ଚମତ୍କାର ! ମରିବାର ୪୫ ମିନିଟ୍ ପରେ ପୁଣି ଜୀବିତ ହେଲେ ମହିଳା, ଭଗବାନଙ୍କୁ ଦେଲେ ଧନ୍ୟବାଦ

ୱାଶିଂଟନ୍: ମୃତ୍ୟୁ ପରେ ପୁନଃ ଜୀବିତ ହେବା ଘଟଣା କୌଣସି ବଡ଼ ଚମତ୍କାରଠାରୁ କମ୍ ନୁହେଁ । ଏପରି ଏକ ମାମଲା ଆମେରିକାର ମ୍ୟାରୀଲ୍ୟାଣ୍ଡରୁ ସାମ୍ନାକୁ ଆସିଛି । ସେଠାରେ ଜଣେ ମହିଳା ମରିବାର ୪୫ ମିନିଟ ପରେ ପୁଣିଥରେ…

ACF ସୌମ୍ୟ ମାମଲା: ଶେଷ ହେଲା ବିଦ୍ୟାଙ୍କ ଲାଏ ଡିଟେକ୍ସନ ଟେଷ୍ଟ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ବହୁ ଚର୍ଚ୍ଚିତ ପାରଳାଖେମୁଣ୍ଡି ଏସିଏଫ୍ ସୌମ୍ୟରଞ୍ଜନ ମହାପାତ୍ରଙ୍କ ମୃତ୍ୟୁ ଘଟଣାରେ ଶେଷ ହୋଇଛି ପତ୍ନୀ ବିଦ୍ୟାଭାରତୀଙ୍କ ଲାଏ ଡିଟେକ୍ସନ ଟେଷ୍ଟ । ପ୍ରାୟ ୪ ଘଣ୍ଟା ସମୟ ଧରି ଡିଟେକ୍ସନ…

ଶୁନଶାନ୍ ଜାଗାରେ ସେକ୍ସ କରୁଥିଲେ ପୋଲିସ୍ କର୍ମୀ, ସବୁକିଛି ହେଲା ରେକର୍ଡ; ତାପରେ…

ଲଣ୍ଡନ: ୟୁକେର ସୁରେରୁ ଏକ ଆଶ୍ଚର୍ଯ୍ୟ କରିବା ପରି ମାମଲା ସାମନାକୁ ଆସିଛି । ଏଠାରେ ଜଣେ ମହିଳା ଓ ପୋଲିସ୍ କର୍ମୀଙ୍କ ଉପରେ ଅଭିଯୋଗ ଅଣାଯାଇଛି । ଅଭିଯୋଗ ଏହା ଯେ, ଏମାନେ ଦୁଇଜଣ ଡ୍ୟୁଟି କରିବା ସମୟରେ ଗାଡ଼ି ଭିତରେ…

CHSE ସାମନାରେ ହାତ କାଟିଲେ ଛାତ୍ରୀ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଉଚିତ୍ ମୁଲ୍ୟାୟନ ଦାବିରେ ସିଏଏସଇ ସାମନାେରେ ହାତ କାଟିଦେଲେ ଛାତ୍ରୀ । ଯୁକ୍ତ ୨ ଏକ୍ସ ରେଗୁଲାର୍ ଡ୍ରପଆଉଟ୍ ଛାତ୍ରୀ ହାତ କାଟିଛନ୍ତି । ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ କାର୍ଯ୍ୟାଳୟ…

ମୃତ ଜ୍ୟୋତିପ୍ରକାଶଙ୍କ ପରିବାରକୁ ସହାୟତା ଘୋଷଣା, ଜାଣନ୍ତୁ କେତେ କହିଲେ ମନ୍ତ୍ରୀ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଭୁବନେଶ୍ୱର ଗଣ୍ଡମୁଣ୍ଡା ସୌଭାଗ୍ୟନଗରର ନାଳଭିତରେ ଗତକାଲି ଭାସିଯାଇଥିବା ଦଶମ ଛାତ୍ର ଜ୍ୟୋତିପ୍ରକାଶ ବେହେରାଙ୍କ ମୃତଦେହ ଆଜି ଉଦ୍ଧାର ହୋଇଛି । ପାଣିରେ ଭାସିଯାଇ ମୃତ ଜ୍ୟୋତିଙ୍କ ପରିବାର…

