ଜୁନିୟର ହକି ବିଶ୍ୱକପର ସେମି ଫାଇନାଲ: ଆଜି ଶକ୍ତିଶାଳୀ ଜର୍ମାନୀକୁ ଭେଟିବ ଭାରତ, ମୁକାବିଲା ପୂର୍ବରୁ ଟିମ୍ ଇଣ୍ଡିଆକୁ କୋଚ୍‌ ଗ୍ରାହାମ୍‌…

ଭୁବନେଶ୍ୱର(ଭାସ୍କର ନ୍ୟୁଜ୍‌): ଚଳିତ ଜୁନିୟର ହକି ବିଶ୍ୱକପର ସେମିଫାଇନାଲରେ ଶକ୍ତିଶାଳୀ ଜର୍ମାନୀକୁ ଭେଟିବ ଭାରତ । ସ୍ଥାନୀୟ କଳିଙ୍ଗ ଷ୍ଟାଡିୟମରେ ଶୁକ୍ରବାର ମ୍ୟାଚ୍‌ ରାତି ୭ଟା ୩୦ ମିନିଟରୁ ଆରମ୍ଭ ହେବ । ଭାରତୀୟ…

ଶକ୍ତିଶାଳୀ ରାଷ୍ଟ୍ରରେ କାୟା ମେଲାଉଛି ଓମିକ୍ରନ୍: ଚିହ୍ନଟ ହେଲେଣି ୫ ସଂକ୍ରମିତ, ଯାତ୍ରୀଙ୍କ ପାଇଁ କୋଭିଡ୍ ଟେଷ୍ଟ ବାଧ୍ୟତାମୂଳକ

ନୂଆଦିଲ୍ଲୀ: ବିଶ୍ୱରେ କରୋନାର ନୂତନ ପ୍ରଜାତି ଓମିକ୍ରନ୍ କାୟା ବିସ୍ତାର କରିବାରେ ଲାଗିଛି । ଦିନକୁ ଦିନ ଏହାର ସଂକ୍ରମିତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି । ବିଶେଷଜ୍ଞ ମାନେ ମଧ୍ୟ ଏହାକୁ ନେଇ ସମଗ୍ର ବିଶ୍ୱକୁ ଚେତାବନୀ…

ନୂଆବର୍ଷରେ ସାଧାରଣ ଲୋକଙ୍କୁ ଝଟକା: ଜାନୁଆରୀ ୧ରୁ ମହଙ୍ଗା ହୋଇଯିବ ଏଟିଏମରୁ ଟଙ୍କା ଉଠାଣ ଓ ଅନ୍ୟାନ୍ୟ ସେବା

ନୂଆଦିଲ୍ଲୀ: ନୂଆବର୍ଷ ନ ଆସୁଣୁ ସାଧାରଣ ଜନତାଙ୍କୁ ଘାରିଲାଣି ଦରଦାମ୍ ବୃଦ୍ଧି ଚିନ୍ତା । କାରଣ ନୂଆ ବର୍ଷରୁ ଅନେକ କିଛି ସେବା ମହଙ୍ଗା ହେବାକୁ ଯାଉଛି । ବଡ଼ବଡ଼ିଆଙ୍କୁ କୌଣସି ଚିନ୍ତା ନଥିବା ବେଳେ ଏହି ଦରଦାମ୍ ବୃଦ୍ଧି…

ଆଜିଠୁ ଦ୍ୱିତୀୟ ଟେଷ୍ଟ: ୱାଙ୍ଖଡେରେ ମୁହାଁମୁହିଁ ହେବେ ଭାରତ ଓ ନ୍ୟୁଜିଲାଣ୍ଡ, ଟିମ୍ ଇଣ୍ଡିଆର ମଙ୍ଗ ସମ୍ଭାଳିବେ ବିରାଟ

ମୁମ୍ବାଇ: ଆଜି ଦ୍ୱିତୀୟ ଟେଷ୍ଟ ସିରିଜ। ୱାଙ୍ଖଡେ ଷ୍ଟାଡିୟମ୍‌ରେ ଘରୋଇ ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ମୁକାବିଲ ହେବ । ଗତ ଟେଷ୍ଟ ଚାମ୍ପିଅନ୍‌ସିପ୍‌ଚକ୍ରର ସମସ୍ତ ପରାଜୟର ନେବା ଲକ୍ଷ୍ୟ ଭାରତ ଯୋଜନା ପ୍ରସ୍ତୁତ…

ବିଶ୍ୱ ୩୦ ଦେଶରେ କାୟା ବିସ୍ତାର କଲା ଓମିକ୍ରନ୍: ଭାରତରେ ଚିହ୍ନଟ ହୋଇଥିବା ୪୬ ବର୍ଷୀୟ ଡାକ୍ତରଙ୍କ ଟ୍ରାଭେଲ୍ ହିଷ୍ଟ୍ରୀକୁ ନେଇ ବଢ଼ିଲା…

ନୂଆଦିଲ୍ଲୀ,  ଦକ୍ଷିଣ ଆଫ୍ରିକାରୁ ଚିହ୍ନଟ ହୋଇ ସାରା ବିଶ୍ୱରେ ଆତଙ୍କ ସୃଷ୍ଟି କରିଥିବା କରୋନାର ନୂଆ ଭାରିଏଣ୍ଟ "ଓମିକ୍ରନ୍‌' ଏବେ ଭାରତରେ ପ୍ରବେଶ କରିସାରିଛି । କର୍ଣ୍ଣାଟକରେ ୨ଜଣ ଓମିକ୍ରନ୍‌ ଭୂତାଣୁରେ ସଂକ୍ରମିତ…

