Breaking News ବଢ଼ିପାରେ ଲକଡାଉନ୍: ୧ଟା ୪୫ରେ ମୁଖ୍ୟ ସଚିବଙ୍କ ପ୍ରେସମିଟ୍ Odisha Bhaskar Bureau May 18, 2021 ଭୁବନେଶ୍ୱର(ଓଡିଶା ଭାସ୍କର) : ରାଜ୍ୟରେ କୋଭିଡ୍ ସଂକ୍ରମଣ ବଢ଼ୁଥିବାରୁ ଲକଡାଉନ୍ ଲାଗୁ କରାଯାଇଛି । ସରକାର ମେ ୫ରୁ ୧୯ ତାରିଖ ପର୍ଯ୍ୟନ୍ତ ଲକଡାଉନ୍ ଲାଗୁ କରିଥିବା ବେଳେ ଆସନ୍ତାକାଲି ଏହା ସରିବାକୁ ଯାଉଛି । ଏହା…
Featured କଂଗ୍ରେସରେ ବଢିଲା ଦଳୀୟ କନ୍ଦଳ: ସିଧୁ ମାଗୁଛନ୍ତି ଉପ ମୁଖ୍ୟମନ୍ତ୍ରୀ ପଦ, ମାନିବାକୁ ନାରାଜ କ୍ୟାପଟେନ୍ ଅମରିନ୍ଦର Odisha Bhaskar Bureau May 18, 2021 ଚଣ୍ଡିଗଡ ୧୮ ।୦୫: ପଞ୍ଜାବରେ ବିଧାନସଭା ନିର୍ବାଚନ ପୂର୍ବରୁ କଂଗ୍ରେସରେ ଦଳୀୟ କନ୍ଦଳ ଆରମ୍ଭ ହୋଇ ଯାଇଛି । ମୁଖ୍ୟମନ୍ତ୍ରୀ କ୍ୟାପଟେନ୍ ଅମରିନ୍ଦର ସିଂହ ଓ ନବଜୋତ ସିଂହ ସିଧୁଙ୍କ ମଧ୍ୟରେ ଥିବା ମତଭେଦକୁ ଦୂର କରିବା…
Breaking News କରୋନାରେ ପ୍ରାଣ ହରାଇଲେ କେନ୍ଦ୍ରମନ୍ତ୍ରୀ ସଞ୍ଜୀବ ବଲ୍ୟାନଙ୍କ ଭାଇ ଜିତେନ୍ଦ୍ର Odisha Bhaskar Bureau May 18, 2021 ମୁଜାଫର ନଗର(ଉତ୍ତର ପ୍ରଦେଶ): କେନ୍ଦ୍ରମନ୍ତ୍ରୀ ସଞ୍ଜୀବ ବଲ୍ୟାନ୍ ଙ୍କ ସମ୍ପର୍କୀୟ ଭାଇ ଜିତେନ୍ଦ୍ର ବଲ୍ୟାନ୍ ଙ୍କ କରୋନା ଜନିତ ମୃତ୍ୟୁ ଘଟିଛି । ପରିବାର ଲୋକଙ୍କ ସୂଚନା ଅନୁସାରେ ଦିଲ୍ଲୀ ଏମ୍ସରେ ଜିତେନ୍ଦ୍ରଙ୍କୁ…
Breaking News ଯୁବବର୍ଗ ପାଇଁ ପ୍ରେରଣା: ଇଞ୍ଜିନିୟରିଂ ଚାକିରି ଛାଡ଼ି ଦୁଗ୍ଧ ବ୍ୟବସାୟ କରୁଥିଲେ ଯୁବକ, ଏବେ କୋଟିପତି Manas Pradhan May 18, 2021 ଦୃଢ଼ ଆତ୍ମବିଶ୍ୱାସ, ଅଧ୍ୟବସାୟ, କଠୋର ପରିଶ୍ରମ ଓ ଧୈର୍ଯ୍ୟ ବଳରେ ମଣିଷ ପ୍ରତ୍ୟେକ କ୍ଷେତ୍ରରେ ସଫଳତା ପାଇପାରିବ, ଏକଥାକୁ ପ୍ରମାଣିତ କରିଛନ୍ତି କିଶୋର ଇନ୍ଦୁକୁରି । ମୋଟା ଅଙ୍କର ଦରମାରେ ଏକ କମ୍ପାନୀରେ ଚାକିରି…
Breaking News ନୁଆ ଆଇସିୟୁ ୱାର୍ଡ ଛାତରୁ ଗଳୁଛି ପାଣି, ଭିଡିଓ ଭାଇରାଲ୍ Odisha Bhaskar Bureau May 18, 2021 ମଧ୍ୟପ୍ରଦେଶ : ବିଭିନ୍ନ ରାଜ୍ୟରେ ବର୍ତ୍ତମାନ କରୋନା ସଂକ୍ରମଣ ବଢ଼ୁଥିବା ବେଳେ ଏହାର ମୁକାବିଲା କରିବାକୁ ଯାଇ କେନ୍ଦ୍ର ତଥା ରାଜ୍ୟ ସରକାର ଚିକିତ୍ସା ଭିତ୍ତିଭୂମି ଉପରେ ଅଧିକ ଧ୍ୟାନ ଦେଉଛନ୍ତି । ହେଲେ କିଛି ସ୍ଥାନରେ…
