ବିଧାନସଭା ପରିସରରୁ ମିଳିଲା ମଦ ବୋତଲ: ମୁଖ୍ୟମନ୍ତ୍ରୀଙ୍କ ଇସ୍ତଫା ଦାବି

ଭୁବନେଶ୍ୱର (ଓଡ଼ିଶା ଭାସ୍କର): ବିଧାନସଭା ପରିସରରୁ ମିଳିଲା ମଦ ବୋତଲ । ମୁଖ୍ୟମନ୍ତ୍ରୀଙ୍କ ଇସ୍ତଫା ଦାବି କଲେ ବିରୋଧୀ ଦଳ ନେତା । ଏହା ସହିତ ମୁଖ୍ୟମନ୍ତ୍ରୀ ଏହି ଘଟଣାରେ ଉତ୍ତର ରଖନ୍ତୁ ବୋଲି ମଧ୍ୟ ବିରୋଧି ଦଳ…

୪ରେ ଓଡ଼ିଶା ଉପକୂଳ ଛୁଇଁବ ଜୱାଦ: ସତର୍କ କରାଇଲା ଆମେରିକାନ GFS ମଡେଲ

ଭୁବନେଶ୍ୱର: ଆସନ୍ତା ୪ ତାରିଖରେ ଓଡ଼ିଶା ଉପକୂଳ ଛୁଇଁବ ସାମୁଦ୍ରିକ ବାତ୍ୟା ଜୱାଦ । ଆମେରିକା ପକ୍ଷରୁ ପ୍ରସ୍ତୁତ ଜିଏଫ୍ଏସ ମଡେଲରୁ ଏହା ସ୍ପଷ୍ଟ ହୋଇଛି । ଜୱାଦ ନାମରେ ନାମିତ କରାଯାଇଥିବା ଏହି ସାମୁଦ୍ରିକ ବାତ୍ୟା…

ବାପାଙ୍କ ପାଇଁ ମୁଁ ଓ ସୁମିତ ଏକାଠି ହୋଇ ପାରୁନୁ: ଜାଣନ୍ତୁ କାହିଁକି ଏମିତି କହିଲେ ତପସ୍ୱିନୀ [VIDEO]

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଶ୍ୱଶୁର ଘର ସାମ୍ନାରେ ନ୍ୟାୟ ପାଇଁ ଆନ୍ଦୋଳନର ନବମ ଦିନରେ ତପସ୍ୱିନୀ ଦାସ । ତପସ୍ୱିନୀ ନିଜ ସ୍ୱାମୀଙ୍କ ଠାରୁ ଅଲଗା ହେବାର କାରଣ ନିଜର ଶ୍ୱଶୁରଙ୍କୁ ଦର୍ଶାଇଛନ୍ତି । ସେ କହିଛନ୍ତି ଯେ,…

Facebook ଆପଣଙ୍କୁ ଟ୍ରାକ୍ କରୁଛି କି? ନିଜକୁ ସୁରକ୍ଷିତ ରଖିବା ପାଇଁ ଆପଣାନ୍ତୁ ଏହି ଟ୍ରିକ୍

ନୂଆଦିଲ୍ଲୀ: ଅନେକ ସମୟରେ ଆପଣ ସକାଳ ସମୟରେ କିଛି ସାମଗ୍ରୀ କିଣିବା ପାଇଁ ପ୍ଲାନ କରିଥାନ୍ତି ବା କାହା ସହ କଥାବାର୍ତ୍ତା ହୋଇଥାନ୍ତି । ତେବେ ଆପଣ ଚାହୁଁଥିବା ପ୍ରଡକ୍ଟର ଆଡ୍ ପରବର୍ତ୍ତୀ ସମୟରେ ଫେସବୁକରେ ଦେଖିବାକୁ…

ଚାଷୀଙ୍କ ଆୟରେ ଓଡ଼ିଶା ତଳଆଡ଼ୁ ଦ୍ୱିତୀୟ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଓଡ଼ିଶା ଚାଷୀଙ୍କ ଆୟ ଜାତୀୟ ସ୍ତରରେ ତଳଆଡ଼ୁ ଦ୍ୱିତୀୟ ସ୍ଥାନରେ ରହିଛି । ସାଂସଦ ସପ୍ତଗିରି ଉଲାକାଙ୍କ ପ୍ରଶ୍ନରେ କୃଷି ମନ୍ତ୍ରୀ ନରେନ୍ଦ୍ର ସିଂ ତୋମାର ଏହି ତଥ୍ୟ ରଖିଛନ୍ତି । ଜୁଲାଇ…

