ସ୍ୱତନ୍ତ୍ର ବିମାନ ଯୋଗେ କେରଳରୁ ଫେରିଲେ ୧୬୯ ଓଡ଼ିଆ ଝିଅ

ଭୁବନେଶ୍ୱର, ୨୯ା୫(ଓଡ଼ିଶା ଭାସ୍କର): କେରଳରେ ଫସିଥିବା ୧୬୯ ଓଡ଼ିଆ ଝିଅ ଆଜି ଓଡ଼ିଶା ଫେରିଛନ୍ତି । ସ୍ୱତନ୍ତ୍ର ବିମାନ ଯୋଗେ ଓଡ଼ିଶା ଫେରିଛନ୍ତି ଓଡ଼ିଆ ଝିଅ । ସମସ୍ତେ କେରଳରେ ଏକ କମ୍ପାନୀରେ କାମ କରୁଥିଲେ । କରୋନା ପାଇଁ…

କରୋନା ଭାଇରସ୍: ୨୪ଘଣ୍ଟାରେ ଦେଶରେ ୧୭୫ଜଣଙ୍କ ମୃତ୍ୟୁ

ନୂଆଦିଲ୍ଲୀ, ୨୯ା୫: ଦେଶରେ ଦିନକୁ ଦିନ କରୋନା ଆକ୍ରାନ୍ତ ଓ ମୃତ୍ୟୁ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି । ଏବେ ସୁଦ୍ଧା ଦେଶରେ କରୋନା ମୃତ୍ୟୁ ସଂଖ୍ୟା ୪ହଜାର ୭୦୬କୁ ବୃଦ୍ଧି ପାଇଛି । କରୋନା ଆକ୍ରାନ୍ତଙ୍କ ସଂଖ୍ୟା…

ପଞ୍ଚମ ପାଳିର ପ୍ରଥମ ବର୍ଷ ପୂରଣ କଲେ ନବୀନ

ଭୁବନେଶ୍ୱର, ୨୯ା୫(ଓଡ଼ିଶା ଭାସ୍କର): ପଞ୍ଚମ ପାଳିର ୧ବର୍ଷ ପୂରଣ କଲେ ନବୀନ ।୨୦୧୯ ମଇ ୨୯ ତାରିଖରେ ପଞ୍ଚମ ଥର ପାଇଁ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଥିଲେ ନବୀନ ପଟ୍ଟନାୟକ । ତାଙ୍କ ନେତୃତ୍ୱରେ ୫ମ ଥର ପାଇଁ ରାଜ୍ୟରେ…

କେଉଁ ଦିଗକୁ ମୁହଁ କରି ଖାଇବା ଶୁଭ? ଜାଣନ୍ତୁ

ବ୍ୟସ୍ତ ବହୁଳ ଜୀବନରେ ଲୋକମାନେ ଖାଇବା ସମୟରେ ଦିଗ ପ୍ରତି ଏତେ ଧ୍ୟାନ୍ ଦିଅନ୍ତି ନାହିଁ । କିନ୍ତୁ ଖାଇବା ସମୟରେ ଦିଗ ପ୍ରତି ଧ୍ୟନ ରଖିଲେ ଆପଣଙ୍କୁ ଶୁଭ ଫଳ ପ୍ରାପ୍ତ ହେବାର ଯୋଗ ରହିଛି । ତେବେ ଚାଲନ୍ତୁ ଜାଣିବା…

କରୋନାକୁ ହରାଇଲା ୩୬ ଦିନର ଶିଶୁ

ମହାରାଷ୍ଟ୍ରରେ କେବଳ ୩୬ ଦିନର ଶିଶୁ କରୋନା ବିରୋଧ ଯୁଦ୍ଧରେ ବାଜିମାର୍ କରିଛି । କିଛିଦିନ ପୂର୍ବରୁ ହିଁ ଶିଶୁଟି କରୋନା ଭାଇରସରେ ସଂକ୍ରମିତ ହୋଇଥିଲା । କିନ୍ତୁ ବର୍ତ୍ତମାନ ସମୟରେ ଶିଶୁଟି କରୋନାକୁ ହରାଇ…

ଜୁନ୍ ୧ରେ କେରଳ ଛୁଇଁବ ମୌସୁମ !

ଭୁବନେଶ୍ୱର, ୨୯/୫(ଓଡିଶା ଭାସ୍କର): ଜୁନ୍ ୧ରେ କେରଳ ଛୁଇଁବ ମୌସୁମ। ଆମ୍ଫାନ ଯିବା ପରେ ବଙ୍ଗୋପସାଗରରେ ସୃଷ୍ଟ ଘୂର୍ଣ୍ଣିଝଡ କାରଣରୁ ଭାରତ ଆଡକୁ ଅଗ୍ରସର ହେଉଛି ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ବୋଲି ସୂଚନା ମିିଳିଛି ।…

ରାଶିଫଳ, (୨୯ା୫ା୨୦୨୦, ଶୁକ୍ରବାର)

ମେଷ - ଆପଣ ପରିବାରର କାର‌୍ୟ୍ୟ କ୍ଷେତ୍ର ଏବଂ ବୈବାହିକ ଜୀବନରେ ସଫଳତାର ସ୍ୱାଦ ଉପଭୋଗ କରିବେ । ଆପଣଙ୍କର ଭବିଷ୍ୟତର ସୁଖ ସ୍ୱାଛନ୍ଦ୍ୟର ଭାବନା । ଆପଣଙ୍କ ଦିନଟି ସୁଖରେ କଟିବ । ଏହା ଅନ୍ୟମାନଙ୍କୁ ପ୍ରଭାବିତ କରିବ ।…

ଦେଶର ସବୁ ମୁଖ୍ୟମନ୍ତ୍ରୀମାନଙ୍କ ସହ କଥା ହେଲେ ଅମିତ ଶାହା

ଭୁବନେଶ୍ୱର, ୨୮/୫(ଓଡ଼ିଶା ଭାସ୍କର): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସମେତ ଦେଶର ସବୁ ମୁଖ୍ୟମନ୍ତ୍ରୀମାନଙ୍କ ସହ କଥା ହୋଇଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା । କୋଭିଡ-୧୯ ମୁକାବିଲା ନେଇ ମତ ଲୋଡ଼ିଲେ ଅମିତ…

କୋଭିଡ଼ ଆକ୍ରାନ୍ତ ଶିକ୍ଷକ ଓ ସ୍ବାସ୍ଥ୍ୟକର୍ମୀଙ୍କୁ ନବୀନଙ୍କ ପ୍ରଶଂସା

ଭୁବନେଶ୍ୱର,୨୮/୫(ଓଡ଼ିଶା ଭାସ୍କର):ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢିଚାଲିଛି। ଏହାରି ମଧ୍ୟରେ କିଛି କରୋନା ଯୋଦ୍ଧା ନିଜ ଜୀବନକୁ ପଛରେ ପକାଇ ଲୋକଙ୍କ ସହାୟତା ପାଇଁ ଆଗେଇ ଆସିଛନ୍ତି। ସେମାନଙ୍କ ମଧ୍ୟରେ…