ପାକିସ୍ତାନରେ ନ୍ୟୁଜିଲାଣ୍ଡ ଖେଳାଳିଙ୍କୁ ଧମକ; ଟ୍ୱିଟ୍ଟରରେ ଟ୍ରେଣ୍ଡ କରୁଛନ୍ତି ଓମ୍ ପ୍ରକାଶ ମିଶ୍ର

ନୂଆଦିଲ୍ଲୀ: ଧମକ ମିଳିବା ପରେ ପାକିସ୍ତାନ ଛାଡିଥିଲା ନ୍ୟୁଜିଲାଣ୍ଡ ଦଳ । ଏହି ଘଟଣା ପରେ ପାକିସ୍ତାନ ଛାଡିଥିଲା ନ୍ୟୁଜିଲାଣ୍ଡ ଦଳ । ବୁଧବାର ଏହି ଘଟଣାକୁ ନେଇ ପାକିସ୍ତାନ ମନ୍ତ୍ରୀ ଫୱାଦ ଚୌଧୁରୀ ପ୍ରତିକ୍ରିୟା…

ମୁଖ୍ୟମନ୍ତ୍ରୀଙ୍କ ପାଟଣାଗଡ ଗସ୍ତ; ୨୩ଟି ପ୍ରକଳ୍ପ ଉଦଘାଟନ ଓ ଭିତ୍ତି ପ୍ରସ୍ତର ସ୍ଥାପନ

ପାଟଣାଗଡ(ଓଡ଼ିଶା ଭାସ୍କର): ପାଟଣାଗଡ଼ରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ବଲାଙ୍ଗୀର ଜିଲ୍ଲା ଗସ୍ତରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆସିଥିବା ବେଳେ ବିଭିନ୍ନ ପ୍ରକଳ୍ପ ଲୋକାର୍ପଣ କରିବା ସହ ବିଜୁ ସ୍ୱାସ୍ଥ୍ୟ…

ଆଞ୍ଜେଲ ପିହୁଙ୍କ ହନିଟ୍ରାପ; ହ୍ୱାଟ୍ସଆପରେ ଲୁଟି ନେଲେ ୧୫ ଲକ୍ଷ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): କମିଶନରେଟ ପୋଲିସ ହାତରେ ଧରା ପଡିଲେ ଆଞ୍ଜେଲ ପିହୁ । ନିଜକୁ ପ୍ରତିଷ୍ଠିତ କଲେଜର କର୍ମଚାରୀ କିମ୍ବା ଇନ୍ସୁରାନ୍ସ ଏଜେଣ୍ଟ କହି ହ୍ୱାଟସଆପରେ ଚାଟିଙ୍ଗ କରୁଥିଲେ ଓ ମିଠା ମିଠା କଥା କହି…

ଜଳକା ନଦୀରେ ୫ ଶହ ପୁଟର ଘାଇ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଉତ୍ତର ଓଡ଼ିଶାରେ ସୃଷ୍ଟି ହୋଇଛି ପ୍ରଳୟଙ୍କରୀ ବନ୍ୟା ପରସ୍ଥିତି । ବାଲେଶ୍ୱରରେ ରହିଥିବା ଜଳକା ନଦୀରେ ୫୦୦ ଫୁଟର ଘାଇ ସୃଷ୍ଟି ହେବା କାରଣରୁ ବ୍ୟାପକ ଅଞ୍ଚଳ ଜଳମଗ୍ନ କରିଛି । ଏକତାଳି…

IRCTC ୱେବସାଇଟରୁ ବଗ୍ ବାହାର କଲେ ୧୭ ବର୍ଷର ଛାତ୍ର; ଲକ୍ଷ ଲକ୍ଷ ଲୋକଙ୍କ ବ୍ୟକ୍ତିଗତ ଡାଟା ସୁରକ୍ଷିତ

ନୂଆଦିଲ୍ଲୀ: ଜଣେ ୧୭ ବର୍ଷୀୟ ବାଳକ ତଥା ଦ୍ୱାଦଶ ଶ୍ରେଣୀର ଛାତ୍ରଙ୍କ ଯୋଗୁଁ ଲକ୍ଷ ଲକ୍ଷ ଲୋକଙ୍କ ବ୍ୟକ୍ତିଗତ ତଥ୍ୟ ଚୋରି ହେବାରୁ ବଞ୍ଚିଯାଇଛି । ଆଇଆରସିଟିସି ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ ଏହି ଦ୍ୱାଦଶ ଶ୍ରେଣୀର…

