CHARIDHAM

ରାଜଧାନୀରେ ଲାଗୁ ହେବନି ଲକଡାଉନ୍: ମୁଖ୍ୟମନ୍ତ୍ରୀ ରଖିଲେ ଏମିତି ସର୍ତ୍ତ

ନୂଆଦିଲ୍ଲୀ: ଦେଶରେ ଦିନକୁ ଦିନ କରୋନା ସଂକ୍ରମଣ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି । କରୋନା ସଂକ୍ରମଣ ସର୍ବୋଚ୍ଚ ସ୍ତରରେ ପହଞ୍ଚିଥିବା ବେଳେ ପୁଣି ଥରେ ଲକଡାଉନ୍ ଫେରିବାର ସମ୍ଭାବନା ସୃଷ୍ଟି ହୋଇଛି । ଜାତୀୟ…

ମାର୍କେଟ ବିଲ୍ଡିଂ ବ୍ୟବସାୟୀଙ୍କ ଆତ୍ମହତ୍ୟା, ଚିକିତ୍ସାଧୀନ ଅବସ୍ଥାରେ ହସ୍ପିଟାଲରେ ମୃତ୍ୟୁ: ମାନସିକ ଚାପ ଯୋଗୁଁ ଆତ୍ମହତ୍ୟା କରିଥିବା ଅଭିଯୋଗ

ଭୁବନେଶ୍ୱର: ଆତ୍ମହତ୍ୟା ଉଦ୍ୟମ କରି ଚିକିତ୍ସାଧୀନ ଅବସ୍ଥାରେ ବ୍ୟବସାୟୀଙ୍କ ମୃତ୍ୟୁ । ଭୁବନେଶ୍ୱର ବଡ଼ଗଡ଼ ଅଞ୍ଚଳର ବ୍ୟବସାୟୀଙ୍କ କ୍ୟାପିଟାଲ ହସ୍ପିଟାଲରେ ମୃତ୍ୟୁ । ମାର୍କେଟ ବିଲ୍ଡିଂଠାରେ  ଉଚ୍ଛେଦ ପରେ ବ୍ୟବସାୟୀ…

କରୋନା ମୁକାବିଲା ପାଇଁ ତୟାର ସରକାର: ରାଜଧାନୀରେ କୋଭିଡ ହସ୍ପିଟାଲ ଓ ବେଡ ସଂଖ୍ୟା ବଢିଲା

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟରେ କରୋନା ସଂଖ୍ୟା ବଢି ଚାଲିଥିବା ବେଳେ କରୋନା ମୁକାବିଲା ପାଇଁ ସରକାର ସଜାଗ ହୋଇଛନ୍ତି । ରାଜ୍ୟରେ କରୋନା ମୁକାବିଲା ପାଇଁ ରାଜଧାନୀ ଭୁବନେଶ୍ୱରରେ ଘରୋଇ ହସ୍ପିଟାଲରେ କରୋନା ବେଡ…

ବୁଷ୍ଟର ଡୋଜ୍ ପାଇଁ ଆରମ୍ଭ ହେଲା ସ୍ଲଟ ବୁକିଂ: ଜାଣନ୍ତୁ କ’ଣ ରହିଛି ପ୍ରୋସେସ୍

ଭୁବନେଶ୍ୱର: ବୁଷ୍ଟର ଡୋଜ୍ ପାଇଁ ଆରମ୍ଭ ହେଲା ଅନଲାଇନ୍ ସ୍ଲଟ ବୁକିଂ । ବୁଷ୍ଟର ଡୋଜ୍ ନେବାପାଇଁ କୋ-ୱିନରେ ପଞ୍ଜୀକରଣ ପାଇଁ ଖୋଲିଲା ସ୍ଳଟ୍ । ଅପରାହ୍ନ ୩ଟାରୁ ୬ଟା ଯାଏଁ ଦିଆଯିବ ପ୍ରିକସନାରି ଡୋଜ୍ । ତେବେ…

ଜାନୁଆରୀ ୧୨ରୁ NEET PG କାଉନସେଲିଂ: ୧୦% EWS କୁ ସଂରକ୍ଷଣକୁ ମଞ୍ଜୁରୀ

ଭୁବନେଶ୍ୱର: ଜାନୁଆରୀ ୧୨ ରୁ ଆରମ୍ଭ ହେବ ନିଟ୍ ପିଜି କାଉନଲିଂ । ୨୦୨୧-୨୨ ର ଏମଡି/ଏମଏସ/ଏମଡିଏସ ପାଇଁ ହେବ କାଉନସେଲିଂ । ରବିବାର ଏନେଇ ସୂଚନା ଦେଇଛନ୍ତି କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ମନସୁଖ ମାଣ୍ଡଭେୟ ।…

