ଏହି ବ୍ଲଡ୍ ଗ୍ରୁପର ଲୋକଙ୍କୁ କରୋନା ସଙ୍କଟ ବେଶି, ନୂତନ ଅଧ୍ୟୟନରୁ ହେଲା ଖୁଲାସା

ନୂଆଦିଲ୍ଲୀ: ବିଶ୍ୱରୁ କରୋନା ସଙ୍କଟ ଟଳିବାର ନାଁ ଧରୁନି । ଏହାରି ମଧ୍ୟରେ ଆଉ ଏକ ନୁତନ ଭାରିଆଣ୍ଟ ଚିନ୍ତାକୁ ଦ୍ୱିଗୁଣିତ କରିଛି । ତେଣୁ ସ୍ୱାସ୍ଥ୍ୟ ବିଶେଷଜ୍ଞ ମାନେ ବାରମ୍ବାର ସଂକ୍ରମଣକୁ ନେଇ ଚେତାବନୀ ଜାରୀ…

IPL-୨୦୨୨: ଜାଣନ୍ତୁ କେଉଁ ଖେଳାଳି କେତେ ଟଙ୍କା ପାଇବେ, ଦେଖନ୍ତୁ ସମ୍ପୂର୍ଣ୍ଣ ଲିଷ୍ଟ

ନୂଆଦିଲ୍ଲୀ: ଇଣ୍ଡିଆନ ପ୍ରିମିୟର ଲିଗ (ଆଇପିଏଲ)ର ୧୫ତମ ମେଗା ସିଜିନର ନିଲାମ ପୂର୍ବରୁ ପ୍ରତ୍ୟେକ ଟିମ୍ ପକ୍ଷରୁ ରିଟେନ କରାଯାଇଥିବା ଖେଳାଳିଙ୍କ ରେଟ୍ ଓ ଲିଷ୍ଟ୍ ଘୋଷଣା କରାଯାଇଛି । ତେବେ ରବୀନ୍ଦ୍ର ଜାଡେଜା ଚେନ୍ନାଇ…

ଆଜି କୋଣାର୍କ ଉତ୍ସବ: ଝଲସିବ ମୁକ୍ତାକାଶ ରଙ୍ଗମଞ୍ଚ, ଚନ୍ଦ୍ରଭାଗା ବେଳାଭୂମିରେ ଦେଖିବାକୁ ମିଳିବ ଅନ୍ତର୍ଜାତୀୟ ବାଲୁକା କଳା

କୋଣାର୍କ (ଭାସ୍କର ନ୍ୟୁଜ): ଆଜିଠୁ ଆରମ୍ଭ ୩୨ତମ କୋଣାର୍କ ଉତ୍ସବ । ପର୍ଯ୍ୟଟନ ବିଭାଗ, ଓଡିଶା ପର୍ଯ୍ୟଟନ ଉନ୍ନୟନ ନିଗମ ଓ ସଂଗୀତ ନାଟକ ଏକାଡେମୀ ପକ୍ଷରୁ ମୁକ୍ତାକାଶ ରଂଗମଂଚରେ ଶାସ୍ତ୍ରୀୟ ନୃତ୍ୟ ଓ ସଂଗୀତ ଓ…

କାହିଁକି ପାଳନ କରାଯାଏ ବିଶ୍ୱ ଏଡସ୍ ଦିବସ? ଜାଣନ୍ତୁ ଲକ୍ଷଣ ଓ କାରଣ

ଓଡ଼ିଶା ଭାସ୍କର ବ୍ୟୁରୋ: ପ୍ରତିବର୍ଷ ଡିସେମ୍ବର ୧ ତାରିଖକୁ ବିଶ୍ୱ ଏଡସ୍ ଦିବସ ଭାବେ ପାଳନ କରାଯାଏ । ଏଚଆଇଭି ସଂକ୍ରମଣ କାରଣରୁ ହେଉଥିବା ରୋଗ ସମ୍ପର୍କରେ ବିଶ୍ୱ ସ୍ତରରେ ସଚେତନତା ସୃଷ୍ଟି କରିବା ଲକ୍ଷ୍ୟରେ ଏହି…