ଚଳିତ ମାସରେ ଛୋଟ ପିଲାଙ୍କୁ ଦିଆଯିବ ଟିକା ! ଖୁବ୍‌ଶୀଘ୍ର ଆରମ୍ଭ ହେବ ପ୍ରକ୍ରିୟା

ନୂଆଦିଲ୍ଲୀ,: ଚଳିତ ମାସର ଶେଷ ସପ୍ତାହରେ ଛୋଟ ପିଲାମାନଙ୍କୁ କୋଭିଡ୍‌ ୧୯ ଟିକା ଦିଆଯାଇ ପାରେ । ପ୍ରାଥମିକ ପର୍ଯ୍ୟାୟରେ ୪ରୁ ୬କୋଟି ପିଲା ଅର୍ଥାତ ଯେଉଁ ପିଲାମାନେ କିଛି ଗୁରୁତର ରୋଗରେ ପୀଡିତ ସେମାନଙ୍କୁ ଆଗେ ଟିକା…

ଆସନ୍ତା ୨୪ ଘଣ୍ଟାରେ ବାତ୍ୟାର ରୂପା ନେଇପାରେ “ଜୱାଦ’, ମୁକାବିଲା ନେଇ ପ୍ରସ୍ତୁତି ସମୀକ୍ଷା କଲେ ପ୍ରଧାନମନ୍ତ୍ରୀ: ବାୟୁସେନା…

ନୂଆଦିଲ୍ଲୀ/ଭୁବନେଶ୍ୱର, (ଭାସ୍କର ନ୍ୟୁଜ୍‌): ଅବପାତ ଦକ୍ଷିଣପୂର୍ବ ବଙ୍ଗୋପସାଗର ଉପରେ ସକ୍ରିୟ ରହିଛି । ଏହା ଉତ୍ତରପଶ୍ଚିମ ଆଡ଼କୁ ଗତି କରି ପରବର୍ତ୍ତୀ ୨୪ ଘଣ୍ଟାରେ କେନ୍ଦ୍ରୀୟ ବଙ୍ଗୋପସାଗରରେ ବାତ୍ୟାରେ ପରିଣତ…

ରାଶିଫଳ(ଶୁକ୍ରବାର,୦୩ ଡିସେମ୍ବର,୨୦୨୧)

ମେଷ -  କୌଣସି ଯୋଜନାରେ ସଫଳ ହେବେ, ପାରିବାରିକ ଶାନ୍ତି ମିଳିବ, ଅର୍ଥଚିନ୍ତା ଦୁର ହେବ ଏବଂ ମାନସିକ ଶାନ୍ତି ବଢିବ, ହନୁମାନଙ୍କ ନିମନ୍ତେ ଗୃହରେ ରାଶିତେଲର ଦ୍ବୀପ ଦିଅନ୍ତୁ ଶୁଭଫଳ ପ୍ରାପ୍ତ ହେବ, ଯଥାସାଧ୍ୟ ଅର୍ଥ…

ବାତ୍ୟା ଜୱାଦ ଅପଡେଟ୍: ଉପକୂଳବର୍ତ୍ତୀ ୧୦ ଜିଲ୍ଲାର ଦମକଳ କେନ୍ଦ୍ରକୁ ହାଇ ଆଲର୍ଟ

ଭୁବନେଶ୍ୱର: ବାତ୍ୟା ମୁକାବିଲା ପାଇଁ ଅଗ୍ନିଶମ ବିଭାଗ ଜାରି କରିଛି ସ୍ୱତନ୍ତ୍ର ନିର୍ଦ୍ଦେଶ । ଉପକୂଳବର୍ତ୍ତୀ ୧୦ ଜିଲ୍ଲାର ସବୁ ଦମକଳ କେନ୍ଦ୍ରକୁ ହାଇଆଲର୍ଟ । କମ୍ ପ୍ରଭାବିତ ହେବାକୁ ଥିବା ଜିଲ୍ଲାରୁ ଅଗ୍ନଶମ ଟିମ୍…

ସକାଳୁ ଚାଲୁଥିଲେ ଏହି ସବୁ ଅଭ୍ୟାସରୁ ଦୂରେଇ ରୁହନ୍ତୁ; ନଚେତ ଭୋଗିବେ ସମସ୍ୟା

ପ୍ରାୟତଃ ଲୋକମାନେ ମର୍ଣ୍ଣିଂ ୱାକ୍ କରୁଥିବା ବେଳେ ଫୋନ୍‌ର ବ୍ୟବହାର କରନ୍ତି, କିନ୍ତୁ କଣ ଆପଣ ଜାଣିଛନ୍ତି କି ? ଏହି ଅଭ୍ୟାସ ଆପଣଙ୍କୁ ବିପଦରେ ପକାଇପାରେ। କିଛି ଲୋକ ମର୍ଣ୍ଣିଂ ୱାକ୍ କରିବା ବେଳେ ଗୀତ ଶୁଣନ୍ତି।…