CHARIDHAM

ଲଖୀମପୁର ମାମଲାରେ ଅଜୟ ମିଶ୍ରଙ୍କୁ ଘଣ୍ଟ ଘୋଡ଼ାଉଛି ବିଜେପି ସରକାର: ପ୍ରିୟଙ୍କା ଗାନ୍ଧୀ

ନୂଆଦିଲ୍ଲୀ: ଲଖିମପୁର ଖେରୀ ହିଂସା ମାମଲାରେ ଅଜୟ ମିଶ୍ରଙ୍କୁ ବିଜେପି ସରକାର ଘଣ୍ଟ ଘୋଡ଼ାଉଥିବା ନେଇ ଅଭିଯୋଗ ଆଣିଛନ୍ତି ପ୍ରିୟଙ୍କା ଗାନ୍ଧୀ । ରବିବାର ଉତ୍ତର ପ୍ରଦେଶ ବାରଣାସୀରେ କିଷାନ ନ୍ୟାୟ ରାଲିରେ ଯୋଗଦେବା…

Qualifier-୧: ଟସ୍ ଜିତି ଧୋନୀଙ୍କ ବୋଲିଂ ନିଷ୍ପତ୍ତି

ନୂଆଦିଲ୍ଲୀ: ଅନ୍ତିମ ଚରଣରେ ପହଞ୍ଚିଛି ଆଇପିଏଲର ଚଳିତ ସଂସ୍କରଣ । ଆଜି ପ୍ରଥମ କ୍ୱାଲିଫାୟରରେ ପରସ୍ପରର ମୁକାବିଲା କରୁଛନ୍ତି ଦିଲ୍ଲୀ କ୍ୟାପିଟାଲ୍ସ ଓ ଚେନ୍ନାଇ ସୁପର କିଙ୍ଗସ । ଦୁବାଇ ଇଣ୍ଟରନ୍ୟାସନାଲ ଷ୍ଟାଡିୟମରେ…

ଜନ୍ମ ଦିନରେ ନିଜ ପ୍ରେମ ଜୀବନକୁ ନେଇ ଖୁଲାସା କଲେ ରକୁଲ, କହିଲେ ଜ୍ୟାକିଙ୍କୁ କରୁଛନ୍ତି ଡେଟ

ନୂଆଦିଲ୍ଲୀ: ଅଭିନେତ୍ରୀ ରକୁଲ ପ୍ରୀତ ସିଂହ ତାଙ୍କର ୩୧ ତମ ଜନ୍ମଦିନ ପାଳନ କରୁଛନ୍ତି । ଜନ୍ମଦିନରେ ତାଙ୍କୁ ସୋସିଆଲ ମିଡିଆରେ ଅନେକ ଶୁଭେଚ୍ଛା ମିଳୁଛି । ଏହି ଅବସରରେ ସେ ତାଙ୍କ ପ୍ରେମ ଜୀବନକୁ ନେଇ ଏକ ଖୁଲାସା…

ଟି-୨୦ ବିଶ୍ୱକପ ପାଇଁ ପୁରସ୍କାର ଘୋଷଣା କଲା ICC; ବିଜୟୀ ଦଳକୁ ମିଳିବ ଏତିକି ଟଙ୍କା

ଦୁବାଇ: ଆସନ୍ତା ଟି-୨୦ ବିଶ୍ୱକପ ପାଇଁ ପୁରସ୍କାର ରାଶି ଘୋଷଣା କରିଛି ଆଇସିସି । ରବିବାର ଆଇସିସି ପକ୍ଷରୁ କରାଯାଇଥିବା ଘୋଷଣା ଅନୁଯାୟୀ ବିଶ୍ୱକପ ବିଜେତା ଦଳକୁ ୧.୬ ମିଲିୟନ ଡଲାର ବା ଭାରତୀୟ ମୁଦ୍ରାରେ ୧୨ କୋଟି…

ବାଦାମବାଡ଼ି ଛକରେ ଫାଟିଲା ଭୂତଳ ପାଣି ପାଇପ୍

କଟକ ବାଦାମବାଡ଼ି ଛକରେ ଫାଟିଲା ଭୂତଳ ପାଣି ପାଇପ୍ । ପାଣି ପାଇପ୍ ଫାଟିଯିବା ଫଳରେ ୧୫ ଫୁଟ ଉପରକୁ ଉଠିଲା ଭୂତଳ ପାଇପ । ଜନଗହଳିପୂର୍ଣ୍ଣ ବାଦାମବାଡ଼ି ରାସ୍ତାରେ ଯାତାୟାତ ବାଧାପ୍ରାପ୍ତ । ନିକଟରେ କିଛିଦିନ ତଳେ…

