ଗଣେଷ ପୂଜାକୁ ନେଇ ଜାରି ହେଲା ଗାଇଡଲାଇନ୍: ବଣ୍ଟାଯିବନି ଭୋଗ, ବିସର୍ଜନରେ ୨୦ରୁ ଅଧିକ ରହିବେନି ସାମିଲ
ବେଙ୍ଗାଲୁରୁ: କର୍ଣ୍ଣାଟକରେ ଗଣେଷ ଚତୁର୍ଥୀ ପାଇଁ ରାଜ୍ୟ ସରକାର ଗାଇଡଲାଇନ୍ ଜାରି କରିଛନ୍ତି । ସରକାର ଗଣେଷ ପୂଜା ପାଇଁ ନିୟମକୁ କଡ଼ାକଡ଼ି କରିଛନ୍ତି । କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ବଡ଼ ସଭା ଓ ବିସର୍ଜନ ଉତ୍ସବରୁ…