେଇ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ ସୂଚନା ଦେଇଛନ୍ତି । ତେବେ ୬ ତାରିଖ ଦିନ ଗୋଟାଏ ବେଳେ ରେଜଲ୍ଟ ପ୍ରକାଶ ପାଇବ ।…

ଫ୍ଲୋର ଟେଷ୍ଟରେ ପାସ୍ ହେଲେ ଏକାନାଥ ସିନ୍ଦେ: ମିଳିଲା ୧୬୪ ଭୋଟ୍

ମୁମ୍ବାଇ: ମହାରାଷ୍ଟ୍ରର ଏକନାଥ ସିନ୍ଦେ ସରକାର ଫ୍ଲୋର ଟେଷ୍ଟରେ ବହୁମତ ସାବ୍ୟସ୍ତ କରିଛନ୍ତି । ଏକାନାଥଙ୍କୁ ୧୬୪ ସଦସ୍ୟ ସମର୍ଥନ କରିଥିବା ସୂଚନା ମିଳିଛି । ମ୍ୟାଜିକ ନମ୍ବର ୧୪୪ରୁ ଅଧିକ ଭୋଟ ପାଇ ବାଜିମାତ୍…

ବିଧାନସଭାରେ ଉଠିଲା ରୁଚିକା ପ୍ରସଙ୍ଗ: ସେପଟେ ରାତିସାରା ଧାରଣାରେ ବସିଲେ ଛାତ୍ର ସଙ୍ଗଠନ ଓ ପରିବାର ଲୋକ (Video)

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ବିଜେପି ସ୍ୱୟଂଶାସିତ ମହାବିଦ୍ୟାଳୟ କଲେଜ ଛାତ୍ରୀ ରୁଚିକା ମହାନ୍ତି ଆତ୍ମହତ୍ୟା ଘଟଣାରେ ଛାନଭିନ୍ ଜାରି ରହିଛି । ଏହାରି ମଧ୍ୟରେ ବିଧାନସଭାରେ ଉଠିଛି ରୁଚିକା ଆତ୍ମହତ୍ୟା ପ୍ରସଙ୍ଗ ।…

ସାଇକେଲ୍‌ରେ ଶବ, ବସ୍ତାରେ ଭର୍ତ୍ତି ହୋଇ ରାସ୍ତା କଡ଼ରେ ପଡିଛି ମୃତଦେହ

ଧର୍ମଗଡ଼(ଓଡ଼ିଶା ଭାସ୍କର): କଳାହାଣ୍ଡି ଗୋଲାମୁଣ୍ଡା ଥାନା ଗୋଇନ୍ଦିମୁଣ୍ଡା ଛକ ମୁଖ୍ୟ ରାସ୍ତାରେ ଅଭାବନୀୟ ଦୃଶ୍ୟ। ବସ୍ତା ଭିତରେ ସାଇକେଲରେ ଶବ ଥିବା ସୂଚନା। ରାସ୍ତା କଡ଼ରୁ ଜଣେ ଅଜଣା ବ୍ୟକ୍ତିଙ୍କ ମୃତଦେହ ପଡିଥିବା…

ବାହାଘର ଭୋଜିରେ ବଚସା: ଯୁବକଙ୍କୁ ପିଟି ପିଟି ହତ୍ୟା

ଭଦ୍ରକ(ଓଡ଼ିଶା ଭାସ୍କର): ବାହାଘର ଭୋଜିରେ ବଚସା ପରେ ଯୁବକଙ୍କୁ ପିଟି ପିଟି ହତ୍ୟା ଅଭିଯୋଗ। ବାହାଘର ଭୋଜିରେ କୌଣସି କଥାକୁ କେନ୍ଦ୍ରକରି ଏଭଳି ଜଘନ୍ୟ ହତ୍ୟାକାଣ୍ଡ ହୋଇଥିବା ସୂଚନା। ମୃତ ଯୁବକ ଜଣକ ହେଲେ ଭଦ୍ରକ…

କୁଲ୍ଲୁରେ ବଡ଼ ଧରଣର ବସ୍ ଦୁର୍ଘଟଣା: ସ୍କୁଲ ଛୁଆଙ୍କ ସମେତ ୧୬ ଜଣଙ୍କର ମୃତ୍ୟୁ

କୁଲ୍ଲୁ: ହିମାଚଳ ପ୍ରଦେଶର କୁଲ୍ଲୁରେ ବଡ଼ ଧରଣର ବସ୍ ଦୁର୍ଘଟଣା ଘଟିଛି । ଆଜି ସକାଳେ ସେଞ୍ଜ ଅଞ୍ଚଳରେ ଖାଇକୁ ଖସିପଡିଥିଲା ଏକ ବସ୍ । ଘଟଣାସ୍ଥଳରେ ୧୬ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଅନେକ ଗୁରୁତର ହୋଇଛନ୍ତି । ବସରେ…

ଶଶୁର ଘରକୁ ବୁଲି ଆସିଥିଲେ ଯୁବକ, ବିଦ୍ୟୁତ୍ ସଂସ୍ପର୍ଶରେ ଆସି ଚାଲିଗଲା ଜୀବନ

ଅନୁଗୋଳ(ଓଡ଼ିଶା ଭାସ୍କର): ଶଶୁର ଘରେ ଚାଲି ଗଲା ଜୀବନ। ହଁ ଆଜ୍ଞା ଏପରି ଏକ ଅଭାବନୀୟ ଘଟଣା ଘଟିଛି ପାଳଲହଡା ବ୍ଲକ ଅନ୍ତର୍ଗତ ପେଚାମୁଣ୍ଡି ଗ୍ରାମ ପଞ୍ଚାୟତ ଶ୍ୟାମସୁନ୍ଦରପୁର ଗ୍ରାମରେ। କେନ୍ଦୁଝର ଅଞ୍ଚଳର ନିରଞ୍ଜନ…