ଅଷ୍ଟ୍ରେଲିଆରେ ମାଟି କାମୁଡିଲା ଭାରତ: ଦିନିକିଆ ପରେ ଟି-୨୦ ସିରିଜ ହାରିଲେ ଭାରତୀୟ ମହିଳା

ନୂଆଦିଲ୍ଳୀ: ଅଷ୍ଟ୍ରେଲିଆ ଗସ୍ତରେ ରହିଥିବା ଭାରତୀୟ ମହିଳା ଦଳ ଦିନିକିଆ ପରେ ଟି-୨୦ ଶୃଙ୍ଖଳାରେ ମଧ୍ୟ ପରାଜିତ ହୋଇଛି । କ୍ୱିନସଲ୍ୟାଣ୍ଡରେ ଖେଳାଯାଇଥିବା ଅନ୍ତିମ ଟି-୨୦ ମୁକାବିଲାରେ ପରାଜିତ ହେବା ସହିତ ଭାରତ ୨-୦ରେ…

କୋହଲିଙ୍କ ପରେ କିଏ? ଜବାବ ରଖିଲେ ପୂର୍ବତନ RCB କୋଚ୍

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ ଦଳର ଅଧିନାୟକ ତଥା ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋରର ଅଧିନାୟକ ବିରାଟ କୋହଲି ନିଜ ପଦରୁ ଓହରିବାକୁ ଯାଉଛନ୍ତି । ଅଧିନାୟକ ଭାବରେ ଏହା ଆରସିବି ସହିତ କୋହଲିଙ୍କ ଅନ୍ତିମ ସିଜିନ ହେବ ।…

ସାମ୍ବାଦିକ ନବୀନ ଦାସଙ୍କ ପୁଅଙ୍କ ମୃତଦେହ ଉଦ୍ଧାର

ଭୁବନେଶ୍ୱର: ପାତପଡ଼ା ଗାଁ ପୋଖରୀରୁ ମୃତଦେହ ଉଦ୍ଧାର ଘଟଣା । ଉଦ୍ଧାର ଯୁବକଙ୍କ ମିଳିଲା ପରିଚୟ । ବରିଷ୍ଠ ସାମ୍ବାଦିକ ନୀବନ ଦାସଙ୍କ ପୁଅଙ୍କ ମୃତଦେହ ଉଦ୍ଧାର । ନୀବନ ଦାସଙ୍କ ବଡ଼ପୁଅ ମନୀଷ ଅନୁରାଗଙ୍କ ମୃତଦେହ ଉଦ୍ଧାର…

ପୋଖରୀରୁ ଯୁବକଙ୍କ ମୃତଦେହ ଉଦ୍ଧାର

ଭୁବନେଶ୍ୱର ଉପକଣ୍ଠ ପାତ୍ରପଡ଼ା ଗାଁ ପୋଖରୀରୁ ମୃତଦେହ ଉଦ୍ଧାର । ଭାସମାନ ଅବସ୍ଥାରେ ପୋଖରୀରୁ ଯୁବକଙ୍କ ମୃତଦେହ ଉଦ୍ଧାର । ମୃତ ଯୁବକଙ୍କ ନାଁ ମନୀଷ ବୋଲି ଭୁବନେଶ୍ୱର ଡିସିପିଙ୍କ ସୂଚନା । ଗତକାଲି ଇନଫୋସିଟି ଅଞ୍ଚଳରୁ…

ଧୋକାବାଜ ମାନେ କେବେ ଶାନ୍ତିରେ ରୁହନ୍ତି ନାହିଁ; ଡିଭୋର୍ସ ପରେ ପୂର୍ବତନ ପ୍ରେମିକଙ୍କ ଟାର୍ଗେଟରେ ସାମନ୍ଥା

ନୂଆଦିଲ୍ଲୀ: ଏକଦା ରୂପେଲି ପରଦାର ଏହି ଯୋଡି ପରସ୍ପରକୁ ପ୍ରେମ କରୁଥିଲେ । ପରସ୍ପର ସହ ସମ୍ପର୍କକୁ ଉଭୟ ଖୋଲାଖୋଲି ଘୋଷଣା କରିନଥିବା ବେଳେ ପରସ୍ପର ଠାରୁ ଅଲଗା ମଧ୍ୟ ହୋଇଯାଇଥିଲେ । ଉଭୟ ବିବାହ ମଧ୍ୟ କରିଥିଲେ । ଆମେ…