CHARIDHAM

ପଞ୍ଚାୟତ ନିର୍ବାଚନର ବିଜେତାଙ୍କୁ ବାଛିବ ସୋସିଆଲ ମିଡ଼ିଆ, କୋଭିଡ ପାଇଁ ବଦଳିବ ରଣନୀତି

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟରେ ବାଜି ସାରିଛି ପଞ୍ଚାୟତ ନିର୍ବାଚନର ବିଗୁଲ୍ । ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ଲାଗି ବିଜ୍ଞପ୍ତି ପ୍ରକାଶ ପାଇସାରିଛି । ୱାର୍ଡମେମ୍ବର, ସରପଞ୍ଚ, ସମିତି ସଭ୍ୟ ପଦବୀ ପାଇଁ…

୧୦୦ ବୋତଲ କଫ୍‌ ସିରଫ୍‌ ଜବତ: ଜଣେ ଗିରଫ

ଖଡ଼ିଆଳ/ନୂଆପଡ଼ା, (ଭାସ୍କର ନ୍ୟୁଜ୍‌): ଖଡ଼ିଆଳ ବ୍ଲକ ଅନ୍ତର୍ଗତ ବରଗାଁ ଛକରୁ ଖଡ଼ିଆଳ ଅବକାରୀ ବିଭାଗ ତରଫରୁ ଚଢ଼ାଉ କରି ୧୦୦ବୋତଲ କଫ ସିରଫ ଜବତ କରିଛି ଏବଂ ବିକ୍ରି କରୁଥିବାବର ଗାଁର ରୁନା ପଣ୍ଡା କୁ ଗିରଫ କରିଛି । ଏହି…

ପୁଣି ରାଜ୍ୟକୁ ଲେଉଟିବ ଜାଡ଼: ୩ ଦିନରେ ୪ ଡିଗ୍ରି ଖସିବ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟକୁ ପୁଣିଥରେ ଲେଉଟିବ ଶୀତ । ଆସନ୍ତା ୩ ଦିନ ମଧ୍ୟରେ ରାଜ୍ୟରେ ତାପମାତ୍ରା ପାଖାପାଖି ୪ ଡିଗ୍ରି ପର୍ଯ୍ୟନ୍ତ ଖସିଯିବ । ଗତ ୪ରୁ ୫ ଦିନ ହେବ ରାଜ୍ୟରେ ପଶ୍ଚିମା ଝଡ଼ କାରଣରୁ ପାଗ…

ନାବାଳିକାକୁ ଘର ସାମ୍ନାରୁ ଉଠାଇ ନେଇ ଦୁଷ୍କର୍ମ କଲା ପଡ଼ିଶା ଘର ଯୁବକ, ଅଭିଯୁକ୍ତ ଫେରାର

ବାଲିପାଟଣା (ଭାସ୍କର ନ୍ୟୁଜ୍‌): ବାଲିପାଟଣା ଥାନା ଅଂଚଳର ଜଣେ ୯ ବର୍ଷର ନାବାଳିକାକୁ ତାଙ୍କ ପଡ଼ିଶା ଘରର ୨୦ ବର୍ଷର ଯୁବକ ଦୁଷ୍କର୍ମ କରି ଫେରାର୍‌ ହୋଇଯାଇଥିବା ଅଭିଯୋଗ ବାଲିପାଟଣା ଥାନାରେ ହୋଇଛି । ସୂଚନା ଅନୁଯାୟୀ…

କାରରେ ଏଣିକି ୬ଟି ଏୟାରବ୍ୟାଗ୍‌ ରହିବା ବାଧ୍ୟତାମୂଳକ, ଜାଣନ୍ତୁ କଣ କହିଲେ କେନ୍ଦ୍ର ସରକାର

ନୂଆଦିଲ୍ଲୀ : ଏଣିକି ୮ ସିଟ୍ ବିଶିଷ୍ଟ ଗାଡ଼ିରେ ୬ଟି ଏୟାରବ୍ୟାଗ୍‌ ରହିବା ବାଧ୍ୟତାମୂଳକ କରାଯାଇଛି । ଯାତ୍ରୀମାନଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି କେନ୍ଦ୍ର ସଡ଼କ ପରିବହନ ଓ ରାଜପଥ ମନ୍ତ୍ରୀ ନୀତୀନ ଗଡ଼କରୀ ଏହି…

ବିନା ଫଳକରେ ଚାଲିଛି ରାସ୍ତା ନିର୍ମାଣ କାର୍ଯ୍ୟ, ଆଦର୍ଶ ଆଚରଣ ବିଧିକୁ ଉଲ୍ଲଙ୍ଘନ ନେଇ ଆସିଲା ଅଭିଯୋଗ

