ପଞ୍ଚ୍ ମ୍ୟାନ ଓଡ଼ିଆ ପୁଅ ରଚିଲେ ଆଉଏକ ରେକର୍ଡ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଭାରତର ପଞ୍ଚ୍ ମ୍ୟାନ ଭାବରେ ସୁପରିଚିତ ସତ୍ୟପୀର ପଧାନ, ୨୩ ତାରିଖ ଦିବା ୧୨.୦୫ ଘଟିକାରେ ପୂର୍ବରହିତ ସ୍ଲୋଭାକିଆ ଦେଶର ପ୍ରସିଦ୍ଧ ମୁଷ୍ଟିଯୋଦ୍ଧା ପାଭେଲ୍ ରୁଷୋଭଙ୍କ ଗିନିଜ ବିଶ୍ୱ…

ଅଧାପୋତା ମୃତଦେହ ଉଦ୍ଧାର ଘଟଣା: ପରିଚୟ ଜାଣିବାକୁ ପୋଷ୍ଟର ଲଗାଇଲା ପୋଲିସ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଭୁବନେଶ୍ୱର କୁଆଖାଇ ନଦୀ ପଠାରୁ ଅଧାପୋତା ମୃତଦେହ ଉଦ୍ଧାର ଘଟଣାରେ ଏବେ ସୁଦ୍ଧା ମୃତକଙ୍କ ପରିଚୟ ମିଳିପାରି ନାହିଁ । ମୃତ ବ୍ୟକ୍ତିଙ୍କ ପରିଚୟ ଜାଣିବା ପାଇଁ ପୋଷ୍ଟର ଜାରି କରିଛି ପୋଲିସ…

୧୪୪ ବର୍ଷ ଭଳି ଦେଖାଯାଉଥିବା ଝିଅର ଦେହାନ୍ତ, ଦୁର୍ଲଭ ରୋଗ ଯୋଗୁଁ ‘ସମୟ ପୂର୍ବରୁ ହୋଇଯାଇଥିଲେ ବୃଦ୍ଧା’

ନୂଆଦିଲ୍ଲୀ: ଖୁବ୍ ଅଳ୍ପ ବୟସରୁ ବୁଢ଼ୀ ହୋଇଯାଇଥିବା ୧୮ ବର୍ଷର ଝିଅର ମୃତ୍ୟୁ ହୋଇଯାଇଛି । ସେ ବ୍ରିଟେନ୍ ର ୱେଷ୍ଟ ସକ୍ସେସ୍ ରେ ରହୁଥିବା ବେଳେ ତାଙ୍କର ୧୮ ତମ ଜନ୍ମ ଦିନ ପାଳିବାର କିଛି ଦିନ ପରେ ତାଙ୍କର ମୃତ୍ୟୁ…

ରାଜ୍ୟର ୧୨ ଜଣ MLA ହରାଇପାରନ୍ତି ସଭ୍ୟ ପଦ? ଜାଣନ୍ତୁ କ’ଣ ରହିଛି ଏହା ପଛର କାରଣ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଦେଶର ଅଧିକାଂଶ ରାଜ୍ୟରେ ପରିବର୍ତ୍ତନକୁ ନେଇ ଚର୍ଚ୍ଚା ଜୋର ଧରିଥିବା ବେଳେ ଓଡ଼ିଶାରେ ଏକ ନୂଆ ଘଟଣାକୁ ନେଇ ଚର୍ଚ୍ଚା ହେଉଛି । ରାଜ୍ୟ ବିଧାନସଭାର ୧୨ ଜଣ ବିଧାୟକ ପଦ ହରାଇବାର ଖବର…

ମୀରାବାଇଙ୍କୁ ଶୁଭେଚ୍ଛା ଜଣାଇଲେ ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀ, ହକିରେ ଭାରତର ଦମଦାର ବିଜୟ

ନୂଆଦିଲ୍ଲୀ(ଓଡ଼ିଶା ଭାସ୍କର): ଟୋକିଓ ଅଲିମ୍ପିକରେ ଭାରତକୁ ପ୍ରଥମ ପଦକ ଭେଟି ଦେଇଛନ୍ତି ଭାରୋତ୍ତଳନକାରୀ ମୀରାବାଇ ଚାନୁ । ୪୯ କେଜି ବର୍ଗରେ ସେ ସଫଳତା ପାଇଛନ୍ତି । ସେପଟେ ହକିରେ ଭାରତ ନିଜର ଚମକ ଦେଖାଇଛି ।…

