ପ୍ରବାସୀଙ୍କ ପାଇଁ ପ୍ରାୟ ୧୨ହଜାର ମେଡ଼ିକାଲ କ୍ୟାମ୍ପ କରାଯାଇଛି: ବାଗଚୀ

ଭୁବନେଶ୍ୱର, ୬ା୫(ଓଡ଼ିଶା ଭାସ୍କର): କରୋନା ସମ୍ପର୍କିତ ଅପଡ଼େଟ ଦେଇଛନ୍ତି ଆଇଇସି ମୁଖ୍ୟ ସୁବ୍ରତ ବାଗଚୀ। ସେ କହିଛନ୍ତି ଯେ ବାହାର ରାଜ୍ୟରୁ ପ୍ରବାସୀମାନଙ୍କୁ କାହିଁକି ଫେରିବାକୁ ଦିଆଯାଉଛି ଏନେଇ କିଛି ଲୋକ ପ୍ରଶ୍ନ…

ଜାଲ୍ ଆରୋଗ୍ୟ ସେତୁ ଆପ ନେଇ ସାବଧାନ ରୁହନ୍ତୁ , ନଚେତ ଚୋରି ହୋଇପାରେ ଡାଟା

ଭୁବନେଶ୍ୱର, ୬ା୫(ଓଡ଼ିଶା ଭାସ୍କର): ସୋସିଆଲ ମିଡ଼ିଆରେ ଘୁରି ବୁଲୁଛି ଆରୋଗ୍ୟ ସେତୁ ଆପ୍ ଲିଙ୍କ୍ । ଜାଲ୍ ଆରୋଗ୍ୟ ସେତୁ ଆପ୍ ନେଇ କମିସନରେଟ ପୋଲିସ ପକ୍ଷରୁ ସଚେତନତା କରାଯାଇଛି । ଆରୋଗ୍ୟ ସେତୁ ଆପ୍ ଡାଉନଲୋଡ଼ ପାଇଁ…

ରାଜ୍ୟରେ ଆଉ ଜଣେ ପଜିଟିଭ୍, ଆକ୍ରାନ୍ତଙ୍କ ସଂଖ୍ୟା ୧୮୦କୁ ବୃଦ୍ଧି

ଭୁବନେଶ୍ୱର, ୬ା୫(ଓଡ଼ିଶା ଭାସ୍କର): ରାଜ୍ୟରେ ଆଉ ଜଣେ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହାସହ ଓଡ଼ିଶାରେ କରୋନା ଆକ୍ରାନ୍ତଙ୍କ ୧୮୦କୁ ବୃଦ୍ଧି ପାଇଛି । ଆକ୍ରାନ୍ତ ଜଣକ ଯାଜପୁରର ବୋଲି ଜଣାପଡ଼ିଛି । ଯାଜପୁରରେ…

ଜୁଲାଇ ୨୪ରେ ହେବ +୩ ପରୀକ୍ଷା

ଭୁବନେଶ୍ୱର, ୬ା୫(ଓଡ଼ିଶା ଭାସ୍କର): +୩ ଶେଷ ବର୍ଷ ସେମିଷ୍ଟାର ପରୀକ୍ଷା ଜୁଲାଇ ୨୪ତାରିଖରେ ହେବ ।  ଅଗଷ୍ଟ ୨୦ ତାରିଖରେ ପିଜି ଶେଷ ବର୍ଷ ସେମିଷ୍ଟାର ପରୀକ୍ଷା ହେବ । ପିଜି କମନଆଡ଼ମିଶନ ଟେଷ୍ଟ ସେପ୍ଟମ୍ବରରୁ ଅକ୍ଟୋବର…

ଯାଜପୁରରେ ଆଉ ଜଣେ ପଜିଟିଭ୍, ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୧୭୯କୁ ବୃଦ୍ଧି

ଭୁବନେଶ୍ୱର, ୬ା୫(ଓଡ଼ିଶା ଭାସ୍କର): ରାଜ୍ୟରେ ଆଉ ଜଣେ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହାସହ ଓଡ଼ିଶାରେ କରୋନା ଆକ୍ରାନ୍ତଙ୍କ ୧୭୯କୁ ବୃଦ୍ଧି ପାଇଛି । ଆକ୍ରାନ୍ତ ଜଣକ ଯାଜପୁରର ବୋଲି ଜଣାପଡ଼ିଛି । ଯାଜପୁରରେ…

ରଥ ନିର୍ମାଣ ପ୍ରସଙ୍ଗ, କେନ୍ଦ୍ରଠୁ ଅନୁମତି ମାଗିଲା ରାଜ୍ୟ

ପୁରୀ, ୬ା୫(ଓଡ଼ିଶା ଭାସ୍କର): ମହାପ୍ରଭୁଙ୍କ ରଥ ନିର୍ମାଣରେ ବିଳମ୍ବ ହୋଇଛି । ଆଜି ଏହି ପ୍ରସଙ୍ଗରେ କେନ୍ଦ୍ରଠାରୁ ଅନୁମତି ମାଗିଛି ରାଜ୍ୟ । ଏହାସହ ଏହି ରଥଯାତ୍ରା ନିର୍ମାଣ ପ୍ରସଙ୍ଗରେ ନନ୍ଦିଘୋଷ ମୁଖ୍ୟ ମହାରଣା ବିଜୟ…