କୁକୁରକୁ ବଞ୍ଚାଇବାକୁ ଯାଇ ଜିପ୍ ସହ ଧକ୍କା ହେଲା ଅଟୋ, ୫ ମୃତ

ରାଜଗଡ଼: ମଧ୍ୟପ୍ରଦେଶର ରାଜଗଡ଼ ଜିଲ୍ଲାରେ ଗୁରୁବାର ଦିନ ଏକ ହୃଦୟଥରା ସଡ଼କ ଦୁର୍ଘଟଣା ହୋଇଛି । ଏଥିରେ ୫ ଜଣଙ୍କ ଆଖି ବୁଜିଥିବା ବେଳେ ୨ ଜଣ ଗୁରୁତର ଭାବରେ ଆହତ ହୋଇଛନ୍ତି । ଗୁରୁତର ମାନଙ୍କୁ ହସ୍ପିଟାଲରେ ଭର୍ତ୍ତି…

ଶନିବାର ରାତିରେ ବନ୍ୟା! ଏସଆରସିଙ୍କ ଗୁରୁତ୍ୱପୂର୍ଣ୍ଣ ସୂଚନା

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟରେ ଲଗାଣ ବର୍ଷା ଯୋଗୁଁ ବନ୍ୟା ପରିସ୍ଥିତି ଉପୁଜିଛି । ସମ୍ଭାବ୍ୟ ବନ୍ୟା ସମ୍ପର୍କରେ ଏସଆରସି ପ୍ରଦୀପ ଜେନା ଗୁରୁତ୍ୱପୂର୍ଣ୍ଣ ସୂଚନା ଦେଇଛନ୍ତି । ଛତିଶଗଡ଼ରେ ପ୍ରବଳ ବର୍ଷା ଯୋଗୁଁ…

ନୁସରତଙ୍କ ସନ୍ତାନର ବାପ କିଏ? ସାମନାକୁ ଆସିଲା ଜନ୍ମ ପ୍ରମାଣପତ୍ର

କୋଲକାତା: ଜଣାଶୁଣା ବଙ୍ଗାଳୀ ଅଭିନେତ୍ରୀ ତଥା ଟିଏମସି ସାଂସଦ ନୁସରତ୍ ଜହାଁ ନିଜ ପର୍ସନାଲ ଲାଇଫ୍ କୁ ନେଇ ଖୁବ୍ ଚର୍ଚ୍ଚାରେ ରହିଛନ୍ତି । ସେ ନିକଟରେ ଗୋଟିଏ ସନ୍ତାନକୁ ଜନ୍ମ ଦେଇଛନ୍ତି । କିନ୍ତୁ ତାର ବାପା କିଏ ତାକୁ…

ତାଲିବାନ ପାଇଁ ଦୁନିଆକୁ ବ୍ଲାକମେଲିଂ କରିବା ଆରମ୍ଭ କଲା ପାକିସ୍ତାନ, ଅଲକାଏଦା ଓ ଆଇଏସର ଦେଖାଇଲା ଭୟ

ନୂଆଦିଲ୍ଲୀ : ଆଫଗାନିସ୍ତାନରେ ତାଲିବାନ ସରକାରକୁ ବିଶ୍ୱ ମାନ୍ୟତା ଦେବା ପାଇଁ ପାକିସ୍ତାନ ନିଜର ସମସ୍ତ ଶକ୍ତି ଖଟାଇ ଦେଇଛି । ଖୋଦ୍ ତାଲିବାନୀ ନେତା ଯେତିକି ବିକଳ ହେଉନାହାନ୍ତି ତାଠୁ ଅଧିକ ଆକୁଳ ହେଉଛି ପାକିସ୍ତାନର…

ରାଜଙ୍କ ବିରୋଧରେ ୧୫୦୦ ପୃଷ୍ଠାର ଚାର୍ଜସିଟ୍, ସ୍ୱାମୀଙ୍କୁ ନେଇ ଏପରି କହିଲେ ଅଭିନେତ୍ରୀ ଶିଳ୍ପା ଶେଟ୍ଟୀ

ମୁମ୍ବାଇ: ବଲିଉଡ ଅଭିନେତ୍ରୀ ଶିଳ୍ପା ଶେଟ୍ଟୀଙ୍କ ପରିବାରର ସମସ୍ୟା ଦିନକୁ ଦିନ ବଢ଼ିବାରେ ଲାଗିଛି । ଏହାରି ମଧ୍ୟରେ ମୁମ୍ବାଇ କ୍ରାଇମବ୍ରାଞ୍ଚ ବୁଧବାର ଦିନ ପର୍ଣ୍ଣୋଗ୍ରାଫୀ ମାମଲାରେ ୧୫୦୦ ପୃଷ୍ଠାର ଚାର୍ଜସିଟ୍ ଦାଖଲ…

