ରାଜ୍ୟରେ ଆଉ ୧୦୨ କରୋନା ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର, ୧୯ା୫(ଓଡ଼ିଶା ଭାସ୍କର): ରାଜ୍ୟରେ ଆଉ ୧୦୨ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହାସହ ଓଡ଼ିଶାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୯୭୮କୁ ବୃଦ୍ଧି ପାଇଛି । ୧୦୨ ଆକ୍ରାନ୍ତଙ୍କ ମଧ୍ୟରୁ ଯାଜପୁରର ୩୧,…

ପୁଣି ଘୁଞ୍ଚିଲା ମାଟ୍ରିକ ଖାତା ଦେଖା

ଭୁବନେଶ୍ୱର, ୧୯ା୫(ଓଡ଼ିଶା ଭାସ୍କର): ପୁଣି ଘୁଞ୍ଚିଛି ମାଟ୍ରିକ ପରୀକ୍ଷା ଖାତା ଦେଖା । ୨୧ରୁ ହେବାକୁ ଥିବା ମାଟ୍ରିକ ଖାତା ଦେଖା ଘୁଞ୍ଚାଯାଇଛି । ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାସ ଏନେଇ ସୂଚନା…

ଲକଡାଉନରେ କନିଆ ବେଶ, ବାହା ହେବେ କି ସ୍ୱପ୍ନା?

ଳକ୍-ଡାଉନରେ ବଲିଉଡ ଷ୍ଟାରମାନେ ସୋସିଆଲ ମିଡିଆରେ ଅଧିକ ଆକ୍ଟିଭ ରହୁଛନ୍ତି । ଏଥିରୁ ବାଦ୍ ପଡିନାହାନ୍ତି ହରିୟାଣାର ଡ୍ୟାନ୍ସର ସ୍ୱପ୍ନା ଚୌଧୁରୀ । ସେ ନିଜର ଫ୍ୟାନ୍ସମାନଙ୍କୁ ଜୋରଦାର ଝଟକା ଦେଇଛନ୍ତି । ତେବେ…

ପାଖେଇ ଆସୁଛି ମହାବାତ୍ୟା, ପାରାଦୀପଠାରୁ ୫୭୦ କିମି ଦୂରରେ ଅମ୍ଫନ

ଭୁବନେଶ୍ୱର,୧୯/୫(ଓଡିଶା ଭାସ୍କର): ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ମହାବାତ୍ୟା ଅମ୍ଫନ ପାରାଦୀପଠାରୁ ୫୭୦ କିମି ଦୂରରେ ରହିଛି। ଗତ ୬ ଘଣ୍ଟା ଧରି ୧୪ କିମି ବେଗରେ ଗତି କରୁଛି ଅମ୍ଫନ । ଏବେ ଉତ୍ତର-ଉତ୍ତରପୂର୍ବ…

ଏହି ରାଜ୍ୟରେ ଆଜିଠାରୁ ଗଡିବ ମଦ ବୋତଲ

ମଦୁଆଙ୍କ ପାଇଁ ଖୁସ ଖବର । ଚତୁର୍ଥ ପର୍ଯ୍ୟା ଲକ-ଡାଉନରେ ଝାଡଖଣ୍ଡରେ ଆଜିଠାରୁ ମତ ଦୋକାନ ଖୋଲିବାକୁ ଯାଉଛି । ଲକଡାଉନ ୪କୁ ନେଇ ଝାଡଖଣ୍ଡ ସରକାର ନିଜର ଗାଇଡ୍ ଲାଇନ୍ ଜାରି କରିଛନ୍ତି । ଝାଡଖଣ୍ଡ ମୁଖ୍ୟମନ୍ତ୍ରୀ…

