Breaking News ଓଡ଼ିଶାରୁୁ ପୁଣି ବାହାରିଲେ ୪୭୧ ପଜିଟିଭ Sushreejyoti Routray Sep 13, 2021 ଭୁବନେଶ୍ୱର,(ଓଡିଶା ଭାସ୍କର): ରାଜ୍ୟରେ କରୋନା ସଂକ୍ରମଣ ଜାରି ରହିଛି । ପୂର୍ବ ଅପେକ୍ଷା ରାଜ୍ୟରେ ସଂକ୍ରମଣ ହ୍ରାସ ପାଇଥିଲେ ହେଁ କରୋନାର ଭୟାବହତା ଏ ପର୍ଯ୍ୟନ୍ତ ଦୂର ହୋଇନାହିଁ । ତୃତୀୟ ଲହର ଆସିସାରିଛି ବୋଲି କିଛି…
Breaking News ମିଳିଲାନି ଆମ୍ବୁଲାନ୍ସ, ରୋଗୀଙ୍କୁ ଖଟରେ ମୁଣ୍ଡେଇ ୧୨ କିମି ପାଦରେ ଚାଲିଲେ ସମ୍ପର୍କୀୟ Manas Pradhan Sep 13, 2021 ନୂଆଦିଲ୍ଲୀ: ପୂର୍ବରୁ ଓଡ଼ିଶାର ଦାନ ମାଝି ନାମକ ଜଣେ ବ୍ୟକ୍ତି ନିଜ ପତ୍ନୀଙ୍କ ମୃତଦେହକୁ କାନ୍ଧରେ ବୋହିଥିଲେ । ଉକ୍ତ ଘଟଣାଟି ସେ ସମୟରେ ସମଗ୍ର ଦେଶରେ ହଇଚଇ ସୃଷ୍ଟି ହୋଇଥିଲା । ଅନୁରୂପ ଭାବେ ଏକ ଘଟଣା ଝାଡ଼ଖଣ୍ଡରେ…
Breaking News ବର୍ଷା ଯୋଗୁଁ ୧୨ ଜିଲ୍ଲାରେ ସ୍କୁଲ ଛୁଟି, ଗଣଶିକ୍ଷା ମନ୍ତ୍ରୀଙ୍କ ଘୋଷଣା Sushreejyoti Routray Sep 13, 2021 ଭୁବନେଶ୍ୱର(ଓଡିଶା ଭାସ୍କର): ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ କାରଣରୁ ରାଜ୍ୟରେ ଲଗାଣ ବର୍ଷା ଜାରି ରହିଛି । ପ୍ରବଳ ବର୍ଷା କାରଣରୁ ୧୨ ଜିଲ୍ଲାରେ ୨ ଦିନ ପାଇଁ ସ୍କୁଲ ଛୁଟି ଘୋଷଣା କରାଯାଇଛି । ରେଡ୍…
Breaking News Civil Service କୋଚିଂ ବାବଦରେ ଖର୍ଚ୍ଚ ହେଲା ଦୁଇକୋଟି ୪୦ ଲକ୍ଷ, ମାତ୍ର ରାଜ୍ୟରୁ ପାଇଲେନି ଜଣେ Manas Pradhan Sep 13, 2021 ଭୁବନେଶ୍ୱର(ଓଡ଼ିଶା ଭାସ୍କର): ସର୍ବଭାରତୀୟ ସିଭିଲ୍ ସର୍ଭିସ୍ ପରୀକ୍ଷାରେ ଓଡ଼ିଶାର ଛାତ୍ରଛାତ୍ରୀଙ୍କ ନିମ୍ନମାନର ପ୍ରଦର୍ଶନକୁ ନେଇ ପୂର୍ବରୁ ଅନେକ ବାର ଅଭିଯୋଗ ହୋଇଆସୁଥିଲା । ତେଣୁ ଏହାକୁ ଦୃଷ୍ଟିର ରଖି ୨୦୧୬ରେ ରାଜ୍ୟ…
Breaking News ମହିଳାମାନେ ଗର୍ଭାବସ୍ଥାରେ ଏହିସବୁ ଖାଦ୍ୟ ଜମାରୁ ଖାଆନ୍ତୁ ନାହିଁ, ଶିଶୁର ଜୀବନ ହୋଇପାରେ ବିପଦପୂର୍ଣ୍ଣ Manas Pradhan Sep 13, 2021 ଗର୍ଭାବସ୍ଥାରେ ମହିଳାମାନେ ଖାଦ୍ୟପେୟ ପ୍ରତି ଧ୍ୟାନ ଦେବା ଜରୁରୀ । କାରଣ ଏହି ସମୟରେ ସାମାନ୍ୟ ଅବହେଳା ଶିଶୁ ଉପରେ ପଡ଼ିଥାଏ । ଗର୍ଭଧାରଣ ସମୟରେ କିଛି ଜିନିଷ ଖାଇବାକୁ ବାରଣ କରାଯାଇଥିବା ବେଳେ ଆଉ କିଛି ସୀମିତ…