ଭୁଲରେ ଆକାଉଣ୍ଟକୁ ଟଙ୍କା ଆସିଗଲେ କଣ କରିବେ? ଜାଣନ୍ତୁ ଆରବିଆଇର ଏହି ନିୟମ ସମ୍ପର୍କରେ

ନୂଆଦିଲ୍ଲୀ: କରୋନା ମହାମାରୀ ଆରମ୍ଭ ହେବା ଦିନଠାରୁ ଅଧିକାଂଶ ଲୋକ ଅନଲାଇନ୍ ରେ ଟଙ୍କା ନେଣ ଦେଣ କରୁଛନ୍ତି । ଲୋକ ମାନେ ଏବେ ଅଧିକ ମାତ୍ରାରେ ଅନଲାଇନ୍ ଉପରେ ଭରସା କରୁଛନ୍ତି ଓ ବିଭିନ୍ନ ପ୍ରକାରର ଟ୍ରାନଜାକ୍ସନ୍ ଆପ୍…

ଅଲୋଡା ରେକର୍ଡ : ଆଇପିଏଲରେ ଶୂନ୍ୟରେ ଆଉଟ୍ ହେବାରେ ସବୁଠୁ ଆଗରେ ଅଛନ୍ତି ରୋହିତଙ୍କ ସହ ଏହି ୫ ଖେଳାଳି

ନୂଆଦିଲ୍ଲୀ : ଆଇପିଏଲ୍ ୨୦୨୧ର ଦ୍ୱିତୀୟ ପର୍ଯ୍ୟାୟ ରବିବାରଠୁ ଆରମ୍ଭ ହେଉଛି । ଏହା ପୂର୍ବରୁ ଆମେ ଏକ ରୋଚକ ରେକର୍ଡ ଜଣାଇବାକୁ ଯାଉଛୁ । ଏହି ରେକର୍ଡ ହେଉଛି ଆଇପିଏଲରେ କେଉଁ ଖେଳାଳି ସର୍ବାଧିକ ଥର ଶୂନ୍ୟରେ ଆଉଟ୍…

ସିସୋଦିଆଙ୍କ ବଡ ଘୋଷଣା-ୟୁପିରେ କ୍ଷମତାକୁ ଆସିଲେ ପ୍ରତି ଘରକୁ ୩୦୦ ୟୁନିଟ୍ ମାଗଣା ବିଜୁଳି ଦେବ ଆମ ଆଦମୀ ପାର୍ଟି

ଲଖନଉ : ଦିଲ୍ଲୀରେ କ୍ଷମତାସୀନ ଆମ ଆଦମୀ ପାର୍ଟି(ଆପ୍)ର ନଜର ଏବେ ଉତ୍ତର ପ୍ରଦେଶ ବିଧାନସଭା ଉପରେ ରହିଛି । ପଞ୍ଜାବରେ ନିଜର ସ୍ଥିତି ସୁଦୃଢ କରୁଥିବା ଆପ୍ ଏବେ ଉତ୍ତର ପ୍ରଦେଶ ବିଧାନସଭା ନିର୍ବାଚନ ଲଢିବାକୁ ଅଣ୍ଟା…

DRDO ତଥ୍ୟ ଲିକ୍ ଘଟଣା: ଆଉ ଜଣେ ଗିରଫ

ବାଲେଶ୍ୱର(ଓଡ଼ିଶା ଭାସ୍କର): ଚାନ୍ଦିପୁର ଡିଆରଡିଓ ତଥ୍ୟ ଲିକ୍ ଘଟଣାରେ ଆଉ ଜଣେ ଗିରଫ ହୋଇଛି । ପୂର୍ବରୁ ୪ଜଣଙ୍କୁ ବାଲେଶ୍ୱର ପୋଲିସ୍ ଗିରଫ କରିଥିବା ବେଳେ ଏବେ ଆଉ ଜଣଙ୍କୁ ଗିରଫ କରାଯାଇଛି । ଗିରଫ ବ୍ୟକ୍ତି ଜଣକ ହେଲେ…

ସୋନୁ ସୁଦଙ୍କ ଘରେ ଆଜି ପୁଣି ଆୟକର ବିଭାଗର କାର୍ଯ୍ୟାନୁଷ୍ଠାନ, କାଲି ଅନେକ ଘଣ୍ଟା ଧରି କରିଥିଲା ସର୍ଭେ

ମୁମ୍ବାଇ : ବଲିଉଡ କଳାକାର ଏବଂ କରୋନା କାଳରେ ଲୋକଙ୍କ ପାଇଁ ଦେବଦୂତ ପାଲଟିଥିବା ସୋନୁ ସୁଦଙ୍କ ଘର ଏବଂ ଦପ୍ତରରେ ଆଜି ପୁଣି ଆୟକର ବିଭାଗର ସର୍ଭେ ଜାରି ରହିଛି । ବୁଧବାର ୨୦ ଘଣ୍ଟାରୁ ଅଧିକ ସମୟ ଧରି ଚାଲିଥିବା ସର୍ଭେ…