CHARIDHAM

ଅଜବ ପରମ୍ପରା: ପୁରୁଷତ୍ୱ ପ୍ରମାଣ ପାଇଁ ଖାଇବାକୁ ପଡିବ ପିମ୍ପୁଡ଼ି କାମୁଡ଼ା, ନଚେତ୍…

ବ୍ରାସିଲିଆ: ଦୁନିଆର ବିଭିନ୍ନ ଦେଶରେ ଭିନ୍ନ ପ୍ରକାରର ପରମ୍ପରା ରହିଛି ସେଥିମଧ୍ୟରୁ କିଛି ପରମ୍ପରା ଏପରି ଯାହା ଶୁଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ। ସେଥିମଧ୍ୟରୁ ଗୋଟିଏ ହେଲା ବ୍ରାଜିଲରେ ବାସ କରୁଥିବା ଏକ ପ୍ରକାର…

ରାଉରକେଲାରେ ଅଘଟଣ, ସ୍କୁଲ ଫାଟକ ପଡ଼ି ୨ ମୃତ

ରାଉରକେଲା(ଓଡ଼ିଶା ଭାସ୍କର): ସ୍କୁଲ୍‌ରେ ନୁଆ କରି ଲାଗିଥିବା ଲୁହା ଫାଟକ ପଡ଼ି ଚାଲିଯାଇଛି ଦୁଇ କର୍ମଚାରୀଙ୍କ ଜୀବନ। ରାଉରକେଲା ସେକ୍ଟର-୯ ଅଞ୍ଚଳରେ ଥିବା ବିକାଶ ପବ୍ଲିକ୍ ସ୍କୁଲରେ ଘଟିଯାଇଛି ଏଭଳି ଅଭାବନୀୟ ଘଟଣା।…

ରାଜ୍ୟରେ ସକାଳ ୯ରୁ ୨ଟା ଯାଏ ଖୋଲିବ ଅଙ୍ଗନଓ୍ବାଡ଼ି କେନ୍ଦ୍ର, ଜାଣନ୍ତୁ କେବେଠୁଁ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଅଙ୍ଗନଓ୍ବାଡ଼ି କେନ୍ଦ୍ର ଖୋଲିବାକୁ ନେଇ ଆସିଛି ବଡ଼ ଖବର । ରାଜ୍ୟରେ ଥିବା ସମସ୍ତ ଅଙ୍ଗନଓ୍ବାଡ଼ି କେନ୍ଦ୍ର ସ୍ବାଭାବିକ ଭାବେ ଜୁନ୍‌ ୨୭ରୁ ମାର୍ଚ୍ଚ ୩୧ ମଧ୍ୟରେ ସକାଳ ୯ଟାରୁ ମଧ୍ୟାହ୍ନ…

କାଳ ହେଲା ଅନ୍ୟଜାତିରେ ବିବାହ: ପୁଅକୁ ହତ୍ୟା ପରେ ଅତ୍ମହତ୍ୟା କଲା ବାପା

ନୂଆପଡ଼ା(ଓଡ଼ିଶା ଭାସ୍କର): ପୁଅକୁ ହତ୍ୟା ପରେ ବାପାର ଆତ୍ମହତ୍ୟା। ଏଭଳି ଅଭାବନୀୟ ଘଟଣା ଘଟିଛି ନୂଆପଡ଼ା ଧରମବନ୍ଧା ଥାନା ଫୋକଟପଡ଼ାରେ। ପରିବାରରେ ଥିବା ପୁରୁଣା ବିବାଦକୁ ନେଇ ସୃଷ୍ଟି ହୋଇଥିବା ବଚସା ପରେ ଏଭଳି ଏକ…

ପୁଣି ବଢ଼ୁଛି କରୋନା ସଂକ୍ରମଣ! ଓଡ଼ିଶାରେ ୬୧ ତ’ ଦେଶରେ ୧୭ ହଜାର ପଜିଟିଭ୍

ଭୁବନେଶ୍ୱର(ଓଡ଼ିଶା ଭାସ୍କର): କିଛି ମାସର ବ୍ୟବଧାନ ପରେ ପୁଣିଥରେ କରୋନା ସଂକ୍ରମଣ ବଢ଼ିବାରେ ଲାଗିଛି । ଦେଶର ବିଭିନ୍ନ ରାଜ୍ୟରେ ସଂକ୍ରମଣ ବଢ଼ିଚାଲିଥିବା ବେଳେ ଓଡ଼ିଶାରେ ଏହାର ପ୍ରକୋପ ଦେଖିବାକୁ ମିଳୁଛି । ରାଜ୍ୟରୁ ଗତ…