ଏରସମା, (ଭାସ୍କର ନ୍ୟୁଜ୍‌): ଏରସମା ବ୍ଲକ୍‌ରେ ଆସନ୍ତା ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ଆଦର୍ଶ ଆଚରଣ ବିଧି ଲାଗୁ କରାଯାଇଛି । ମାତ୍ର ଏହାକୁ ଅଣଦେଖା କରି ନିର୍ମାଣ କାର୍ଯ୍ୟ କରାଯାଉଥିବା ଦେଖିବାକୁ ମିଳିଛି ।…

ବିମାନବନ୍ଦର ପାଇଁ ନୂଆ ଗାଇଡ଼ଲାଇନ୍ ଜାରି କଲା ବିଏମ୍‌ସି

ଭୁବନେଶ୍ବର (ଭାସ୍କର ନ୍ୟୁଜ୍): ପୁଣି ଥରେ ବଦଳି ବିମାନବନ୍ଦର ଗାଇଡ଼ଲାଇନ୍। ବିଏମ୍‌ସି ପକ୍ଷରୁ ଏୟାରପୋର୍ଟ ପାଇଁ ନୂଆ ଗାଇଡ୍‌ ଲାଇନ୍‌ ଜାରି କରାଯାଇଛି। ଏଣିକ ବାହାର ରାଜ୍ୟରୁ ଆସୁଥିବା ଯାତ୍ରୀ ମାନଙ୍କ ପାଇଁ ୭୨…

ଏସ୍‌ବିଆଇ ଶାଖାରୁ କୋଟିଏ ଟଙ୍କାର ସୁନା ଚୋରି, ଷ୍ଟ୍ରଙ୍ଗରୁମ୍‌ରେ କୌଣସ ତାଲା ଭାଙ୍ଗିନଥିବାରୁ ବଢ଼ିଲା ସନ୍ଦେହ: ୪ ଜଣଙ୍କୁ ପଚରାଉଚରା ଜାରି

କୋରାପୁଟ, (ଭାସ୍କର ନ୍ୟୁଜ୍‌): କୋରାପୁଟ ଜିଲ୍ଲା ଲକ୍ଷ୍ମୀପୁରସ୍ଥିତ ଷ୍ଟେଟ୍‌ ବ୍ୟାଙ୍କ ଅଫ ଇଣ୍ଡିଆ ଶାଖାରୁ ଏକ ବଡ଼ଧରଣର ଚୋରି ହୋଇଥିବା ଥାନାରେ ଅଭିଯୋଗ ହୋଇଛି । ବ୍ୟାଙ୍କରୁ ଏକ କେଜି ୬୧୦ ଗ୍ରାମ ସୁନା ଲୁଟ୍‌…

ରାଶିଫଳ(ଶନିବାର,୧୫ ଜାନୁଆରୀ,୨୦୨୨)

ମେଷ - ଆଜି କୌଣସି ଯୋଜନା ମୁତାବକ ସଫଳ ହେବେ ମାତ୍ର ଜୀବନସାଥିର ସ୍ବାସ୍ଥ୍ୟ ବିଗିଡିବ, ଆୟ କରିବାର ସୁଯୋଗ ଷୃଷ୍ଟି ହେବ ଏବଂ ବ୍ୟବସାୟରେ ଲାଭ ବଢିବ ଓ ବିବାହଯୋଗ୍ୟ ପିଲାଙ୍କର ବିବାହ ସମ୍ଭାବନା ସୃଷ୍ଟି ହେବ,…

HIV ସଂକ୍ରମିତ ବୋଲି ସ୍ୱାମୀର ହାତ ଛାଡିଲେ ସ୍ତ୍ରୀ, ଅସହାୟ ସମୟରେ ସାହା ହେଲେ ପଡୋଶୀ: ଦେଖନ୍ତୁ ଭିଡିଓ…

ସ୍ୱାମୀ ଏଚଆଇଭି ସଂକ୍ରମିତ ଚି଼ହ୍ନଟ ହେବା ପରେ, ସ୍ତ୍ରୀ ଛାଡିଲେ ଘର  । ସ୍ତ୍ରୀ ସିନା ସ୍ୱାମୀ ଙ୍କୁ ଛାଡି ଚାଲିଗଲା, ହେଲେ ଅସହାୟ ଅବସ୍ଥାରେ ଗାଁ ଲୋକ ଯୁବକ ଙ୍କ ସାହା ପାଲଟିଛନ୍ତି  । ଯାହାକୁ ସାତ ଜନମର  ସାଥି…