CHARIDHAM

କର୍ମଚାରୀ ହେବେ ମାଲାମାଲ୍! ଏହି ମାସରେ ଦରମା ବଢ଼ିବା ସହିତ ହୋଇପାରେ ଏହି ବଡ଼ ଘୋଷଣା

ନୂଆଦିଲ୍ଲୀ: କେନ୍ଦ୍ର କର୍ମଚାରୀଙ୍କୁ ଏହି ମାସରେ ପୁଣି ଖୁସିଖବର ମିଳିପାରେ । ମୋଦୀ ସରକାର ପୁଣି ନିଜ କର୍ମଚାରୀଙ୍କୁ ଉପହାର ଦେବାକୁ ଯାଉଛନ୍ତି । ସୂଚନା ଅନୁସାରେ, ଏହି ମାସର ଶେଷ ସପ୍ତାହରେ ଡିଏ ବୃଦ୍ଧି ସହିତ…

ପାଣି ବୋତଲ ଦାମରେ ମିଳୁଛି ପେଟ୍ରୋଲ, ଜାଣନ୍ତୁ କେଉଁଠି

ନୂଆଦିଲ୍ଲୀ: ଦେଶ ତଥା ବିଶ୍ୱର ଲୋକମାନେ ତେଲର ଦରଦାମ୍ ବୃଦ୍ଧିକୁ ନେଇ ଚିନ୍ତାରେ ପଡିଛନ୍ତି । ଗୋଟିଏ ଲିଟର ପେଟ୍ରୋଲ ପାଇଁ ଅଧିକ ଟଙ୍କା ଦେବାକୁ ପଡୁଛି । ଏଭଳି ପରିସ୍ଥିତିରେ ଲୋକମାନେ ଗାଡ଼ି ଚଳାଇବା ପୂର୍ବ ଅପେକ୍ଷା…

(Video) ପଞ୍ଜାବ ପରେ ଗୋଆ: ଅମିତ ପାଲେକରଙ୍କୁ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଘୋଷଣା କଲା AAP

ନୂଆଦିଲ୍ଲୀ: ଆଗକୁ ଦେଶରେ ୫ଟି ରାଜ୍ୟରେ ବିଧାନସଭା ନିର୍ବାଚନ ହେବାକୁ ଥିବାବେଳେ ସମସ୍ତ ରାଜନୈତିକ ଦଳମାନେ ଖୁବ ବେଗରେ ପ୍ରଚାର ଚଳାଇଛନ୍ତି । ତେବେ ଏହି ରେସରେ ପଛରେ ପଡ଼ିନାହିଁ ଆମ୍ ଆଦମୀ ପାର୍ଟି (ଏଏପି) । ଗତକାଲି…

ଟିମ୍ ଇଣ୍ଡିଆରେ ଚାଲିଥିଲା କ’ଣ: ୧୩ ବର୍ଷ ତଳର ଗୁମର ଖୋଲିଲେ ଭାରତର ପୂର୍ବତନ କୋଚ

ନୂଆଦିଲ୍ଲୀ: କ୍ରିକେଟ ଏକ ଭଦ୍ରଲୋକଙ୍କ ଖେଳ ହୋଇଥିବା ବେଳେ ଅନେକ ସମୟରେ ଏହାକୁ ମ୍ୟାଚ ଫିକ୍ସିଂ, ସ୍କାଣ୍ଡାଲ ଆଦି ଗ୍ରାସ କରିଥାଏ । ତେବେ ଭାରତୀୟ କ୍ରିକେଟ ଦଳର ଜଣେ ପୂର୍ବତନ କୋଚ ଏହାର ପର୍ଦ୍ଦାଫାସ୍ କରିଛନ୍ତି ।…

ବିଜେପିରେ ଯୋଗଦେଲେ ମୁଲାୟମ୍ ସିଂ ଯାଦବଙ୍କ ବୋହୂ ଅପର୍ଣ୍ଣା ଯାଦବ, ଅଖିଳେଶଙ୍କୁ ବଡ଼ ଝଟକା

ଲକ୍ଷ୍ନୌ: ଉତ୍ତରପ୍ରଦେଶରେ ହେବାକୁ ଥିବା ବିଧାନସଭା ନିର୍ବାଚନ ପୂର୍ବରୁ ଘନେଇଛି ରାଜନୀତି । ଏହାରି ମଧ୍ୟରେ ଉତ୍ତରପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ବା ସମାଜବାଦୀ ପାର୍ଟିର ସଂରକ୍ଷକ ମୁଲାୟମ୍ ସିଂ ଯାଦବଙ୍କ ସାନ…