ପ୍ରବାସୀ ଓଡ଼ିଆଙ୍କ ବସ୍‌ ଦୁର୍ଘଟଣାଗ୍ରସ୍ତ

କଟକ,୧୯/୫(ଓଡ଼ିଶା ଭାସ୍କର): କଟକ ଟାଙ୍ଗୀରେ ଏକ ଅଭାବନିୟ ଘଟଣା ଘଟିଯାଇଛି। ସେଠାରେ ପ୍ରବାସୀ ଓଡ଼ିଆଙ୍କୁ ନେଇ ଆସୁଥିବା ବସ୍‌  ଦୁର୍ଘଟଣାଗ୍ରସ୍ତ ହୋଇଛି। ରାସ୍ତାରେ ଥିବା ଏକ ଟ୍ରକ୍‌କୁ ପଛରୁ ଧକ୍କା ଦେଇଛି ବସ୍‌। …

ବିମାନରେ ଯାତ୍ରା କରୁଥିବା ଲୋକଙ୍କ ପାଇଁ ଖୁସିଖବର: ଏହି ମାସରୁ ଆରମ୍ଭ ହେବ ବୁକିଂ

ମେ ୩୧ ପର୍ଯ୍ୟନ୍ତ ଲକ୍-ଡାଉନ ବଢାଇବା ସହ ବିମାନ ଉଡାଣକୁ ମଧ୍ୟ ବନ୍ଦ ରଖିଛନ୍ତି ସରକାର । ଏହାରି ମଧ୍ୟରେ କିଛି ଏୟାରଲାଇନ୍ସ କମ୍ପାନୀ ଜୁନ ମାସରୁ ବିମାନ ଉଡାଣ ପାଇଁ ବୁକିଂ ଆରମ୍ଭ କରିଛନ୍ତି ବୋଲି ସୂତ୍ରରୁ ଖବର…

ରାଶିଫଳ (୧୯।୦୫।୨୦୨୦, ମଙ୍ଗଳବାର), ଜାଣନ୍ତୁ ଆପଣଙ୍କ ଦିନ କିପରି କଟିବ

ମେଷ - ଆଜି ଦିନଟି ସନ୍ତୋଷଜନକ ଆଜିର କାର‌୍ୟ୍ୟାବଳୀ ମନରେ ଖୁସି ଭରି ଦେବ । ଅତୀତର ଧୈଯ୍ୟ ଏବଂ କଠିନ ପରିଶ୍ରମ ଫଳ ଉପଭୋଗ କରିବେ । କୌଣସି ଦ୍ୱିଧାବୋଧନ ନ କରି ସୁଫଳକୁ ବଂଧୁମାନଙ୍କ ସହିତ ମିଳି ଉପଭୋଗ କରନ୍ତୁ ।…

ଉର୍ବଶୀ ସେୟାର କଲେ ବେଡରୁମ୍ ଫଟୋ, ଯାହାକୁ ଦେଖି ଉଡିଲା ଲୋକଙ୍କ ହୋସ୍

ସାରା ଦେଶରେ ଲକ୍-ଡାଉନ୍ ଚାଲିଥିବା ବେଳେ ସମସ୍ତେ ନିଜ ସୁରକ୍ଷା ପାଇଁ ଘରେ ସମୟ ବିତାଉଛନ୍ତି । ବଲିଉଡ ଷ୍ଟାରଙ୍କ କଥା କହିଲେ , ସେମାନେ ଏହି ସମୟରେ ବେଶୀ ସୋସିଆଲ ମିଡିଆରେ ଆକ୍ଟିଭ୍ ରହୁଛନ୍ତି । ନିଜ ଫ୍ୟାନ୍ସଙ୍କ…

କାଲିଠୁ ସବୁ ବିଭାଗରେ ସବୁ କର୍ମଚାରୀ

ଭୁବନେଶ୍ୱର,୧୮/୫(ଓଡିଶା ଭାସ୍କର): କାଲିଠୁ ରାଜ୍ୟର ସବୁ ବିଭାଗର ଅଫିସରେ ସବୁ କର୍ମଚାରୀ ଯୋଗଦେବେ । କିନ୍ତୁ ଅଫିସରେ ସବୁ କର୍ମଚାରୀ ସାମାଜିକ ଦୂରତା ନିୟମ ମାନିବାକୁ ବାଧ୍ୟତାମୂଳକ କରାଯାଇଛି। ଯଦି କୌଣସି…