ଭଉଣୀ ବାହାଘର ପାଇଁ କ୍ୱାରେଣ୍ଟାଇନରୁ ଚମ୍ପଟ ମାରିଲେ ସଂକ୍ରମିତ ଯୁବତୀ

ଭଉଣୀ ବାହାଘରରେ ସାମିଲ ହେବା ପାଇଁ କ୍ୱାରେଣ୍ଟାଇନ ସେଣ୍ଟରରୁ ଚମ୍ପଟ ମାରିଲେ ଯୁବତୀ । ଏଭଳି ଘଟଣା ମଧ୍ୟପ୍ରଦେଶର ସିହୋର ଜିଲ୍ଲାର ଶ୍ୟାମପୁର ତହସିଲ ମୁଖ୍ୟାଳୟରେ ଘଟିଯାଇଛି । କରୋନା ସଂକ୍ରମିତ ଯୁବତୀଙ୍କୁ ପରେ…

ସିକ୍କିମକୁ ଛୁଇଁଲା କରୋନା, ଜଣେ ଆକ୍ରାନ୍ତ ଚିହ୍ନଟ

ସିକ୍କିମ, ୨୩ା୫: ଆଜି ସିକ୍କିମରେ ପ୍ରଥମ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଆକ୍ରାନ୍ତ ଜଣକ ବୟସ ୨୫ବର୍ଷ । ସେ ଦିଲ୍ଲୀରୁ ଫେରି କ୍ୱାରେଣ୍ଟିନରେ ଥିଲେ । ଏହାସହ ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଦିନକୁ ଦିନ…

ଆଗାମୀ ୧୦ ଦିନରେ ଚାଲିବ ୨୬୦୦ ଟ୍ରେନ୍: ରେଲୱେ

ନୂଆଦିଲ୍ଲୀ,୨୩ ।୫: ଆଗାମୀ ୧୦ ଦିନ ଭିତରେ ସାରା ଦେଶରେ ପାଖାପାଖୀ ୨୬୦୦ଟି ଟ୍ରେନ୍ ଚାଲିବ । ଏନେଇ ରେଳ ବିଭାଗର ଚେୟାରମ୍ୟାନ୍ ବିନୋଦ କୁମାର ୟାଦବ କହିଛନ୍ତି । ଯଦି କୌଣସି ରାଜ୍ୟ ଭିତରେ ଟ୍ରେନ୍ ଚଳାଚଳ କରିବା…

ଅମ୍ଫାନ ପ୍ରଭାବରେ ରାଜ୍ୟର ୧୦ଜିଲ୍ଲା ପ୍ରଭାବିତ

ଭୁବନେଶ୍ୱର, ୨୩ା୫(ଓଡ଼ିଶା ଭାସ୍କର): ରାଜ୍ୟରେ ଅମ୍ଫାନ କ୍ଷୟକ୍ଷତିର ଆକଳନ ରିପୋର୍ଟ ଦେଇଛନ୍ତି ସରକାର । ବାତ୍ୟା ଅମ୍ଫାନ ପ୍ରଭାବରେ ରାଜ୍ୟର ୧୦ଜିଲ୍ଲା ପ୍ରଭାବିତ ହୋଇଛି । ୧୦ଜିଲ୍ଲାଗୁଡ଼ିକ ହେଉଛି ବାଲେଶ୍ୱର, ଭଦ୍ରକ,…

ରାଜ୍ୟରେ ଆଉ ୬୨ କରୋନା ଆକ୍ରାନ୍ତ ସୁସ୍ଥ

ଭୁବନେଶ୍ୱର, ୨୩ା୫(ଓଡ଼ିଶା ଭାସ୍କର): ରାଜ୍ୟରେ ଆଉ ୬୨କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ଏହାସହ ଓଡ଼ିଶାରେ କରୋନା ଆକ୍ରାନ୍ତଙ୍କ ସୁସ୍ଥ ସଂଖ୍ୟା ୪୯୮କୁ ବୃଦ୍ଧି ପାଇଛି । ସୁସ୍ଥ ହୋଇଥିବା ୬୨ଆକ୍ରାନ୍ତଙ୍କ ମଧ୍ୟରେ…

ବିବାହ ପ୍ରଲୋଭନ ଦେଖାଇ ଯୌନ ସମ୍ପର୍କ ରଖିବା ବଳାତ୍କାର ନୁହେଁ: ଓଡିଶା ହାଇକୋର୍ଟ

କଟକ, ୨୩ା୫(ଓଡ଼ିଶା ଭାସ୍କର): ଓଡ଼ିଶା ହାଇକୋର୍ଟ ଏକ ଗୁରୁତ୍ୱପୂର୍ଣ୍ଣ ରାୟ ଶୁଣାଇଛନ୍ତି । ହାଇୋକର୍ଟଙ୍କ ରାୟ ଅନୁସାରେ ବିବାହ ପ୍ରଲୋଭନ ଦେଖାଇ ଯୌନ ସମ୍ପର୍କ ରଖିବା ବଳାତ୍କାର ନୁହେଁ । ଏକ ମାମଲାରେ ଶୁଣାଣି ବେଳେ…

ରାଜ୍ୟରେ ହୋମ ଡ଼େଲିଭରି ହେବ ମଦ, ହେଲେ କେବେଠୁ ଜାଣନ୍ତୁ

ଭୁବନେଶ୍ୱର, ୨୩ା୫(ଓଡ଼ିଶା ଭାସ୍କର): ରାଜ୍ୟରେ ମଦ ହୋମ ଡ଼େଲିଭରି ପାଇଁ ଅନୁମତି ମିଳିଛି । ଆସନ୍ତା ୨୪ରୁ ଏହି ନିୟମ କାର୍ଯ୍ୟକାରୀ ହେବ । କିନ୍ତୁ କଣ୍ଟେନମେଣ୍ଟ ଜୋନରେ ଏହି ନିୟମ ଲାଗୁ ହେବ ନାହିଁ । କୌଣସି କାଉଣ୍ଟରରେ…