QR Codeକୁ ସାବଧାନ; ୨୫ ଲକ୍ଷ ଟଙ୍କାର ହୋଇଛି ଠକେଇ ଅଭିଯୋଗ, ପଢ଼ନ୍ତୁ ପୂରା ଘଟଣାକ୍ରମ

ନୂଆଦିଲ୍ଲୀ: ଡିଜିଟାଲ୍ ଟ୍ରାନଜାକ୍ସନ୍ କୁ ବର୍ତ୍ତମାନ ସମୟରେ ଖୁବ୍ ସହଜ କରିଛି କ୍ୟୁଆର୍ କୋଡ୍ । ଏହାଦ୍ୱାରା ଖୁବ୍ ସହଜରେ ପେମେଣ୍ଟ୍ ହୋଇପାରୁଛି । ଡିଜିଟାଲ୍ ପେମେଣ୍ଟ୍ ଆସିବା ପରେ କ୍ୟାସ୍ ସମସ୍ୟା ଦୂର ମଧ୍ୟ ହୋଇଛି…

ଦର୍ଶକରେ ଗୁଞ୍ଜି ଉଠିବ ଇଡେନ ଗାର୍ଡେନ୍ସ ଷ୍ଟାଡିୟମ, ଭାରତ-ଓ୍ଵେଷ୍ଟଇଣ୍ଡିଜ ଟି-୨୦ ସିରିଜରେ ଦର୍ଶକଙ୍କୁ ମିଳିଲା ଅନୁମତି

କୋଲକାତା: ଭାରତ ଓ ଓ୍ଵେଷ୍ଟଇଣ୍ଡିଜ ମଧ୍ୟରେ ତିନି ମ୍ୟାଚ୍ ବିଶିଷ୍ଟ ଟି-୨୦ ସିରିଜ୍ ଫେବୃଆରୀ ୧୬ରୁ ଆରମ୍ଭ ହେବ। ସମସ୍ତ ମ୍ୟାଚ୍ କୋଲକାତାର ଇଡେନ ଗାର୍ଡେନ୍ସରେ ଖେଳାଯିବ। ତେବେ ସିରିଜ୍ ଆରମ୍ଭ ହେବା ପୂର୍ବରୁ…

U19 World Cup: ସେମି ଫାଇନାଲରେ ଆଜି ମୁହାଁମୁହିଁ ହେବେ ଭାରତ-ଅଷ୍ଟ୍ରେଲିଆ, ଏମିତି ହୋଇପାରେ ପ୍ଲେଇଙ୍ଗ XI

ନୂଆଦିଲ୍ଲୀ: ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ବୁଧବାର ୧୯ ବର୍ଷରୁ କମ ବିଶ୍ଵ କପର ଦ୍ଵିତୀୟ ସେମି ଫାଇନାଲ୍ ମୁକାବିଲା ଖେଳାଯିବ। କରୋନା ମହାମାରୀ କାରଣରୁ ଭାରତର ପ୍ରସ୍ତୁତିରେ ବହୁତ ବାଧାପ୍ରାପ୍ତ ହୋଇଛି। ଚାରି ଥରର…

ପ୍ଲଟ କିଣିବା ବାହାନାରେ ପ୍ରପର୍ଟି ଡିଲରକୁ ଘରକୁ ଡାକି ମହିଳାଙ୍କ ବ୍ଲାକମେଲ୍, ଆଉ ତା’ପରେ…

ନୂଆଦିଲ୍ଲୀ: ଆଜିକାଲି ସମାଜରେ ଲୁଟେରାଙ୍କ ଅଭାବ ନାହିଁ । ପୁରୁଷଙ୍କ ସହିତ ମହିଳାମାନେ ମଧ୍ୟ ଲୁଟ୍ କାମରେ ଲାଗିପଡିଛନ୍ତି । ଏହାରି ମଧ୍ୟରେ ଏପରି ଏକ ମାମଲା ସାମ୍ନାକୁ ଆସିଛି, ଯାହାକୁ ଶୁଣି ଆପଣ ବି ଆଶ୍ଚର୍ଯ୍ୟ ଚକିତ…

ଆସନ୍ତା ୨ ମାସ ମଧ୍ୟରେ ଖୋଲିବ ସ୍କୁଲ: ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେଲେ ହାଇକୋର୍ଟ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): କୋଭିଡ୍ କାରଣରୁ ଗତ ଦୁଇବର୍ଷ ଧରି ରାଜ୍ୟରେ ସ୍କୁଲ ବନ୍ଦ ରହିଛି । ଅନେକ ସମୟରେ ଅଳ୍ପ ସମୟ ପାଇଁ ସ୍କୁଲ ଖୋଲିଥିଲେ ହେଁ ପୁଣି ସଂକ୍ରମଣ ବଢ଼ିବା କାରଣରୁ ବନ୍ଦ କରାଯାଇଥିଲା । ଏପରି ସ୍ଥଳେ…