ସୁମିତ-ତପସ୍ୱିନୀ ବିବାଦ: ଆଜି କୋର୍ଟରେ ୨ଟି ମାମଲାର ହେବ ଶୁଣାଣି

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ବ୍ରହ୍ମପୁରର ଚର୍ଚ୍ଚିତ ଦମ୍ପତି ସୁମିତ ସାହୁ ଓ ତପସ୍ୱିନୀ ଦାଶଙ୍କ ପାରିବାରିକ ବିବାଦର ଆଜି ହେବ ଶୁଣାଣି । ତପସ୍ୱିନୀ ତାଙ୍କ ସ୍ୱାମୀ ସୁମିତଙ୍କ ସହ ଶ୍ୱଶୁର ଘରେ ରହିବା ମାମଲାର ଶୁଣାଣି…

ଏବେବି ତାଣ୍ଡବ ରଚୁଛି କରୋନା: କାଲିଠାରୁ ୧୮.୯% ବାହାରିଲେ ନୂଆ ପଜିଟିଭ, ଚାଲିଗଲା ୪୪୧ ଜୀବନ

ନୂଆଦିଲ୍ଲୀ: ଦେଶରେ ଗତ ୨୪ ଘଣ୍ଟା ମଧ୍ୟରେ କରୋନାର ୨.୮୨ ଲକ୍ଷରୁ ଅଧିକ ମାମଲା ସାମ୍ନାକୁ ଆସିଛି, ଯାହାକି କାଲି ତୁଳନାରେ ୧୮.୯% ରୁ ଅଧିକ । ନୂଆ ଆକ୍ରାନ୍ତଙ୍କ ମାମଲା ସାମ୍ନାକୁ ଆସିବା ପରେ ଆକ୍ଟିଭ୍ ରୋଗୀଙ୍କ…

୫ଜିରୁ ବିମାନକୁ ବିପଦ! ସମସ୍ତ ଉଡ଼ାଣ ବାତିଲ କଲା ଏୟାର ଇଣ୍ଡିଆ

ନୂଆଦିଲ୍ଲୀ: ଆମେରିକାର ଏୟାରପୋର୍ଟରେ ଆଜିଠାରୁ ୫ଜି ଇଣ୍ଟରନେଟ୍ ସେବା ଲାଗୁ ହୋଇଛି । ଏହାର ସିଧାସଳଖ ପ୍ରଭାବ ଭାରତୀୟ ଉଡ଼ାଣ ଉପରେ ପଡୁଛି । ଏହି କାରଣ ଯୋଗୁଁ ଆମେରିକା ଯାଉଥିବା ସମସ୍ତ ବିମାନ ଉଡ଼ାଣକୁ ଏୟାର ଇଣ୍ଡିଆ…

ଖୁସିଖବର: ଓଡ଼ିଶାରେ ପହଞ୍ଚିଲା ଓମିସିୟର କିଟ୍

ଭୁବନେଶ୍ୱରା(ଓଡ଼ିଶା ଭାସ୍କର): କରୋନା ସହ ଓମିକ୍ରନ ମାମଲା ବଢ଼ୁଥିବା ବେଳେ ଆସିଛି ଏକ ଖୁସିଖବର । ଓଡ଼ିଶାରେ ପହଞ୍ଚିଛି ୫୦ ହଜାର ଓମିସିୟର କିଟ୍ । ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଆରଏମଆରସିକୁ କିଟ୍ ଦିଆଯାଇଛି । ଏହି…

ରାଜ୍ୟରେ ଆରମ୍ଭ ହେଲା ମୃତ୍ୟୁର ତାଣ୍ଡବ, ଆଜି ୬ ଜଣଙ୍କ ମୁଣ୍ଡ ନେଲା କରୋନା

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟରେ ପୁଣି ଥରେ ଧୀରେଧୀରେ କରୋନା ବଢ଼ିବାରେ ଲାଗିଛି । ନୂଆ ଭାରିଆଣ୍ଟ ଓମିକ୍ରନକୁ ନେଇ ଆତଙ୍କ ସୃଷ୍ଟି ହେବା ପରଠାରୁ ସଂକ୍ରମଣ ଉଦ୍ଧ୍ୱର୍ଗାମୀ ହେବାରେ ଲାଗିଛି । ତେବେ ଖୋର୍ଦ୍ଧା…