ଏକ୍ ଫୁଲ ଦୋ ମାଲି: ଜଣେ ସ୍ୱାମୀ ପାଇଁ ଦୁଇ ସ୍ତ୍ରୀଙ୍କ ମଧ୍ୟରେ ଟଣାଓଟରା, ଦେଖନ୍ତୁ ଭିଡିଓ

କାକଟପୁର(ଓଡ଼ିଶା ଭାସ୍କର):କାକଟପୁର ଥାନା ଅନ୍ତର୍ଗତ ବାଙ୍ଗୁରିଗାଁ କଣିଆ ଗ୍ରାମର ଜଣେ ଯୁବକ ନିଜ ପତ୍ନୀ କୁ ନେଇ ଭୁବନେଶ୍ୱର ରେ ରହୁଥିଲେ । କିନ୍ତୁ ସ୍ୱାମୀ ନିଖୋଜ ହୋଇଯାଇଥିଲେ ପତ୍ନୀ ବିଭିନ୍ନ ଜାଗା ଖୋଜୁଥିବା ବେଳେ…

ରେଷ୍ଟୁରାଣ୍ଟରେ ପରଷା ଯାଉଛି ଅଜବ ଖାଦ୍ୟ: ଦେଖିଲେ ଡରୁଛନ୍ତି ଖାଇବା ଲୋକ

ଆମେ ରେଷ୍ଟୁରାଣ୍ଟକୁ ସ୍ୱାଦିଷ୍ଟ ଖାଦ୍ୟ ଖାଇବାକୁ ଯାଇଥାନ୍ତି । ରେଷ୍ଟୁରାଣ୍ଟରେ ମଧ୍ୟ ସୁଆଦିଆ ଖାଦ୍ୟକୁ ବିିଭିନ୍ନ ଢ଼ଙ୍ଗରେ ଆକର୍ଷିତ କରି ସଜାଯାଇଥାଏ ଯେପରି ତାହା ଖାଇବା ସହ ଦେଖିବାକୁ ମଧ୍ୟ ସୁନ୍ଦର ଲାଗିବ ।…

୨ ବର୍ଷର ପୁଅକୁ ଦୁରାରୋଗ୍ୟ ରୋଗ: ସାହାଯ୍ୟ ପାଇଁ ମା’ର ଆକୁଳ ନିବେଦନ [VIDEO]

ଭୁବନେଶ୍ୱର (ଓଡ଼ିଶା ଭାସ୍କର): ବୟସ ମାତ୍ର ୨ ମାସ ହେବ କିନ୍ତୁ ଯେଉଁ କଷ୍ଟ ମିଳୁଛି ତାହା କେଉଁ ବଡ଼ ଲୋକ ବି ସମ୍ଭାଳିବା ଅସମ୍ଭବ । କଥାରେ ଅଛି ଗରିବଙ୍କୁ ଦଇବ ସାହା କିନ୍ତୁ ବାସ୍ତବରେ ଏହା ର ରୂପରେଖ ସମ୍ପୂର୍ଣ ଅଲଗା…

ଯୌତୁକ ପାଇଁ ମୋ ଝିଅକୁ ତଣ୍ଟି ଚିପି ମାରି ଦେଇଛି ତା’ ସ୍ୱାମୀ: କାନ୍ଦି କାନ୍ଦି କ୍ୟାମେରା ସାମ୍ନାରେ କହିଲା ମା’, ଦେଖନ୍ତୁ Video

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଯୌତୁକ ପାଇଁ ମୋ ଝିଅକୁ ମାରି ଦେଇଛି ତା ସ୍ୱାମୀ । ମାତ୍ର ୧୫ ଦିନ ତଳେ ୪୫ ହଜାର ଟଙ୍କା ଦେଇଥିଲା ମାତ୍ର ମୋ ଝିଅର ତଣ୍ଟି ଚିପି ମାରି ଦେଇଛି ବୋଲି ଅଭିଯୋଗ କରିଛି ମା । ଙ୍ଗଳପୁର ଥାନା…

ମାଓବାଦୀଙ୍କ ନୃଶଂସ କାଣ୍ଡ: ଛତିଶଗଡ଼ରେ ଗଳାକାଟି ୨ ଜଣକୁ ହତ୍ୟା

ଛତିଶଗଡ଼ ବିଜାପୁରରେ ୨ ଜଣଙ୍କୁ ମାଓବାଦୀ ହତ୍ୟା କରିବା ଘଟଣା । ଗ୍ରାମବାସୀ ନୁହେଁ ନିଜ ୨ ସାଥୀଙ୍କୁ ଲାଲବାହିନୀ ହତ୍ୟା କରିଥିବା ନେଇ ବିଜାପୁର ଏସପି କମଳଲୋଚନ କଶ୍ୟପଙ୍କ ସୂଚନା । ମୃତ ଦୁଇଜଣ ଗ୍ରାମବାସୀ ନୁହେଁ,…