ରାଜ୍ କୁନ୍ଦ୍ରାଙ୍କ ପାଇଁ ବଢ଼ିଲା ଅଡ଼ୁଆ, ଏବେ ଇଡି କରିବ ଅଶ୍ଳୀଳ ଫିଲ୍ମ ରାକେଟ୍ ର ଯାଞ୍ଚ

ମୁମ୍ବାଇ: ଶିଳ୍ପପତି ରାଜ୍ କୁନ୍ଦ୍ରାଙ୍କ ସହ ଜଡ଼ିତ ଅଶ୍ଳୀଳ ଫିଲ୍ମ ରାକେଟ୍  ମାମଲାର ଯାଞ୍ଚ କରିବେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ତଥା ଇଡି । ନିକଟରେ ମୁମ୍ବାଇ କ୍ରାଇମବ୍ରାଞ୍ଚ ହାତରେ ଏହି ଖବର ଲାଗିଛି ଅଶ୍ଳୀଳ ଫିଲ୍ମ…

ସେପ୍ଟେମ୍ବରରୁ ଆରମ୍ଭ ହେବ ପିଲାଙ୍କ ଟିକାକରଣ! ପଢ଼ନ୍ତୁ କଣ କହିଲେ ଏମ୍ସର ବରିଷ୍ଠ ସ୍ୱାସ୍ଥ୍ୟ ବିଶେଷଜ୍ଞ ଡା. ଗୁଲେରିୟା

ନୂଆଦିଲ୍ଳୀ: କୋଭିଡର ତୃତୀୟ ଲହରର ଆଶଙ୍କା ମଧ୍ୟରେ ଗୋଟିଏ ଆଶ୍ୱସ୍ତିର ଖବର ଆସିଛି । ଏଥିରେ ପିଲାମାନେ ଅଧିକ ପ୍ରଭାବିତ ହେବା ନେଇ ବିଶେଷଜ୍ଞ ମାନେ କହୁଥିବା ବେଳେ ଏବେ ପିଲାମାନଙ୍କ ଟିକାକରଣକୁ ନେଇ ଆଶ୍ୱସ୍ତ କରିବା…

ବିବାହର ମାସକ ଭିତରେ ସ୍ୱାମୀ ଆରପାରିରେ, କାଳିଆ ଦର୍ଶନ ନୋହିଲା…

ଓଡ଼ିଶା ଭାସ୍କର ବ୍ୟୁରୋ: ଲିଭିନି ପାଦର ଅଳତା, ଲିଭିଗଲା ମଥାର ସିନ୍ଦୁର । ବାହାଘର ଗୋଟିଏ ମାସ ଭିତରେ ଲଭିଗଲା ଜୀବନଦୀପ । ଅଧୁରା ରହିଗଲା ପୁରୀ ଶ୍ରୀଜଗନ୍ନାଥଙ୍କ ଦର୍ଶନ । ସ୍ୱାମୀଙ୍କୁ ହରାଇ ମଥା ପିଟି କାନ୍ଦୁଛି…

ବଢ଼ୁଛି ଜଳସ୍ତର: ଆଉ ଘଣ୍ଟାଏ ଭିତରେ ଖୋଲିବ ହୀରାକୁଦ ଗେଟ୍

ସମ୍ବଲପୁର(ଓଡ଼ିଶା ଭାସ୍କର): ଉତ୍ତର ପଶ୍ଚିମ ବଙ୍ଗୋପସାଗ ଓ ଏହାର ସଂଲଗ୍ନ ଓଡ଼ିଶା ଉପକୂଳରେ ସୃଷ୍ଟି ହୋଇଥିବା ଲଘୁଚାପ ଫଳରେ ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ହେଉଛି । ଉପରମୁଣ୍ଡାରେ ପ୍ରବଳ ବର୍ଷା ଯୋଗୁଁ ହୀରାକୁଦ…

ଅଗଷ୍ଟ ୧ରୁ ଲାଗୁ ହେବ ବେତନ, ପେନସନ୍ ଓ ଇଏମଆଇ ପେମେଣ୍ଟ୍ ର ନୂଆ ନିୟମ! ଆରବିଆଇ ଆଣିଲା ପରିବର୍ତ୍ତନ, ଜାଣନ୍ତୁ କଣ ରହିବ ସୁବିଧା

ନୂଆଦିଲ୍ଲୀ: ଏବେ ଠାରୁ ଆଉ ବେତନ, ପେନସନ୍ ଓ ଇଏମଆଇ ପେମେଣ୍ଟ ଭଳି ଜରୁରୀ କାର୍ଯ୍ୟ ପାଇଁ କାର୍ଯ୍ୟ ଦିବସକୁ ଆଉ ଅପେକ୍ଷା କରିବାକୁ ପଡ଼ିବନି । ଆରବିଆଇ ଏବେ ନ୍ୟାସନାଲ୍ ଅଟୋମେଟେଡ୍ କ୍ଲିୟରିଂ ହାଉସ୍ (ଏନଏସିଏଚ୍)…