Breaking News ବୋଟ୍ ଦୁର୍ଘଟଣା: ଜଣେ ଓଡ୍ରାଫ୍ କର୍ମଚାରୀ ନିଖୋଜ Odisha Bhaskar Bureau Sep 24, 2021 ଭୁବନେଶ୍ୱର(ଓଡ଼ିଶା ଭାସ୍କର): ମହାନଦୀ ବୋଟ୍ ଦୁର୍ଘଟଣାରେ ଜଣେ ଓଡ୍ରାଫ୍ କର୍ମଚାରୀ ନିଖୋଜ ହୋଇଯାଇଛନ୍ତି । ହାତୀ କୁ ଘଉଡ଼ାଇବାକୁ ଯାଇଥିବା ବେଳେ ବୋଟ୍ ଟି ଓଲଟି ପଡ଼ିଥିଲା । ଫଳରେ ଯବାନ ମାନେ ପାଣିରେ ବୁଡ଼ି ଯାଇଥିଲେ ।…
Breaking News କୁଖ୍ୟାତ ଗ୍ୟାଙ୍ଗଷ୍ଟାର୍ ଗୋଗୀ ନିହତ, ରୋହିଣୀ କୋର୍ଟରେ ଦିନ ଦିପହରେ ଫାୟାରିଂ ବେଳେ ହେଲା ମୃତ୍ୟୁ Odisha Bhaskar Bureau Sep 24, 2021 ନୂଆଦିଲ୍ଲୀ: ଦିନ ଦିପହରରେ ଦିଲ୍ଲୀ ରୋହିଣୀ କୋର୍ଟ ଭଳି ଏକ ହାଇ ସିକ୍ୟୁରିଟିଯୁକ୍ତ କୋର୍ଟରେ ଫାୟାରିଂ ହୋଇଛି । ଏହି ଫାୟାରିଂ ରେ କୁଖ୍ୟାତ ଅପରାଧି ଗୋଗୀର ମୃତ୍ୟୁ ହୋଇଛ୍ରି । କୋର୍ଟ ଭିତରେ ଆଜି ଗୋଟିଏ ଗ୍ୟାଙ୍ଗ…
Breaking News ବୋଟ୍ ଦୁର୍ଘଟଣା: ଆଇସିୟୁରେ ଓଟିଭି କ୍ୟାମେରା ପର୍ସନ୍ , ଚିଫ୍ ରିପୋର୍ଟର୍ ଅରିନ୍ଦମଙ୍କୁ ରିସିଭ୍ ଡେଡ୍ ଘୋଷଣା Odisha Bhaskar Bureau Sep 24, 2021 ଭୁବନେଶ୍ୱର(ଓଡ଼ିଶା ଭାସ୍କର): ମୁଣ୍ଡଳୀରେ ହାତୀକୁ ବଞ୍ଚାଇବାକୁ ଯାଇ ବୋଟ୍ ଓଲଟି ପଡ଼ିଥିଲା । ଏହା ଭିତରେ ସୂଚନା ମିଳିଛି ଯେ, ବୋଟ୍ ରେ ଓଟିଭିର ଥିବା ରିପୋର୍ଟର ଅରିନ୍ଦମ ଦାସଙ୍କ ମୃତ୍ୟୁ ହୋଇଯାଇଛି । ତାଙ୍କ ସହିତ…
Breaking News ବୋଟ୍ ଦୁର୍ଘଟଣା: ଓଟିଭି ଚିଫ୍ ରିପୋର୍ଟର୍ ଅରିନ୍ଦମଙ୍କ ଦେହାନ୍ତ Odisha Bhaskar Bureau Sep 24, 2021 ଭୁବନେଶ୍ୱର(ଓଡ଼ିଶା ଭାସ୍କର): ମୁଣ୍ଡଳୀରେ ହାତୀକୁ ବଞ୍ଚାଇବାକୁ ଯାଇ ବୋଟ୍ ଓଲଟି ପଡ଼ିଥିଲା । ତେବେ ସେମାନଙ୍କୁ ଉଦ୍ଧାର କାର୍ଯ୍ୟ ଜାରି ରଖାଯାଇଥିଲା । ଏହା ଭିତରେ ସୂଚନା ମିଳିଛି ଯେ, ବୋଟ୍ ରେ ଓଟିଭିର ଥିବା ରିପୋର୍ଟର…
Breaking News ଚଳନ୍ତା ଟ୍ରେନରେ ଡ୍ରେସ୍ ବଦଳାଇବାକୁ ଯାଇ ଗାୟବ୍ ହୋଇଗଲା ପତ୍ନୀ, ଦେଢ଼ ମାସପରେ ପ୍ରେମିକ ଘରୁ…. Odisha Bhaskar Bureau Sep 24, 2021 ନୂଆଦିଲ୍ଳୀ: ଚଳନ୍ତା ଟ୍ରେନ୍ ରେ ଟଏଲେଟ୍ କୁ ଡ୍ରେସ୍ ବଦଳାଇବାକୁ ଯାଇଥିବା ସମୟରେ ହଠାତ୍ କୁଆଡେ ଗାୟବ୍ ହୋଇଯାଇଥିଲା ସ୍ତ୍ରୀ । କିନ୍ତୁ ଦେଢ଼ ମାସ ପରେ ତାର ଠିକଣା ମିଳିଥିଲା । ତେବେ ସେ କୁଆଡେ ଗାୟବ୍ ହୋଇନଥିଲା ବରଂ…
