ଆଜି ପଞ୍ଚଭୂତରେ ବିଲୀନ ହେବେ CDS ବିପିନ ରାୱତ

ନୂଆଦିଲ୍ଲୀ: ଆଜି ଚିଫ୍ ଅଫ୍ ଡିଫେନ୍ସ ଷ୍ଟାଫ୍ (ସିଡିଏସ) ବିପିନ ରାୱତଙ୍କ ଅନ୍ତିମ ସଂସ୍କାର କରାଯିବ । ଏହି ଅବସରରେ ଦିଲ୍ଲୀ ସ୍ଥିତ କାମରାଜ ମାର୍ଗ ବାସଭବନରେ ଅନ୍ତିମ ଦର୍ଶନ ବ୍ୟବସ୍ଥା କରାଯାଇଛି । ପୂର୍ବାହ୍ନ…

କରାଚୀରେ ପହଞ୍ଚିଛି ୱେଷ୍ଟଇଣ୍ଡିଜ କ୍ରିକେଟ ଟିମ୍: ୨ ଦେଶ ମଧ୍ୟରେ ଖେଳାଯିବ ୩ଟି ଦିନିକିଆ ଓ ୩ଟି ଟି-ଟ୍ୱେଣ୍ଟି ମ୍ୟାଚ୍

କରାଚୀ:ପାକିସ୍ତାନ ବିପକ୍ଷ ସୀମିତ ଓଭର ସିରିଜ ଖେଳିବା ପାଇଁ ଗୁରୁବାର ଦିନ ବନ୍ଦର ନଗରୀ କରାଚୀରେ ପହଞ୍ଚିଛି ୱେଷ୍ଟଇଣ୍ଡିଜ କ୍ରିକେଟ ଦଳ । ନିକଟରେ ଅନୁଷ୍ଠିତ ଟି-୨୦ ବିଶ୍ୱକପ ପୂର୍ବରୁ ପାକିସ୍ତାନ ଗସ୍ତରେ ଆସିଥିବା…

କୋଣାର୍କ-ପୁରୀ ଇକୋରିଟ୍ରିଟକୁ ଆଉ ୫ ଦିନ: ଜୋର୍‌ଦାର୍‌ ଚାଲିଛି ପ୍ରସ୍ତୁତି, ବେଳାଭୂମିରେ ୭୦ ତମ୍ବୁ ଘର ନିର୍ମାଣ ଶେଷ ପର୍ଯ୍ୟାୟରେ

କୋଣାର୍କ (ଭାସ୍କର ନ୍ୟୁଜ୍‌): ପର୍ଯ୍ୟଟନ ବିଭାଗ ପକ୍ଷରୁ କୋଣାର୍କ-ପୁରୀ ବେଳାମାର୍ଗ ରାମଚଣ୍ଡୀ ମୁହାଣ ନିକଟରେ ୫ଦିନ ପରେ ଆରମ୍ଭ ହେବ ଇକୋ ରିଟ୍ରିଟ । ଏହି ଉତ୍ସବ ତିନି ମାସ ଧରି ଚାଲିବ । ଏଥି ନିମନ୍ତେ ସମସ୍ତ…

ଶିଶୁ ଓ ଟିକା ନେଇନଥିବା ବ୍ୟକ୍ତିଙ୍କୁ ଅଧିକ ସଂକ୍ରମିତ କରିବ ଓମିକ୍ରନ୍: ସତର୍କ ସୂଚନା ଜାରିକଲା ସ୍ୱାସ୍ଥ୍ୟ ବିଭାଗ

ନୂଆଦିଲ୍ଲୀ: ବର୍ତ୍ତମାନ ସମଗ୍ର ବିଶ୍ୱରେ କରୋନାର ନୂଆ ଭାରିଆଣ୍ଟ ଓମିକ୍ରନକୁ ନେଇ ଭୟର ବାତାବରଣ ଛାଇ ରହିଛି । ଏହା ମଧ୍ୟରେ ନୂଆ ଭାରିଆଣ୍ଟକୁ ନେଇ ବିଶେଷଜ୍ଞମାନେ ରିସର୍ଚ୍ଚ ଜାରି ରଖିଥିବା ବେଳେ ଖୁବଶୀଘ୍ର ଏନେଇ ନୂଆ…

ଓଆର୍‌ଏସ୍‌ ଅଧିକାରୀ ତାରିଣୀ ରଞ୍ଜନ ରାୟ ନିଲମ୍ବିତ, ସରକାରୀ ନିର୍ଦ୍ଦେଶାନାମାକୁ କରିଥିଲେ ଅଣଦେଖା

ଭୁବନେଶ୍ୱର (ଭାସ୍କର ନ୍ୟୁଜ୍‌): ଓଡ଼ିଶା ରାଜସ୍ୱ ସେବା ଅଧିକାରୀ (ଓଆର୍‌ଏସ୍‌) ତାରିଣୀ ରଞ୍ଜନ ରାୟଙ୍କୁ ନିଲମ୍ବନ କରାଯାଇଛି । ସେ ଭୁବନେଶ୍ୱର ଦେବତ୍ତର କମିଶନରଙ୍କ କାର୍ଯ୍ୟାଳୟରେ ଭୂମି ଅଧିକାରୀ ଥିଲେ । ତାଙ୍କୁ…

