ଡଙ୍ଗାରେ ଫେରିବା ଘଟଣାର ତଦନ୍ତ ପାଇଁ ମନ୍ତ୍ରୀଙ୍କ ନିର୍ଦ୍ଦେଶ

ଭୁବନେଶ୍ୱର,୨୬ ।୪(ଓଡିଶା ଭାସ୍କର): ଚେନ୍ନାଇ ଉପକୂଳରୁ ଡଙ୍ଗାରେ ଶ୍ରମିକମାନେ ଲୁଚି ଲୁଚି ଗଞ୍ଜାମ ଫେରିବା ଘଟଣାର ତଦନ୍ତ ପାଇଁ ନିର୍ଦ୍ଦେଶ ହୋଇଛି । ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା ଏନେଇ ନିର୍ଦ୍ଦେଶ ଦେଇଛନ୍ତି ।…

କରୋନା ବିରୋଧରେ ଯୁଦ୍ଧ କରୁଛନ୍ତି ଜନତା: ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ,୨୬ ।୪: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପୁଣି ଥରେ ରେଡିଓ କାର୍ଯ୍ୟକ୍ରମ ‘ମନ୍ କି ବାତ୍’ରେ ଦେଶକୁ ସମ୍ବୋଧିତ କରିଛନ୍ତି । ମୋଦୀ କହିଛନ୍ତି ଯେ, ‘ଭାରତରେ କରୋନା ବିରୋଧରେ ଦେଶବାସୀ ଲଢୁଛନ୍ତି । ଭାଇରସ…

୩ ଜିଲ୍ଲାରୁ ହଟିଲା ସଟ୍-ଡାଉନ୍

ଭୁବନେଶ୍ୱର,୨୬ ।୪(ଓଡିଶା ଭାସ୍କର): ରାଜ୍ୟର ୩ଟି ଜିଲ୍ଲାରୁ ୬୦ ଘଣ୍ଟିଆ ସଟ୍-ଡାଉନକୁ ଆଜି ହଟାଯାଇଛି । ସେହି ୩ଟି ଜିଲ୍ଲା ହେଉଛି-ବାଲେଶ୍ୱର, ଭଦ୍ରକ ଓ ଯାଜପୁର । ସେଠାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢୁଥିବାରୁ ୨୩…

ରାଜ୍ୟରେ ଆଉ ୩ କରୋନା ରୋଗୀ ଚିହ୍ନଟ,ଆକ୍ରନ୍ତଙ୍କ ସଂଖ୍ୟା ୧୦୩ ଛୁଇଁଲା

ଭୁବନେଶ୍ୱର:୨୬ ।୪(ଓଡିଶା ଭାସ୍କର):ରାଜ୍ୟରେ ଆଜି ଆଉ ୩ ଜଣ କରୋନା ପଜେଟିଭ ରୋଗୀ ଚିହ୍ନଟ ହୋଇଛନ୍ତି । ଗତ କାଲି ୧୦୦ ଛୁଇଁଥିବା କରୋନା ପଜେଟିଭଙ୍କ ସଂଖ୍ୟା ଏବେ ୧୦୩ ଛୁଇଁଛି । କିନ୍ତୁ ଚିନ୍ତାର କଥା ହେଉଛି କି…

ଚୁଟି ଦାଢ଼ି ବଢ଼ିଯାଉ ଯାଆନ୍ତୁନି ସେଲୁନ ,ସେଲୁନରେ ଚୁଟି କାଟି ୬ କରୋନା ସଂକ୍ରମିତ

ଭୁବନେଶ୍ୱର:୨୬ ।୪(ଓଡିଶା ଭାସ୍କର): ସେଲୁନରେ ଚୁଟି କାଟି କରୋନା ସଂକ୍ରମିତ । ଏକାଥରକେ ୬ ଜଣ କରୋନା ଆକ୍ରାନ୍ତ ହୋଇଛନ୍ତି । ଆହୁରି ୧୨ ଜଣ ଆକ୍ରାନ୍ତ ହେବା ନେଇ ସନ୍ଦେହ ସୃଷ୍ଟି ହୋଇଛି । ସମସ୍ତଙ୍କ ସ୍ୱାବ ଟେଷ୍ଟ…

ଆଜି ପ୍ରଧାନମନ୍ତ୍ରୀଙ୍କ ମନ କି ବାତ

ଭୁବନେଶ୍ୱର:୨୬ ।୪(ଓଡିଶା ଭାସ୍କର): ଆଜି ଦେଶବାସୀଙ୍କୁ ସମ୍ବୋଧିତ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଦିନ ୧୧ରେ ମନ କି ବାତ କାର୍ଯ୍ୟକ୍ରମ ମାଧ୍ୟମରେ ସଂବୋଧିତ କରିବେ । ମାର୍ଚ୍ଚ ୩ ତାରିଖରେ ଲକ ଡାଉନ ଅବଧି…

କରୋନା ମୁକାବିଲା ପାଇଁ ଆମେରିକାକୁ ଭିକ ମାଗୁଛି ,ସେପଟେ ମିଶାଇଲ ଟେଷ୍ଟ କରୁଛି ପାକିସ୍ତାନ

ଭୁବନେଶ୍ୱର:୨୬ ।୪(ଓଡିଶା ଭାସ୍କର):ସାରା ବିଶ୍ୱରେ କରୋନା ପାଇଁ ହାହାକାର । ଆର୍ଥିକ ମାନ୍ଦାବସ୍ଥା । କରୋନା ଟୀକା ପ୍ରସ୍ତୁତିରେ ଲାଗିଛନ୍ତି ପ୍ରାୟ ୭୦ ଦେଶର ଗବେଷକ । ଏଭଳି ସମୟରେ ମିଶାଇଲ ଟେଷ୍ଟ କରିଛି…