Breaking News କେନ୍ଦ୍ର ପରିବହନ ମନ୍ତ୍ରୀଙ୍କ ଘୋଷଣା: ଦେଶରେ ଚାଲିବ ୨ ପ୍ରକାର ଇନ୍ଧନରେ ଚାଲୁଥିବା ଗାଡ଼ି Sushreejyoti Routray Sep 24, 2021 ନୂଆଦିଲ୍ଲୀ: କେନ୍ଦ୍ର ସଡ଼କ ପରିବହନ ଓ ରାଜମାର୍ଗ ମନ୍ତ୍ରୀ ନୀତୀନ ଗଡ଼କରୀ ଦୀର୍ଘଦିନ ଧରି ଭାରତୀୟ ପରିବହନ କ୍ଷେତ୍ର ପାଇଁ ବାୟୋ ଇନ୍ଧନ ଯାନ ଉପରେ ଗୁରୁତ୍ୱାରୋପ କରିଆସୁଛନ୍ତି । ଏହାରି ମଧ୍ୟରେ ମନ୍ତ୍ରୀ ଘୋଷଣା…
Breaking News ବିପଦରେ Android Phone ବ୍ୟବହାର କରୁଥିବା ବ୍ୟାଙ୍କ ଗ୍ରାହକ: ସତର୍କ ରହିବାକୁ ଚେତାବନୀ ଦେଲା ଏହି କେନ୍ଦ୍ରୀୟ ସଂସ୍ଥା Manas Pradhan Sep 24, 2021 ନୂଆଦିଲ୍ଲୀ: ଯଦି ଆପଣ ଆଣ୍ଡ୍ରଏଡ ଫୋନରେ ଅନଲାଇନ ବ୍ୟାଙ୍କିଂ କରୁଛନ୍ତି, ତେବେ ଆପଣଙ୍କ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ଖବର ଆସିଛି । ଦେଶର ଫେଡେରାଲ ସାଇବର ସିକ୍ୟୁରିଟି ଏଜେନ୍ସି ନିକଟରେ ଏକ ତାଜା ଆଡଭାଇଜରୀ ଜାରି କରିଛି…
Breaking News ଜବରଦଖଲ ଉଚ୍ଛେଦକୁ ବିରୋଧ କରି ହିଂସାକାଣ୍ଡ: ପୋଲିସ ଗୁଳିରେ ୨ ମୃତ Sushreejyoti Routray Sep 24, 2021 ଦରାଙ୍ଗ: ଆସାମରେ ଜବରଦଖଲକୁ ନେଇ ହିଂସାକାଣ୍ଡ ଦେଖିବାକୁ ମିଳିଛି । ଦାରଙ୍ଗ ଜିଲ୍ଲା ଧୌଲପୁର ଗୋରୁଖୁଟି ଅଞ୍ଚଳରେ ସ୍ଥାନୀୟ ଲୋକେ ଓ ପୋଲିସ ମଧ୍ୟରେ ହୋଇଛି ଏହି ହିଂସାକାଣ୍ଡ । ପୋଲିସ ଗୁଳିରେ ୨ ଜଣଙ୍କ ମୃତ୍ୟୁ…
Breaking News ମାଷ୍ଟରକ୍ୟାଣ୍ଟିନ ଛକ ଠାରେ ଜଳବାୟୁ ସତ୍ୟାଗ୍ରହ ଆୟୋଜିତ Odisha Bhaskar Bureau Sep 24, 2021 ଭୁବନେଶ୍ୱର(ଓଡିଶା ଭାସ୍କର): ବିଶ୍ଵବ୍ୟାପୀ ଜଳବାୟୁ ସତ୍ୟାଗ୍ରହ ୨୦୨୧ ଆଜି ଭୁବନେଶ୍ୱରର ମାଷ୍ଟରକ୍ୟାଣ୍ଟିନ ଛକ ଠାରେ ବିଲୁପ୍ତ ବିପ୍ଳବ ଓଡିଶା ଓ ଫ୍ରାଇଡେ ଫର ଫିଉଚର ପକ୍ଷରୁ ଆୟୋଜିତ ହୋଇଯାଇଛି । ପାଖାପାଖି ବିଶ୍ବର…
Breaking News ଅପରେସନ୍ ହାତୀ: ନଦୀ ମଝିରେ ଓଲଟିଲା ଓଡ୍ରାଫ୍ ବୋଟ୍ Odisha Bhaskar Bureau Sep 24, 2021 କଟକ(ଓଡ଼ିଶା ଭାସ୍କର): ଦୀର୍ଘ ୭ ଘଣ୍ଟା ହେଲା ମୁଣ୍ଡଳୀ ବ୍ୟାରେଜ୍ ରେ କୁନି ହାତୀ ଫସି ରହିଛି । ତେବେ ତାକୁ ଉଦ୍ଧାର କରିବାକୁ ନଦୀ ମଝିକୁ ଯାଇଥିବା ଓଡ୍ରାଫ୍ ବୋଟ୍ ବି ଓଲଟି ଯାଇଛି । ହାତୀକୁ କୂଳକୁ ଘଉଡ଼ାଇବାକୁ ବେଳେ…