ଗାଁରେ ବେରୋଜଗାରୀ ବଢୁଥିବା ବେଳେ ମନରେଗା ବଜେଟରେ ୨୫ ପ୍ରତିଶତ ହ୍ରାସ, ୨୫ ଦିନ କାମ ମିଳିବା ମୁସ୍କିଲ

ନୂଆଦିଲ୍ଲୀ: କେନ୍ଦ୍ର ସରକାରଙ୍କ ପକ୍ଷରୁ ଗ୍ରାମାଞ୍ଚଳ ଭିତ୍ତିଭୂମି ଉପରେ ଫୋକସ୍ କରାଯାଇ ଗ୍ରାମ୍ୟ ବିକାଶ ପାଇଁ ବଜେଟ୍ ବୃଦ୍ଧି କରାଯାଇଛି। ଏଥର ସାଧାରଣ ବଜେଟରେ ଗାଁ ବିକାଶ ପାଇଁ ଏକ ଲକ୍ଷ ୩୫ ହଜାର ୯୪୪ କୋଟି…

୨୦୨୨ରେ ଲେଜର ଓ୍ଵାଲ ତିଆରି କରିବ ଇସ୍ରାଏଲ, ମିସାଇଲ୍ ବି ପଶି ପାରିବ ନାହିଁ

ନୂଆଦିଲ୍ଲୀ: ବିଶ୍ଵରେ ସାଂପ୍ରତିକ ପରିସ୍ଥିତିକୁ ଦୃଷ୍ଟିରେ ରଖି ଇସ୍ରାଏଲ ନିଜର ପ୍ରତିରକ୍ଷା ପ୍ରଣାଳୀକୁ ମଜବୁତ କରିବାରେ ଲାଗିଛି। ଅତ୍ୟାଧୁନିକ ମାରଣାସ୍ତ୍ର ତିଆରି ପାଇଁ ପରିଚିତ ଇସ୍ରାଏଲ ଆଗାମୀ ଗୋଟିଏ ବର୍ଷ…

ପୌର ନିର୍ବାଚନ ପାଇଁ ଭୋଟର ତାଲିକା ପ୍ରସ୍ତୁତ: SEC

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ପୌରାଞ୍ଚଳ ପାଇଁ ପ୍ରସ୍ତୁତ ହୋଇଛି ଭୋଟର ତାଲିକା । ପୌରାଞ୍ଚଳ ପାଇଁ ଭୋଟର ତାଲିକା ସମ୍ପର୍କରେ ସୂଚନା ଦେଇଛନ୍ତି ଏସିଇସି ବା ରାଜ୍ୟ ନିର୍ବାଚନ କମିଶନ ଆଦିତ୍ୟ ପ୍ରସାଦଚ ପାଢ଼ୀ । ତାଙ୍କ…

ଗ୍ରାହକ ଅର୍ଡର୍ କଲେ ୫୦,୯୯୯ ଟଙ୍କାର ଆପଲ୍ ଘଣ୍ଟା, ଡେଲିଭେରୀ ହେଲା ଚାଇନା ମାଲ୍

ନୂଆଦିଲ୍ଲୀ: ଯଦି ଆପଣ ଇ-କମର୍ସ ସାଇଟ୍ ରୁ ସପିଂ କରୁଛନ୍ତି ତାହେଲେ ସାବଧାନ ହୋଇଯାଆନ୍ତୁ । ନଚେତ୍ ଠକେଇରି ଶିକାର ହୋଇପାରନ୍ତି । ନିକଟରେ ହିଁ ଆମାଜନ୍ ସହ ଜଡ଼ିତ ଏକ ମାମଲା ସାମନାକୁ ଆସିଛି, ଯାହା ତାଜୁବ୍ କରିଛି ।…

(Video) ଦୋଷ କଲେ ସାଂସଦ, ଅଠା ବୋଳିଲେ ଗଣମାଧ୍ୟମ ଉପରେ: ସାଂସଦଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ କେବେ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟରେ ପଞ୍ଚାୟତ ନିର୍ବାଚନ ନେଇ ଡିଜିଟାଲ ପ୍ରଚାର ପ୍ରସ୍ତୁତି ଆରମ୍ଭ ହୋଇଯାଇଥିବା ବେଳେ ବଢ଼ୁଛି ବିଜେପିର ଅଡ଼ୁଆ । ସୁନ୍ଦରଗଡ଼ ସାଂସଦ ଜୁଏଲ ଓରାମ ଏବେ ଦଳ ପାଇଁ କାଳ ପାଲଟି ଯାଇଛନ୍ତି ।…