UGC ସ୍କଲାରସିପ୍ ଆବେଦନର ଆଜି ହେଉଛି ଶେଷ ଦିନ, ଶୀଘ୍ର କରି ଦିଅନ୍ତୁ ଆବେଦନ

ନୂଆଦିଲ୍ଲୀ: ୟୁଜିସି ସ୍କଲାରସିପ୍ ୨୦୨୧ ଆବେଦନ କରିବା ପାଇଁ ଆଜି ହେଉଛି ଅନ୍ତିମ ଦିବସ । ତେଣୁ ଯେଉଁ ଆଶାୟୀମାନେ ସ୍କଲାରସିପ୍ ସ୍କିମର ଫାଇଦା ଉଠାଇବାକୁ ଚାହୁଁଥାନ୍ତି, ସେମାନେ ନ୍ୟାସନାଲ ସ୍କଲାରସିପ୍ ପୋର୍ଟାଲର…

ମାଡ଼ି ଆସୁଛି ବାତ୍ୟା: ୪ରେ ସ୍ଥଳଭାଗ ଛୁଇଁବ!

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଓଡ଼ିଶା ଉପକୂଳକୁ ମାଡ଼ି ଆସୁଛି ସାମୁଦ୍ରିକ ଝଡ଼ । ବାତ୍ୟା ଆସୁଥିବା ନେଇ ସୂଚନା ଦେଇଛନ୍ତି ଆଇଏମଡି ମହାନିର୍ଦ୍ଦେଶକ ମୃତ୍ୟୁଞ୍ଜୟ ମହାପାତ୍ର । ୪ ତାରିଖ ଦିନ ସକାଳ ସମୟରେ ବାତ୍ୟା ଉପକୂଳରେ…

ଘରୁ ଜବତ ହେଲା ୪ଜଣଙ୍କ ମୃତଦେହ, ମୃତକଙ୍କ ମଧ୍ୟରେ ସ୍ୱାମୀ-ସ୍ତ୍ରୀ ଓ ଦୁଇପିଲା ସାମିଲ

ନୂଆଦିଲ୍ଲୀ: ଗୋଟିଏ ଘରୁ ଜବତ ହୋଇଛି ପରିବାରର ୪ ଜଣଙ୍କ ମୃତଦେହ । ମୃତକଙ୍କ ମଧ୍ୟରେ ରହିଛନ୍ତି ସ୍ୱାମୀ-ସ୍ତ୍ରୀ ଓ ଦୁଇଜଣ ପିଲା । ଏହିଭଳି ଏକ ଘଟଣା ଦେଖିବାକୁ ମିଳିଛି ଦିଲ୍ଲୀର ସମୟପୁର ବଦଲି ଅଞ୍ଚଳରୁ । ମଙ୍ଗଳବାର…

ବିଦେଶ ଯାତ୍ରା କରିବା ପୂର୍ବରୁ ପାସପୋର୍ଟ ସହ ଲିଙ୍କ୍ କରନ୍ତୁ ଭାକସିନ ସାର୍ଟିଫିକେଟ୍, ଜାଣନ୍ତୁ ପୂରା ପ୍ରୋସେସ୍

ନୂଆଦିଲ୍ଲୀ: ଗତ ବର୍ଷ ଦୁଇ ବର୍ଷ ହେବ କରୋନା ଭାଇରସ୍ ସାରା ବିଶ୍ୱକୁ ପ୍ରଭାବିତ କରିଛି । ଭାରତରେ ଏହାର ଦୁଇଟି ଲହର ଦେଖିବାକୁ ମିଳିଥିଲା । ଏହି ଭାଇରସ୍ ଦ୍ୱାରା ସଂକ୍ରମିତ ହୋଇ ଅନେକ ଲୋକ ପ୍ରାଣ ହରାଇଛନ୍ତି । ଏହି…

ଜାନୁଆରୀ ୫ରୁ ଦଶମ ସମେଟିଭ୍ ପରୀକ୍ଷା

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଜାନୁଆରୀ ୫ ତାରିଖକୁ ଘୁଞ୍ଚିଲା ଦଶମ ଶ୍ରେଣୀର ସମେଟିଭ୍ ୧ ପରୀକ୍ଷା । ଜାନୁଆରୀ ୫ରୁ ୮ ତାରିଖ ମଧ୍ୟରେ ପରୀକ୍ଷା ହେବ । ପରୀକ୍ଷା ନିମନ୍ତେ ଫର୍ମ ଫିଲପ୍ ସିରିଛି, ଡାଟା ବେସ୍ ପ୍ରସ୍ତୁତ…