ସଦନରେ ଓଡ଼ିଆ ଭାଷାରେ ନିଜ କଥା ରଖିଲେ ସାଂସଦ ପ୍ରମିଳା ବିଶୋୟୀ, ପ୍ରଶଂସା କଲେ ଲୋକସଭା ଅଧ୍ୟକ୍ଷ ଓମ୍‌ ବିର୍ଲା

ନୂଆଦିଲ୍ଲୀ : ଲୋକସଭାରେ ଗୁରୁବାର ଶୁନ୍ୟକାଳରେ ବିଜେଡ଼ିର ମହିଳା ସାଂସଦ ପ୍ରମିଳା ବିଶୋୟୀଙ୍କ ପାଇଁ ପ୍ରଥମଥର ଜୋରଦାର ତାଳି ବାଜିଥିଲା ଓ ଅଧ୍ୟକ୍ଷ ଓମ୍‌ ବିର୍ଲା ତାଙ୍କର ପ୍ରଶଂସା କରି କରିଥିଲେ । ଶୂନ୍ୟକାଳରେ ଶ୍ରୀ…

ଓମିକ୍ରୋନ ପାଇଁ କେନ୍ଦ୍ର ସରକାରଙ୍କ ବଡ଼ ପଦକ୍ଷେପ, ଜାନୁଆରୀ ୩୧ ପର୍ଯ୍ୟନ୍ତ ବିଦେଶକୁ ବିମାନ ସେବା ବନ୍ଦ

ନୂଆଦିଲ୍ଲୀ: ମହାମାରୀ କରୋନାର ମାରାତ୍ମକ ରୂପ ଓମିକ୍ରୋନ ପାଇଁ ବଡ଼ ପଦକ୍ଷେପ ନେଇଛନ୍ତି କେନ୍ଦ୍ର ସରକାର । ଡିସେମ୍ବର ୧୫ରୁ ଆରମ୍ଭ ହେବାକୁ ଥିବା ନିୟମିତ ଅନ୍ତର୍ଜାତୀୟ ବିମାନ ସେବା ଉପରେ ରୋକ ଲଗାଇ ଦିଆଯାଇଛି । ଏହି…

ରାଶିଫଳ(ଶୁକ୍ରବାର,୧୦ ଡିସେମ୍ବର,୨୦୨୧)

ମେଷ - କୌଣସି ଯୋଜନାରେ ସଫଳ ହେବେ, ପାରିବାରିକ ଶାନ୍ତି ମିଳିବ, ଅର୍ଥଚିନ୍ତା ଦୁର ହେବ ଏବଂ ମାନସିକ ଶାନ୍ତି ବଢିବ, ହନୁମାନଙ୍କ ନିମନ୍ତେ ଗୃହରେ ରାଶିତେଲର ଦ୍ବୀପ ଦିଅନ୍ତୁ ଶୁଭଫଳ ପ୍ରାପ୍ତ ହେବ, ଯଥାସାଧ୍ୟ ଅର୍ଥ…

ଝଟ୍‌କା ଦେଲେ ଲାଲୁଙ୍କ ଗେହ୍ଲା ପୁଅ ତେଜସ୍ୱୀ, ନିର୍ବନ୍ଧ କରିବାକୁ ଯାଇ ବାହା ହୋଇଗଲେ; ସୋସିଆଲ୍ ମିଡିଆରେ ଫଟୋ ଭାଇରାଲ

ନୂଆଦିଲ୍ଲୀ: ସରିଲା ଆରଜେଡି ସୁପ୍ରିମୋ ଲାଲୁ ପ୍ରସାଦ ଯାଦବଙ୍କ ଗେହ୍ଲା ପୁଅ ତେଜସ୍ୱୀଙ୍କ ବିବାହ । ଦିଲ୍ଲୀରେ  ସେ ବିବାହ କରି ସମସ୍ତଙ୍କୁ ଦେଇଛନ୍ତି ଝଟ୍‌କା । ନିର୍ବନ୍ଧ କରିବାକୁ ଯାଇ ସେ ନେଇଛନ୍ତ ସାତଫେରା ।…

ବାଇକ୍‌କୁ ଧକ୍କା ଦେଇ କିଛି ବାଟ ଟାଣି ନେଲା ଟ୍ରାକ୍ଟର, ମୃତ୍ୟୁମୁଖରୁ ଅଳ୍ପକେ ବଞ୍ଚିଗଲେ ୩ ଆରୋହୀ

ଗଜପତି (ଓଡ଼ିଶା ଭାସ୍କର): ବାଟସିରିପୁର ଛକରେ ନିକଟ ବାଇକ୍‌କୁ ଧକ୍କା ଦେବା ସହ କିଛି ବାଟ ଟାଣିଲା ନେଲା ଟ୍ରାକ୍ଟର। ଦୁର୍ଘଟଣା ଫଳରେ ୩ ଜଣ ବାଇକ୍ ଆରୋହୀ ଆହତ ହୋଇଥିବା ବେଳେ ଅଳ୍ପକେ ମୃତ୍ୟୁ ମୁଖରୁ…