ଆମ ପିଲାମାନଙ୍କୁ ଦୟାକରି ଫେରାଇ ଆଣନ୍ତୁ: ୟୁକ୍ରେନରେ ଫସିଛନ୍ତି ୧୬୦୦ରୁ ଅଧିକ ଓଡ଼ିଆ ଛାତ୍ରଛାତ୍ରୀ, ଜାଣନ୍ତୁ କେଉଁ ଅଞ୍ଚଳରୁ କେତେ ଜଣ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରୁଷ୍-ୟୁକ୍ରେନ ଯୁଦ୍ଧ ପାଇଁ ଭାରତ ଆଜି ଭୟଙ୍କର ସମସ୍ୟା ଦେଇ ଗତି କରୁଛି । ୟୁକ୍ରେନ ରାଜଧାନୀ କିଭ୍ ଏୟାରପୋର୍ଟ ବନ୍ଦ ହୋଇଯିବା ଯୋଗୁଁ ଦେଶର ବିଭିନ୍ନ ପ୍ରାନ୍ତରୁ ୨୦ ହଜାର ନାଗରିକ…

ଅମିତ୍ ଶାହଙ୍କ ସହ କଥା ହେଲେ ନବୀନ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଗୃହମନ୍ତ୍ରୀ ଅମିତ୍ ଶାହଙ୍କ ସହିତ ଫୋନ୍ ଯୋଗେ କଥା ହେଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ୟୁକ୍ରେନରେ ଫସିଥିବା ଓଡ଼ିଆ ଛାତ୍ରଛାତ୍ରୀଙ୍କ ସୁରକ୍ଷା ସଂପର୍କରେ ଅମିତ୍ ଶାହଙ୍କ ସହିତ କଥା…

ଭାରତକୁ ମହଙ୍ଗା ନପଡୁ ୟୁକ୍ରେନ ଉପରେ ନିରବତା, ଆମେରିକା ଲଗାଇପାରେ କଟକଣା

ନୂଆଦିଲ୍ଲୀ: ୟୁକ୍ରେନ ଉପରେ ରୁଷର ଘନ ଘନ ଆକ୍ରମଣ ଜାରି ରହିଛି। ଏବେ ନିଜ ଦେଶରେ ପୁଟିନ ସରକାରଙ୍କ ବିରୋଧ ଆରମ୍ଭ ହୋଇ ଗଲାଣି। ଫେବୃଆରୀ ୨୪ ରାତିରେ ରୁଷର ସେଣ୍ଟ ପିଟର୍ସବର୍ଗ ଏବଂ ରାଜଧାନୀ ମସ୍କୋ ସହିତ ଅନେକ…

କୁଣ୍ଡଳୀର ଏହି ଦୋଷ ଛଡ଼ାଇନେବ ଜୀବନର ସମସ୍ତ ସୁଖ, ଆପଣାନ୍ତୁ ଏହି ଉପାୟ

ନୂଆଦିଲ୍ଲୀ: ଜୀବନରେ ବେଳେବେଳେ ଅନେକ ଅସୁବିଧା ସାମ୍ନାକୁ ଆସିଥାଏ । ପ୍ରତ୍ୟେକ କାମରେ ଅନାବଶ୍ୟକ ବାଧା ଆସିବା ଆରମ୍ଭ ହୋଇଥାଏ । ବାହାଘର ହୋଇପାରେ ନାହିଁ ବା କାମଧନ୍ଦା ବନ୍ଦ ହୋଇଯାଏ । ଜୀବନକୁ ପୁଣି ଥରେ ଠିକ୍…

୧୪ ବର୍ଷୀୟା ଆଦିବାସୀ ଝିଅ ସହ ୪ ବର୍ଷରେ ୨ଥର ଗଣଦୁଷ୍କର୍ମ, ୪୦୦ ଟଙ୍କା ପାଇଁ ୨ଜଣ ଲୁଚାଇଲେ ପ୍ରମାଣ

ଜଶପୁର: ଗୋଟିଏ ୧୪ ବର୍ଷୀୟା ଝିଅ ସହିତ ୪ ବର୍ଷରେ ଦୁଇ-ଦୁଇ ଥର ଗଣଦୁଷ୍କର୍ମ ହୋଇଥିବା ଖବର ସାମନାକୁ ଆସିଛି । ଘଟଣା ସମ୍ପର୍କରେ ଶୁଣିବା ପରେ ପୋଲିସ୍ ବି ତାଜୁବ୍ ହୋଇଯାଇଛି । ନାବାଳିକା ଜଣକ ଘଟଣାର ଖୁଲାସା କରି…