(Video) ଆଣ୍ଟି ସ୍ମଗଲିଂ ଗାର୍ଡଙ୍କ ଘରେ ଭିଜିଲାନ୍ସ ରେଡ୍

ବାଲେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟରେ ଦୁର୍ନୀତିଗ୍ରସ୍ତ ଅଧିକାରୀଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି । ଏହାରି ମଧ୍ୟରେ ଭିଜିଲାନ୍ସ ଜାଲରେ ଫସିଛନ୍ତି ବାଲେଶ୍ୱର ଯୋଗାଣ ଅଧିକାରୀଙ୍କ କାର୍ଯ୍ୟାଳୟର ଆଣ୍ଟି ସ୍ମଗଲିଂ ଗାର୍ଡ ।…

ବଦଳିଲା CBSE ସିଲାବସ୍, ଜାଣନ୍ତୁ କ’ଣ ରହିଛି ପାଠ୍ୟକ୍ରମ

ନୁଆଦିଲ୍ଲୀ(ଓଡ଼ିଶା ଭାସ୍କର): କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ(ସିବିଏସ୍ଇ) ଶିକ୍ଷାବର୍ଷ ୨୦୨୨-୨୩ ପାଇଁ ପାଠ୍ୟକ୍ରମରେ ପରିବର୍ତ୍ତନ ଆଣିଛି। ଦଶମ, ଏକାଦଶ ଏବଂ ଦ୍ୱାଦଶ ଶ୍ରେଣୀର ବିଦ୍ୟାର୍ଥୀଙ୍କ ପାଇଁ…

ନଦୀପଠାରେ ଚାଲିଛି ଆଇଏଏସ୍‌ କୋଚିଂ, ‘ଷ୍ଟଡି ଘାଟ’ରେ ପ୍ରତିଦିନ ୩୫୦୦ ଛାତ୍ରଛାତ୍ରୀ ମାଗଣାରେ ପାଠ ପଢ଼ାଉଛନ୍ତି ପୂର୍ବତନ ଆଇଏଏସ୍‌ ଅଧିକାରୀ…

ପାଟନା: କଠିନ ପରିଶ୍ରମ କରିବା ସହ ଉପଯୁକ୍ତ ଗାଇଡ଼ ମିଳିଲେ ହିଁ ଜଣେ ଛାତ୍ର ୟୁିଏସସି ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇପାରିଥାନ୍ତି । ତେବେ କଠିନ ପରିଶ୍ରମ, ତ୍ୟାଗ ଏବଂ ଜୀବନ ସହ ସଂଘର୍ଷର ଏହିରି ଅନେକ କାହାଣୀ ବିହାର…

ରାଷ୍ଟ୍ରପତିଙ୍କ କାର୍ଯ୍ୟକାଳ ସରିବା ପରେ କେଉଁଠି ରହିବେ ରାମନାଥ କୋବିନ୍ଦ? ଜାଣନ୍ତୁ

ନୂଆଦିଲ୍ଲୀ: ଜୁଲାଇ ୨୪ରେ ସରୁଛି ତକ୍ରାଳୀନ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ କାର୍ଯ୍ୟକାଳ । ପରବର୍ତ୍ତୀ ରାଷ୍ଟ୍ରପତି ଚୟନ ପାଇଁ ନିର୍ବାଚନ ଏହା ପୂର୍ବରୁ ଶେଷ ହେବ, ଯେଉଁଥିପାଇଁ ଚାଲିଛି ପ୍ରସ୍ତୁତି । ଜୁଲାଇ ମାସ…

ବିଷାକ୍ତ ଛତୁ ଖାଇ ଗୋଟିଏ ପରିବାରର ୩ ଅସୁସ୍ଥ, ଜିଲ୍ଲା ମୁଖ୍ୟ ହସ୍ପିଟାଲରେ ଚାଲିଛି ଚିକିତ୍ସା

ବାଲିମେଳା, (ଭାସ୍କର ନ୍ୟୁଜ୍‌): ମାଲକାନଗିରି ଜିଲ୍ଲା ପାଣ୍ଡରିପାଣି ଗ୍ରାମରେ ବିଷାକ୍ତ ଛତୁ ଖାଇ ଗୋଟିଏ ପରିବାରର ୩ ଅସୁସ୍ଥ ହୋଇଛନ୍ତି । ସୂଚନା ଅନୁଯାୟୀ, ମାଲକାନଗିରି ଜିଲ୍ଲା ସଦର ବ୍ଲକ ଅନ୍ତର୍ଗତ ପାଣ୍ଡରିାଣି…