Breaking News ସେବା ବାହାନାରେ ଜିତିଲା ମାଲିକଙ୍କ ବିଶ୍ୱାସ: ଲୁଟିନେଲା ୧୦ ଲକ୍ଷ (Video) Odisha Bhaskar Bureau Mar 7, 2022 ବିଶ୍ୱାସରେ ବିଷ ଦେଲା ଡ୍ରାଇଭର । ପ୍ରଥମେ ମନରେ ଜନ୍ମେଇଲା ବିଶ୍ୱାସ ଆଉ ସେହି ବିଶ୍ୱାସରେ ଦେଲା ବିଷ । ତାହା ପୁଣି ଜଣେ ଅସୁସ୍ଥ ମହିଳାଙ୍କଠାରୁ । ମାଲିକଙ୍କ ଟଙ୍କା ଉପରେ ରଖିଥିଲା ନଜର । ଆଉ ଚଞ୍ଚକତା କରି ଲୁଟି…
Featured ଚୀନର ସତର୍କବାଣୀ: ୟୁକ୍ରେନ ପରେ ଏହି ଦେଶଗୁଡିକ ଉପରେ ଆକ୍ରମଣ କରିବା ପାଇଁ ଲିଷ୍ଟ କରୁଛି ଋଷ Odisha Bhaskar Bureau Mar 7, 2022 ନୂଆଦିଲ୍ଲୀ: ଋଷ-ୟୁକ୍ରେନ ଯୁଦ୍ଧ ଭିତରେ ଏଣ୍ଟ୍ରି ମାରିଛି ଚୀନ । ଋଷକୁ ନେଇ ଏକ ବିରାଟ ବନ୍ତବ୍ୟ ଦେଇଛି ଚୀନର ଗଣମାଧ୍ୟମ ସଂସ୍ଥା । ନିଜ ଶତ୍ରୁ ରାଷ୍ଟ୍ରମାନଙ୍କ ଲିଷ୍ଟ ତିଆରି କରୁଥିବା କହି ଋଷ ଉପରେ ଅଭିଯୋଗ ଆଣିଛି…
Breaking News ଜଳାପୋଡ଼ାରୁ ମିଳିବ ଆରାମ; ଆପଣାଇପାରିବେ ଏହି ଘରୋଇ ଉପାୟ Odisha Bhaskar Bureau Mar 7, 2022 ଅନେକ ସମୟରେ ରୋଷେଇ କଲାବେଳେ ହେଉ କିମ୍ବା ଅନ୍ୟ କୌଣସି କାରଣରୁ ଶରୀରର କୌଣସି ଅଙ୍ଗରେ ନିଆଁ ଲାଗିଯାଇଥାଏ । ଏହି ସମୟରେ ଅଧିକ ଯନ୍ତ୍ରଣା ମଧ୍ୟ ହୋଇଥାଏ । ଏପରି ସ୍ଥିତିରେ ଆମକୁ କିଛି ଜରୁରୀ ଉପାୟ ଆପଣାଇବାକୁ ହୋଇଥାଏ…
Featured କିଏ ହେବେ RCBର ଅଧିନାୟକ?: ପୁଣି ବିରାଟ ଧରିବେ କି ଦଳର ମଙ୍ଗ? ସୂଚନା ଦେଲେ ଡାନିଏଲ ଭିଟ୍ଟୋରୀ Odisha Bhaskar Bureau Mar 7, 2022 ନୂଆଦିଲ୍ଲୀ: ଇଣ୍ଡିଆନ ପ୍ରିମିୟର ଲିଗର ୧୫ତମ ସଂସ୍କରଣ ପାଇଁ ଆରମ୍ଭ ହୋଇଯାଇଛି ଅଙ୍କକଷା । ସମସ୍ତ ଦଳ ଏବେ ଟ୍ରଫି ପାଇଁ ଆରମ୍ଭ କଲେଣି ଯୋଜନା । ଏହା ଭିତରେ କିନ୍ତୁ ଫସି ଯାଇଛି ବିରାଟ କୋହଲିଙ୍କ ଟିମ ରୋୟଲ…
Featured ନିର୍ବାଚନ ଶେଷ ହେବା ପରେ ଆସିଲା ଏକ୍ଜିଟ୍ ପୋଲ୍ ରିପୋର୍ଟ: ବିଜେପି ହାତରେ ୟୁପି, ପଞ୍ଜାବରେ କେଜ୍ରିୱାଲଙ୍କ ପଲ୍ଲା ଭାରି Abinash Kumar Dhal Mar 7, 2022 ନୂଆଦିଲ୍ଳୀ: ୫ଟି ରାଜ୍ୟକର ବିଧାନସଭା ନିର୍ବାଚନ ଶେଷ ହେବା ପରେ ଭୋଟ ବାକ୍ସରେ ସିଲ ହୋଇଛି ପ୍ରାର୍ଥୀଙ୍କ ଭାଗ୍ୟ । ଆସନ୍ତା ୧୦ ତାରିଖରେ ନିର୍ବାଚନୀ ଫଳାଫଳ ପ୍ରକାଶ ପାଇବାକୁ ଥିବା ବେଳେ ଏକ୍ସିଟ୍ ପୋଲ୍ ରିପୋର୍ଟ…
