ଦେଶରେ ନୂଆ ଇଞ୍ଜିନିୟରିଂ କଲେଜ ପ୍ରତିଷ୍ଠା ଉପରେ ଲାଗିବ ରୋକ୍: କେନ୍ଦ୍ର ଶିକ୍ଷାମନ୍ତ୍ରୀ
ନୂଆଦିଲ୍ଲୀ: ଦେଶରେ ନୂଆ ଇଞ୍ଜିନିୟରିଂ କଲେଜ ଖୋଲିବା ନେଇ ଜାରି ରହିଥିବା ରହିତାଦେଶ ବଳବତ୍ତର ରହିବ । ଦେଶରେ ଇଞ୍ଜିନିୟରିଂ ପାଠ୍ୟକମ ସମ୍ପର୍କିତ ସମୀକ୍ଷା ନେଇ ଗଠିତ ହୋଇଥିବା ବିଶେଷଜ୍ଞ କମିଟି କେନ୍ଦ୍ର ସରକାରଙ୍କୁ…