ଅନ୍ୟର ଦୁଃଖ ସମୟରେ ଟଙ୍କା ପଠାଇବା ପୂର୍ବରୁ ଆପଣମାନେ ଥରେ ଭାବନ୍ତୁ, ଘଟଣାଟି ପ୍ରକୃତରେ ସତ ନା ମିଛ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଆଜିକାଲିର ଚୋରମାନେ ଠକିବା ପାଇଁ ବିଭିନ୍ନ ପ୍ରକାର ପନ୍ଥା ଆପଣାଉଛନ୍ତି । ଆଉ ନିରୀହ ଜନସାଧାରଣ ସେଥିରେ ବଳି ପଡ଼ୁଛନ୍ତି । ସେଥିମଧ୍ୟରୁ ଗୋଟିଏ ସହଜ ପନ୍ଥା ହେଉଛି ସୋସିଆଲ ମିଡ଼ିଆରେ ମିଛ…

ୟୁକ୍ରେନରେ ଫସିଥିବା ଭାରତୀୟଙ୍କ ପାଇଁ ହଙ୍ଗେରୀ, ପୋଲାଣ୍ଡରୁ ପହଞ୍ଚିଲା ସାହାଯ୍ୟ; ସରକାର ଜାରି କଲେ ନମ୍ବର

ନୂଆଦିଲ୍ଲୀ: ୟୁକ୍ରେନ ବିରୋଧରେ ଗୁରୁବାର ଦିନ ରୁଷ ସେନା କାର୍ଯ୍ୟାନୁଷ୍ଠାନ ଆରମ୍ଭ କରିଛି । ଆଜି ବି ଯୁଦ୍ଧଲାଗି ରହିଛି । ଆଜି ୪୦ ମିନିଟ୍ ମଧ୍ୟରେ ୩ଟି ସ୍ଥାନରେ ବିସ୍ଫୋରଣ ହୋଇଥିବା ଖବର ସାମନାକୁ ଆସିଛି । ଯୁଦ୍ଧ…

ରାଜ୍ୟରେ ନିମ୍ନମୁଖୀ କୋଭିଡ୍ ସଂକ୍ରମଣ: ଆଜି ଚିହ୍ନଟ ହେଲେ ୩୪୫ ପଜିଟିଭ୍

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟରେ ଦୈନିକ କୋଭିଡ୍ ସଂକ୍ରମଣ କ୍ରମଶଃ ହ୍ରାସ ପାଇବାରେ ଲାଗିଛି । ତେଣୁ ପରିସ୍ଥିତିକୁ ଦୃଷ୍ଟିରେ ରଖି ସ୍କୁଲ, କଲେଜ ଓ ବିଭିନ୍ନ ଅନୁଷ୍ଠାନକୁ ଖୋଲିବା ନେଇ ସରକାର ଅନୁମତି ଦେଇଛନ୍ତି…

XIM ୟୁନିଭରସିଟି ପକ୍ଷରୁ TEDx ଇଭେଣ୍ଟ ଅନୁଷ୍ଠିତ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଏକ୍ସଆଇଏମ ୟୁନିଭରସିଟି, ଓଡ଼ିଶା ଏବଂ ଏକ୍ସଆଇଏମ ୟୁନିଭରସିଟିର ମେଡ଼ିଆ ଓ ପିଆର ସେଲ ଇଲୁମିନାଟିଏକ୍ସ ପକ୍ଷରୁ ଟେଡକ୍ସ ଏକ୍ସଆଇଏମ ୟୁନିଭରସିଟି ନାମକ ଏକ କାର୍ୟ୍ୟକ୍ରମର ଆୟୋଜନ କରାଯାଇଥିଲା…

ଯୁଦ୍ଧ ବିରୋଧୀ ପ୍ରଦର୍ଶନରେ ୟୁକ୍ରେନ ସପକ୍ଷରେ ରୁଷବାସୀ, ରାସ୍ତାକୁ ଓହ୍ଲାଇଲେ ପ୍ରଦର୍ଶନକାରୀ; ସରକାର ଦେଲେ ଏଭଳି ଚେତାବନୀ

ମସ୍କୋ: ୟୁକ୍ରେନ୍ ରେ ବର୍ତ୍ତମାନ ଯୁଦ୍ଧ ପରିସ୍ଥିତି ଲାଗି ରହିଛି । ଯାହାର ପ୍ରଭାବ ସାଧାରଣ ନାଗରିକଙ୍କ ଉପରେ ଗଭୀର ଭାବରେ ଦେଖିବାକୁ ମିଳିଛି । ତେବେ ଏହା ଭିତରେ ହଜାର ହଜାର ସଂଖ୍ୟାରେ ନାଗରିକ ଯୁଦ୍ଧ ବିରୋଧୀ…