Breaking News ୟୁକ୍ରେନ୍ରୁ ଫେରିଲେ ଓଡ଼ିଆ ଛାତ୍ରଛାତ୍ରୀ: ବିମାନବନ୍ଦରରେ ଭେଟିଲେ ମୁଖ୍ୟମନ୍ତ୍ରୀ Odisha Bhaskar Bureau Mar 7, 2022 ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଦୀର୍ଘ ୧୨ ଦିନର ଉତ୍କଣ୍ଠା ଓ ଆଶଙ୍କାର ଆଜି ଅନ୍ତ ଘଟିଛି । ୟୁକ୍ରେନ୍ରେ ପଢୁଥିବା ଓଡିଆ ଛାତ୍ରଛାତ୍ରୀଙ୍କ ପରିବାର ପାଇଁ ଆଣିଛି ଆଶ୍ବସ୍ତି । ଯୁଦ୍ଧ ବିଧ୍ବସ୍ତ ୟୁକ୍ରେନ୍ରେ ପାଠ…
Featured ଟାଲେଣ୍ଟ ଆଉ ଚେଷ୍ଟା ଆଗରେ ହାର ମାନିଛି ଶରୀରର ଅକ୍ଷମତା: ରିୟଲିଟି ଶୋ’ରେ ସମସ୍ତଙ୍କ ମନ ଜିତିଲେ ଏହି ଲିଟିଲ ମାଷ୍ଟର Odisha Bhaskar Bureau Mar 7, 2022 ନୂଆଦିଲ୍ଲୀ: ଡାନ୍ସ ଉପରେ ଆଧାରିତ ରିୟଲିଟି ଶୋ' ଡିଆଇଡି ଲିଟିଲ ମାଷ୍ଟର୍ସ(DID Little Masters' ରେ ଦେଖିବାକୁ ମିଳିଛି ଛୋଟା ପାକେଟ ବଡା ଧମାକା । କିନି ପିଲାମାନଙ୍କର ଡାନ୍ସ ଦେଖି ସାରା ଦେଶରେ ସେମାନଙ୍କର…
Featured ପ୍ରଥମ ଭାରତୀୟ ସୁପର ସୋଲଜର ଭୂମିକାରେ ଜନ୍ ଆବ୍ରାହାମ୍: ଭରପୁର ଆକ୍ସନ ସହିତ ରିଲିଜ ହେଲା ଟ୍ରେଲର Abinash Kumar Dhal Mar 7, 2022 ନୂଆଦିଲ୍ଲୀ: ରିଲିଜ୍ ହୋଇଛି ଜନ୍ ଆବ୍ରାହାମଙ୍କ ଜବରଦସ୍ତ ଆକ୍ସନ ମୁଭି ଆଟାକ୍ ପାର୍ଟ-୧ । ଜଣେ ସୁପର ସୋଲଜର ଭୂମିକାରେ ନଜର ଆସିଥିବା ଜନ୍ ଆତଙ୍କବାଦଦ ବିରୋଧରେ ଲଢେଇ କରୁଛନ୍ତି । ଭାରତର ପ୍ରଥମ ସୋଲଜର ଭୂମିକାରେ ଜନ୍…
Featured ଗିରଫ ହେବେ ସୋନାକ୍ଷୀ ସିହ୍ନା: ଆରେଷ୍ଟ ୱାରେଣ୍ଟ ଜାରି କଲେ ମୁରାଦାବାଦ କୋର୍ଟ Abinash Kumar Dhal Mar 7, 2022 ନୂଆଦିଲ୍ଳୀ: ଅଡୁଆରେ ଦବଙ୍ଗ ଗାର୍ଲ । ଠକେଇ ଅଭିଯୋଗରେ ସୋନାକ୍ଷୀ ସିହ୍ନାଙ୍କ ବିରୁଦ୍ଧରେ ଆରେଷ୍ଟ ୱାରେଣ୍ଟ ଜାରି । ଟଙ୍କା ନେଇ ଏକ କାର୍ୟ୍ୟକ୍ରମରେ ଯୋଗ ନ ଦେବା ମାମଲାରେ ଉତ୍ତରପ୍ରଦେଶ ମୁରାଦାବାଦସ୍ଥିତ ଏସିଜେଏମ…
Breaking News ୟୁକ୍ରେନ ଯୁଦ୍ଧ ଭୂମି ରହିଲା ସାକ୍ଷୀ… ବିବାହ କଲେ ଦୁଇ ସୈନିକ, ଦେଖନ୍ତୁ ଭାଇରାଲ ଭିଡିଓ… Odisha Bhaskar Bureau Mar 7, 2022 ଋଷ ୟୁକ୍ରେନର ଘମାଘୋଟ ଯୁଦ୍ଧ ଆଜି ୧୨ ଦିନରେ ପହଞ୍ଚିଛି । ଋଷ ସୈନିକଙ୍କୁ କଡ଼ା ଟକ୍କର ଦେଉଛନ୍ତି ୟୁକ୍ରେନ୍ ସୈନିକ । ହାରମାନିବାକୁ ପ୍ରସ୍ତୁତ ନାହାଁନ୍ତି ୟୁକ୍ରେନ ସୈନିକ । ଏହାରି ମଧ୍ୟରେ ସୋମବାର ଯୁଦ୍ଧ ଭୂମିରୁ…