ସରକାରୀ ସୁରକ୍ଷା ଉପରେ ନାହିଁ ବିଶ୍ଵାସ ! ଅଧିକାଂଶ ମନ୍ତ୍ରୀ ରଖିଛନ୍ତି ରାଇଫଲ-ପିସ୍ତଲ
ପାଟନା : ବିହାରରେ ବିପର୍ଯ୍ୟସ୍ତ ହୋଇ ପଡିଛି ଆଇନ ଶୃଙ୍ଖଳା ବ୍ୟବସ୍ଥା। ଜନତା ନିଜର ସୁରକ୍ଷା ନିଜେ କରିବାକୁ ବାଧ୍ୟ ହେଉଛନ୍ତି। କିନ୍ତୁ ସରକାରର ମନ୍ତ୍ରୀମାନଙ୍କୁ ଉଚ୍ଚସ୍ତରୀୟ ସୁରକ୍ଷା ବ୍ୟବସ୍ଥା ଯୋଗାଇ…