ପୁଣି ସଙ୍କଟରେ IPL; ନଟରାଜନ କରୋନା ପଜିଟିଭ

ନୂଆଦିଲ୍ଲୀ: କରୋନା କାରଣରୁ ଆଇପିଏଲକୁ ଅଧାରେ ରଖାଯାଇଥିବା ବେଳେ ବର୍ତ୍ତମାନ ଏହାକୁ ୟୁଏଇ ସ୍ଥାନାନ୍ତର କରାଯାଇଛି । ବୁଧବାର ସନରାଇଜର୍ସ ହାଇଦ୍ରାବାଦର ଖେଳାଳି ଟି ନଟରାଜନ କରୋନା ପଜିଟିଭ ହେବା ସହିତ ଆଇପିଏଲକୁ ନେଇ…

ଆପଣ ୧୦, ୧୫ ନା ୨୦….. କେତେ ବର୍ଷରେ କୋଟିପତି ହେବାକୁ ଚାହାନ୍ତି, ଏହା ହେଉଛି ନିବେଶ କରିବାର ଫର୍ମୂଲା

ନୂଆଦିଲ୍ଲୀ: ଆଜିକାଲି ସମସ୍ତେ କମ୍ ସମୟ ମଧ୍ୟରେ ପୁଳା ପୁଳା ଟଙ୍କା ରୋଜଗାର କରିବାକୁ ଚାହାନ୍ତି । ସେଥିପାଇଁ ଅନେକ ଲୋକ ଭିନ୍ନ ଭିନ୍ନ ତରିକା ଆପଣାଇଥାନ୍ତି । ସେଥିମଧ୍ୟରୁ ନିବେଶ ହେଉଛି ଏକ ପ୍ରକୃଷ୍ଟ ମାଧ୍ୟମ ।…

ସ୍କୁଲ ଭିତରେ ଶିକ୍ଷୟିତ୍ରୀଙ୍କ ତଣ୍ଟି କାଟିଲା ସ୍ୱାମୀ

ବଲାଙ୍ଗିର(ଓଡ଼ିଶା ଭାସ୍କର): ସ୍କୁଲ ଭିତରେ ପଶି ଶିକ୍ଷୟିତ୍ରୀ ପତ୍ନୀଙ୍କ ତଣ୍ଟି କାଟିଛି ସ୍ୱାମୀ । ଏଭଳି ଅଘଟଣ ବଲାଙ୍ଗିର ଜିଲ୍ଲା ପୁଇଁତଳା ତାନା ଦୁର୍ଗାପାଲ୍ଲୀ ଉଚ୍ଚ ବିଦ୍ୟାଳୟରେ ଘଟିଯାଇଛି । ସ୍ୱାମୀର ଆକ୍ରମଣ…

ଟି-୨୦ ବିଶ୍ଵ କପରୁ ସସପେଣ୍ଡ ହୋଇପାରେ ତାଲିବାନ, ଏହି କାରଣରୁ କଡା ନିଷ୍ପତ୍ତି ନେଇପାରେ ଆଇସିସି

ନୂଆଦିଲ୍ଲୀ : ଆଫଗାନିସ୍ତାନ କ୍ରିକେଟ୍ ଟିମର ଆଇସିସି ଟି-୨୦ ବିଶ୍ କପ୍ ଖେଳିବା ନେଇ ସନ୍ଦେହ ଉପୁଜିଛି। ଯଦି ଆଫଗାନିସ୍ତାନ କ୍ରିକେଟ୍ ଦଳ ତାଲିବାନର ପତାକା ତଳେ ଖେଳେ ତେବେ ଅନ୍ତର୍ଜାତୀୟ  କ୍ରିକେଟ୍ ପରିଷଦ(ଆଇସିସି)…

ପାକିସ୍ତାନର ବାୟୁକ୍ଷେତ୍ର ଦେଇ ଯାତ୍ରା କରିବ ମୋଦୀଙ୍କ ବିମାନ, ଆଫଗାନିସ୍ତାନରୁ ବର୍ତ୍ତିବା ପାଇଁ ନିଆଗଲା ଏମିତି ନିଷ୍ପତ୍ତି

ନୂଆଦିଲ୍ଲୀ : ଆମେରିକା ଅଭିମୁଖେ ଯାତ୍ରା କରିଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ବିମାନ ପାକିସ୍ତାନର  ବାୟୁ କ୍ଷେତ୍ର ଦେଇ ଗତି କରିବ। ପ୍ରଧାନମନ୍ତ୍ରୀ ମୋଦୀ ତିନି ଦିନିଆ ଆମେରିକା ଗସ୍ତରେ ଯାତ୍ରା…