ବିବାହର ୩ଦିନ ପୂର୍ବରୁ ଛୁଆକୁ ଜନ୍ମ ଦେଲା କନ୍ୟା, କହିଲେ- ଗର୍ଭବତୀ ଥିଲି ବୋଲି ଜାଣିନଥିଲି

ଲଣ୍ଡନ: ବିବାହର ତିନିଦିନ ପୂର୍ବରୁ ଗୋଟିଏ ସନ୍ତାନକୁ ଜନ୍ମ ଦେଲା କନ୍ୟା । ଏହିଭଳି ଏଭ ଅଜବ ଖବର ଆସିଛି ଲଣ୍ଡନରୁ । ,ଏହି ଖବର ସମ୍ପର୍କରେ ମହିଳା ଜଣକ ନିଜେ ସେୟାର୍ କରି ଜଣାଇଛନ୍ତି । ସେ କହିଛନ୍ତି ଯେ, ସେ ନିଜେ ବି…

ପଞ୍ଜାବର ନୂଆ ମୁଖ୍ୟମନ୍ତ୍ରୀ ହେଲେ ଚରଣଜୀତ୍ ସିଂ ଚନ୍ନି, ୨ ଉପ-ମୁଖ୍ୟମନ୍ତ୍ରୀଙ୍କ ସହ ନେଲେ ଶପଥ

ଚଣ୍ଡିଗଡ଼: ପଞ୍ଜାବର ନବନିଯୁକ୍ତ ମୁଖ୍ୟମନ୍ତ୍ରୀ ଚରଣଜୀତ ସିଂ ଚନ୍ନି ଆଜି ୨ ଉପ-ମୁଖ୍ୟମନ୍ତ୍ରୀଙ୍କ ସହିତ ରାଜଭବନରେ ପଦ ଓ ଗୋପନୀୟତାର ଶପଥପାଠ କରିଛନ୍ତି । ଶପଥଗ୍ରହଣ ସମାରୋହରେ କଂଗ୍ରେସ ନେତା ରାହୁଲ ଗାନ୍ଧୀ ମଧ୍ୟ…

ଏକଦିବସୀୟ ଟିମର ଅଧିନାୟକ ପଦରୁ ଓହରିବେ କି କୋହଲି, ଟି-୨୦ ଓ ଆରସିବି ଛାଡ଼ିବା ପରେ ଏବେ ନେଇପାରନ୍ତି ଏହି ପଦକ୍ଷେପ

ନୂଆଦିଲ୍ଲୀ: ଟି-୨୦ ଅଧିନାୟକ ପଦରୁ ଓହରିବା ନେଇ ଘୋଷଣା କରିବା ପରେ ଏବେ ବିରାଟଙ୍କୁ ନେଇ ଚର୍ଚ୍ଚା ଜାରି ରହିଛି । କୋହଲି ଏକଦିବସୀୟ ଅଧିନାୟକ ପଦରୁ ମଧ୍ୟ ଖୁବଶୀଘ୍ର ଓହରି ପାରନ୍ତି । ଟି-୨୦ ପରେ ବିରାଟ ଆଇପିଏଲର…

ଉଦ୍ଧାର ଛାତ୍ରଙ୍କ ମୃତଦେହ ଚିହ୍ନଟ କଲେ ପରିବାର ସଦସ୍ୟ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଭୁବନେଶ୍ୱର ଗଣ୍ଡମୁଣ୍ଡା ସୌଭାଗ୍ୟନଗରର ନାଳଭିତରେ ଗତକାଲି ଭାସିଯାଇଥିବା ଦଶମ ଛାତ୍ରର ମୃତଦେହ ଆଜି ଉଦ୍ଧାର ହୋଇଛି । ଉଦ୍ଧାର ହେବା ପରେ ଛାତ୍ରଙ୍କ ମୃତଦେହକୁ ଚିହ୍ନଟ କରାଯାଇଛି ।…

୫ ମାସ ୩୨ ଦିନ ପାଇଁ ବିବାହ ଅବୈଧ ଘୋଷଣା କରିଦେଲେ ପଞ୍ଜାବ ହାଇକୋର୍ଟ

ହରିୟାଣା: ବାଲ୍ୟ ବିବାହକୁ ନେଇ ପଞ୍ଜାବ ହରିୟାଣା ହାଇକୋର୍ଟ ଏକ ଗୁରୁତ୍ୱପୂର୍ଣ୍ଣ ରାୟ ଶୁଣାଇଛନ୍ତି । ହାଇକୋର୍ଟ କହିଛନ୍ତି ଯେ, ବାଲ୍ୟ ବିବାହକୁ ମାନ୍ୟତା ଦିଆଯିବ ଯଦି ନାବାଳିକା ଏହି ବିବାହକୁ ନିଜ ତରଫରୁ ୧୮ ବର୍ଷ…