ରାଜ୍ୟରେ ଆଉ ୩୦କରୋନା ଆକ୍ରାନ୍ତ ସୁସ୍ଥ

ଭୁବନେଶ୍ୱର, ୧୯ା୫(ଓଡ଼ିଶା ଭାସ୍କର): ରାଜ୍ୟରେ ଆଉ ୩୦କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ଏହାସହ ଓଡ଼ିଶାରେ କରୋନା ଆକ୍ରାନ୍ତଙ୍କ ସୁସ୍ଥ ସଂଖ୍ୟା ୩୦୭କୁ ବୃଦ୍ଧି ପାଇଛି । ୩୦ କରୋନା ଆକ୍ରାନ୍ତଙ୍କ ସୁସ୍ଥ ମଧ୍ୟରେ…

ଖୁସିଖବର: ମଣିଷ ଉପରେ ସଫଳ ହେଲା କରୋନା ଟୀକା

କରୋନା ଭାଇରସ୍ ସହ ସାରା ବିଶ୍ୱ ଲଢୁଥିବା ବେଳେ ଆସିଛି ଏକ ଖୁସିଖବର । ମଣିଷ ଉପରେ କରୋନା ଟୀକାର ପ୍ରୟୋଗ ସଫଳ ହୋଇଛି । ଆମେରିକାର ଔଷଧ ନିର୍ମାତା କମ୍ପାନୀ ମାଡର୍ଣ୍ଣା ପକ୍ଷରୁ ଏନେଇ ଘୋଷଣା କରାଯାଇଛି । ଆଶା…

ଫୋନରେ କେବଳ ଇଣ୍ଟରଭ୍ୟୁ ଦେଇ ପାଆନ୍ତୁ ରେଲୱେରେ ଚାକିରି, ଜାଣନ୍ତୁ ସମ୍ପୂର୍ଣ୍ଣ ପ୍ରୋସେସ୍

ଲକଡାଉନରେ ଅଲଗା-ଅଲଗା ଜୋନ୍ ପାଇଁ ନିଯୁକ୍ତି ଦେଉଛି ଭାରତୀୟ ରେଳ ବିଭାଗ । କିଛି ଦିନ ପୂର୍ବରୁ ପୂର୍ବ ତଟ ରେଳବାଇ ବିଜ୍ଞପ୍ତି ଜାରି ହୋଇଥିବା ବେଳେ ଏବେ ପଶ୍ଚିମ ରେଳବାଇ ପାଇଁ ନିଯୁକ୍ତି ବାହାରିଛି । ଏଥିପାଇଁ…

ଘଣ୍ଟାପ୍ରତି ୧୫କିମି ବେଗରେ ଗତି କରୁଛି ଅମ୍ଫନ

ଭୁବନେଶ୍ୱର, ୧୯ା୫(ଓଡ଼ିଶା ଭାସ୍କର): ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ବାତ୍ୟା ଅମ୍ଫନ ନେଇ ଏସଆରସି ପ୍ରଦୀପ ଜେନା ଏକ ସାମ୍ବାଦିକ ସମ୍ମିଳନୀ କରିଛନ୍ତି । ସେ କହିଛନ୍ତି ପାରାଦୀପଠାରୁ ୪୭୦କିମି ଦୂରରେ ରହିଛି ବାତ୍ୟା ।…

ନବୀନଙ୍କ ସହ କଥା ହେଲେ ଅମିତ ଶାହା

ଭୁବନେଶ୍ୱର, ୧୯ା୫(ଓଡ଼ିଶା ଭାସ୍କର): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସହ କଥା ହୋଇଛନ୍ତି କେନ୍ଦ୍ର  ଗୃହମନ୍ତ୍ରୀ ଅମିତ ଶାହା । ସେ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ମହାବାତ୍ୟା ଅମ୍ଫନ ମୁକାବିଲା ପ୍ରସ୍ତୁତି ନେଇ…

ଭୁବନେଶ୍ୱରକୁ ଫେରିଲା କରୋନା, ୨ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର, ୧୯ା୫(ଓଡ଼ିଶା ଭାସ୍କର): ଆଜି ଖେର୍ଦ୍ଧାରେ ଚିହ୍ନଟ ହୋଇଥିବା ୪କରୋନା ଆକ୍ରାନ୍ତଙ୍କ ମଧ୍ୟରୁ ଭୁବନେଶ୍ୱରର ୨ଜଣ ବୋଲି ଜଣାପଡ଼ିଛି । ଏହାସହ ଭୁବନେଶ୍ୱରରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୫୨କୁ ବୃଦ୍ଧି ପାଇଛି ।…

ଦିଲ୍ଲୀ ବସରେ ସରକାରଙ୍କ ନିୟମକୁ ଫୁ, ଦେଖନ୍ତୁ ଭାଇରାଲ ଭିଡିଓ

ଚତୁର୍ଥ ପର୍ଯ୍ୟାୟ ଲକଡାଉନରେ ବସ ଚଳାଚଳକୁ ଅନୁମତି ଦେଇଛନ୍ତି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ । କିନ୍ତୁ ସୋସିଆଲ ମିଡିଆରେ ଦିଲ୍ଲୀ ବସର ଏକ ଭିଡିଓ ଖୁବ୍ ଭାଇରାଲ ହେବାରେ ଲାଗିିଛି, ଯେଉଁଥିରେ ସାମାଜିକ…