Breaking News ଇକମୋ ଚିକିତ୍ସାରେ ଆଉ ଜଣେ ରୋଗୀ ମୃତ Sushreejyoti Routray Sep 13, 2021 କଟକ(ଓଡ଼ିଶା ଭାସ୍କର): କଟକ ଏସସିବିରେ ଇକମୋ ଚିକତ୍ସାଧୀନ ଆଉ ଜଣେ ରୋଗୀଙ୍କର ମୃତ୍ୟୁ ହୋଇଛି । ସେ ଗତ ୨୯ରେ ଫୁସଫୁସ ସଂକ୍ରମଣ ଯୋଗୁଁ ଭର୍ତ୍ତି ହୋଇଥିଲେ । ଗତ ରାତିରେ ମହିଳା ରୋଗୀଙ୍କ ମୃତ୍ୟୁ ନେଇ ମେଡିକାଲରୁ ସୂଚନା…
Breaking News ଗଭୀର ଅବପାତର ରୂପ ନେଲା ଅବପାତ Sushreejyoti Routray Sep 13, 2021 ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଅବପାତ ଅଧିକ ଘନୀଭୂତ ହୋଇ ଗଭୀର ଅବପାତରେ ପରିଣତ ହୋଇଛି । ସକାଳ ୫ଟା ୩୦ରୁ ୬ଟା ୩୦ ମଧ୍ୟରେ ଚାନ୍ଦବାଲି ଉପକୂଳ ଅତିକ୍ରମ କରିଛି । ଏହାର ପ୍ରଭାବରେ ପାରାଦୀପରେ ୨୧୯ ମିମି ବର୍ଷା ହୋଇଥିବା…
Breaking News ଟି -୨୦ ୱାଲ୍ଡକପ୍ ପରେ ରୋହିତ ଶର୍ମା ହୋଇପାରନ୍ତି ଅଧିନାୟକ, ବିରାଟ ଛାଡ଼ିବେ ପଦ! Sushreejyoti Routray Sep 13, 2021 ନୂଆଦିଲ୍ଲୀ : ଚଳିତ ବର୍ଷ ଟି -୨୦ ୱାଲ୍ଡକପ୍ ପରେ ଟି -୨୦ ଓ ଦିନିକିଆ ଟିମର ଟିମ୍ ଇଣ୍ଡିଆ ଅଧିନାୟକ ପଦ ଛାଡି ପାରନ୍ତି ବିରାଟ କୋହଲି । ତାଙ୍କ ସ୍ଥାନରେ ରୋହିତ ଶର୍ମାଙ୍କୁ ଦଳର ଅଧିନାୟକ ପଦର ଦାୟିତ୍ୱ ଦିଆଯାଇପାରେ ।…
Breaking News ନାମରୁ ଜାଣନ୍ତୁ ଝିଅମାନଙ୍କର ସ୍ୱଭାବ, ଏହିପରି ଭାଗ୍ୟଶାଳୀଙ୍କୁ ବିବାହ କଲେ ବଦଳିଯିବ ଜୀବନ Manas Pradhan Sep 13, 2021 ସାଧାରଣତଃ ଝିଅ ଓ ବୋହୂମାନଙ୍କୁ ମା’ ଲକ୍ଷ୍ମୀଙ୍କର ଅନ୍ୟ ରୂପ ବୋଲି କୁହାଯାଏ । ଘରେ ଝିଅଟିଏ ଥିଲେ ମା’ ସର୍ବଦା ଆମ ସାଥୀରେ ରହିଥାନ୍ତି ବୋଲି ଲୋକମାନେ ବିଶ୍ୱାସ କରନ୍ତି । ବିବାହ ପରେ ଝିଅଟିଏ ଅନ୍ୟ ଘରକୁ…
Featured ଗଣେଶ ମହୋତ୍ସବ ଆଣିପାରେ କରୋନାର ତୃତୀୟ ଲହର! ଚିନ୍ତା ପ୍ରକଟ କଲେ ସ୍ୱାସ୍ଥ୍ୟ ବିଶେଷଜ୍ଞ Abinash Kumar Dhal Sep 13, 2021 ମୁମ୍ବାଇ : ମହାରାଷ୍ଟ୍ରରେ କରୋନା ସଂକ୍ରମଣର ଭୟ ବଢିଛି । ତେବେ ଗଣେଷ ପୂଜା ପରେ କରୋନା ଭୂତାଣୁ ବୃଦ୍ଧି ହୋଇପାରେ ବୋଲି ସ୍ୱାସ୍ଥ୍ୟ ଅଧିକାରୀ କହିଛନ୍ତି । କେରଳରେ ଓନମ୍ ପର୍ବ ପରେ ସେଠାରେ ସଂକ୍ରମଣ ମାମଲା ବୃଦ୍ଧି…