ରାତି ପାହିଲେ ଶ୍ରୀପଞ୍ଚମୀ, ଜ୍ଞାନଦାତ୍ରୀଙ୍କ ମୂର୍ତ୍ତିକୁ ଶେଷ ସ୍ପର୍ଶ ଦେଉଛନ୍ତି କାରିଗର
ବାଲିାଟଣା (ଭାସ୍କର ନ୍ୟୁଜ୍) : ରାତି ପାହିଲେ ପୂଜା ପାଇବେ ଜ୍ଞାନଦାତ୍ରୀ ଦେବୀ ମା' ସରସ୍ୱତୀ । ଶ୍ରୀପଞ୍ଚମୀ ପାଇଁ ମା'ଙ୍କ ମୂର୍ତ୍ତିରେ ଶେଷ ସ୍ପର୍ଶ ଦବାରେ ଲାଗିଡିଛନ୍ତି ବାଲିପାଟଣାସ୍ଥିତ ପିରିଖାପାଟଣା ଗ୍ରାମର…