ଘୁଞ୍ଚିଲା ଦଶମ ଶ୍ରେଣୀ ସମେଟିଭ-୧ ପରୀକ୍ଷା, ଜାନୁଆରୀ ୫ରୁ ଆରମ୍ଭ ହେବ

ଭୁବନେଶ୍ୱର, (ଭାସ୍କର ନ୍ୟୁଜ୍‌): ଘୁଞ୍ଚିଲା ଦଶମ ଶ୍ରେଣୀ ସମେଟିଭ-୧ ପରୀକ୍ଷା । ଆସନ୍ତା ଜାନୁଆରି ୫ ତାରିଖରୁ ସମେଟିଭ୍‌ - ୧ ପରୀକ୍ଷା ଆରମ୍ଭ ହେବ । ପୂର୍ବରୁ ଡିସେମ୍ବର ୨୭ରେ ପରୀକ୍ଷା ହେବାକୁ ଥିଲା । ଜାନୁଆରୀ ୫…

କଳାପାହାଡ ଘାଟିରେ ପୃଥକ ପୃଥକ ସଡ଼କ ଦୁର୍ଘଟଣା, ୩ ଗୁରୁତର

ଯୋଡା (ଭାସ୍କର ନ୍ୟୁଜ): ୫୨୦ ନଂ ଜାତୀୟ ରାଜପଥର କଳାପାହାଡ ଘାଟିଟି ତୃଟିପୂର୍ଣ୍ଣ ରାଜପଥ ନିର୍ମାଣ ଯୋଗୁଁ ମୃତ୍ୟୁ ଯନ୍ତା ପାଲଟିଛି । ବାରମ୍ବାର ଏହି ସ୍ଥାନରେ ଦୁର୍ଘଟଣା ଘଟି ଧନଜୀବନ କ୍ଷୟ ହେଉଥିବା ବେଳେ ଗୋଟିଏ…

ନୌସେନା ମୁଖ୍ୟଭାବେ ଦାୟିତ୍ୱ ଗ୍ରହଣ କଲେ ଆଡମିରାଲ୍‌ ଆର୍‌. ହରି କୁମାର

ନୂଆଦିଲ୍ଲୀ : ଇଣ୍ଟିଗ୍ରେଟେଡ୍‌ ଥିଏଟର କମାଣ୍ଡର ଆଡଭୋକେଟ୍‌ ଭାବେ ପରିଚିତ ଆଡମିରାଲ୍‌ ଆର. ହରି କୁମାର ଭାରତୀୟ ନୌସେନାର ନୂତନ ମୁଖ୍ୟ ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି । ଆଡମିରାଲ କରମ୍‌ବିର ସିଂଙ୍କ ଅବସର ପରେ…

ଭଦ୍ରକରେ ୨ ଅପରାଧୀଙ୍କୁ ଏନକାଉଣ୍ଟର୍

ବରପଦା(ଓଡ଼ିଶା ଭାସ୍କର): ଭଦ୍ରକର ବରପଦା ନିକଟରେ ୨ ଅପରାଧୀଙ୍କୁ ଏନକାଉଣ୍ଟର୍ କରାଯାଇଛି । ୨ ଅପରାଧୀଙ୍କୁ ଏନକାଉଣ୍ଟର ପରେ ଗୁରୁତର ଅବସ୍ଥାରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତିି କରାଯାଇଛି । ଦୁହେଁ ଚରମ୍ପା…

ରାଶିଫଳ(ବୁଧବାର,୦୧ ଡିସେମ୍ବର,୨୦୨୧)

ମେଷ - କର୍ମକ୍ଷେତ୍ରର ବିଭିନ୍ନ ସମସ୍ୟା ବିଷୟରେ ସମାଧାନର ଚିନ୍ତା ମନକୁ ସାମୟିକ ବିବ୍ରତ କରିପାରେ।ବନ୍ଧୁଙ୍କ ମାଧ୍ୟମରେ ଅଭିଳଷିତ ଜିନିଷ ପାଇପାରିବେ। ତରବରିଆ ଯାତ୍ରାକରନ୍ତୁ ନାହିଁ , ସତର୍କ ନ ରହିଲେ ସାଧାରଣ ଆଘାତ…

ଚିନ୍ତା ହେଲା ଦୂର: ପୁଲିସ କର୍ମଚାରୀଙ୍କୁ ମିଳିବ ଘର, ଜାଣନ୍ତୁ କଣ କହିଲେ ରାଜ୍ୟ ସରକାର

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ପୁଲିସ ଅଧିକାରୀ କିମ୍ବା କର୍ମଚାରୀଙ୍କୁ ଘର ପାଇଁ ଆଉ ଚିନ୍ତା କରିବାକୁ ପଡ଼ିବନି । ପୂର୍ବରୁ ଉଭୟ ଗ୍ରାମାଂଚଳ ଏବଂ ସହରାଂଚଳରେ ସରକାରୀ ଘର ଅଭାବରୁ ଘର ଭଡ଼ା ପାଇଁ ନୟାନ୍ତ ହେଉଥିଲେ ପୁଲିସ…