Featured ସାହାଯ୍ୟ କରିଥିବା ପ୍ରମାଣ ଦେଲେ ସୋନୁ, ପ୍ରଶଂସା କଲେ ଗଞ୍ଜାମ ଜିଲ୍ଲାପାଳ Odisha Bhaskar Bureau May 18, 2021 ବ୍ରହ୍ମପୁର(ଓଡ଼ିଶା ଭାସ୍କର): ମହାମାରୀ କରୋନା ଆରମ୍ଭ କାଳରୁ ଲୋକଙ୍କୁ ସହାୟତାର ହାତ ବଢ଼ାଇ ସବୁରି ମହଲରେ ପ୍ରଶଂସାର ପାତ୍ର ହୋଇଛନ୍ତି ବଲିଉଡ୍ ଅଭିନେତା ସୋନୁ ସୁଦ୍ । ଏପରିକି ସୋଶାଲ୍ ସାଇଟ୍ ଜରିଆରେ ଲୋକେ ସହାୟତା…
Breaking News ବାତ୍ୟା ତଉକ୍ତେ ପ୍ରଭାବ: ବୁଡିଗଲା ଜାହାଜ, ୧୭୧ ନିଖୋଜ Odisha Bhaskar Bureau May 18, 2021 ମୁମ୍ବାଇ : ଆରବ ସାଗରରେ ସୃଷ୍ଟି ହୋଇଥିବା ବାତ୍ୟା ତଉକ୍ତେର ତାଣ୍ଡବ ଜାରି ରହିଛି । ଏହାର ପ୍ରଭାବରେ ଉପକୂଳବର୍ତ୍ତୀ ୫ଟି ରାଜ୍ୟରେ ଏବେ ଅନେକ କ୍ଷୟକ୍ଷତି ହୋଇଛି । ଖାଲି ସେତିକି ନୁହେଁ ମୁମ୍ବାଇରେ ବାତ୍ୟା ଯୋଗୁଁ…
Featured ୧୧ ଦିନରେ ତୈଳ ଦର ବଢିଲାଣି ୨.୫୦ ଟଙ୍କା, ଜାଣନ୍ତୁ ଆଜି କେତେ ମହଙ୍ଗା ହେଲା ପେଟ୍ରୋଲ-ଡିଜେଲ Odisha Bhaskar Bureau May 18, 2021 ନୂଆଦିଲ୍ଲୀ ୧୮ ।୦୫: ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ଶେଷ ହେବା ପରେ ପେଟ୍ରୋଲ ଓ ଡିଜେଲ୍ ଦର ବଢିବାରେ ଲାଗିଛି । ଏହା ସାଧାରଣ ଜନତାଙ୍କ ମୁସ୍କିଲକୁ ଆହୁରି ବଢାଇ ଦେଇଛି । ମଙ୍ଗଳବାର ପୁଣି ଥରେ ବୃଦ୍ଧି ଘଟିଛି ତୈଳ…
Breaking News ଐଶ୍ୱର୍ଯ୍ୟା ରାୟଙ୍କ ସୁନ୍ଦରତାରେ ପାଗଳ ଥିଲେ ଅକ୍ଷୟ ଖନ୍ନା Odisha Bhaskar Bureau May 18, 2021 ମୁମ୍ବାଇ : ଅଭିନେତ୍ରୀ ଐଶ୍ୱର୍ଯ୍ୟା ରାୟ ବଚ୍ଚନ ନିଜ ସୁନ୍ଦରତା କାରଣରୁ ଫ୍ୟାନ୍ସ ମାନଙ୍କ ମଧ୍ୟରେ ଗୋଟିଏ ସ୍ୱତନ୍ତ୍ର ସ୍ଥାନ ସୃଷ୍ଟି କରିଛନ୍ତି । ତାଙ୍କ ଲୁକ୍ ରେ ଲକ୍ଷ ଲକ୍ଷ ଫ୍ୟାନ୍ସ ପାଗଳ ହୋଇଛନ୍ତି । ତେବେ ଆପଣ…
Breaking News ସାଥୀ ହୋଇ ଆସିଥିଲେ ସାଥୀ ହୋଇ ଚାଲିଗଲେ: କରୋନା ନେଲା ଯାଆଁଳା ଭାଇଙ୍କ ଜୀବନ Manas Pradhan May 18, 2021 ନୂଆଦିଲ୍ଲୀ, ୧୮ା୫: ଦେଶରେ ଗୋଟିଏ ପଟେ କରୋନା ସଂକ୍ରମଣ ବଢ଼ି ଚାଲିଥିବା ବେଳେ ଅନ୍ୟପଟେ ଏହି ମହାମାରୀ ପାଇଁ ଅନେକ ପରିବାର ସର୍ବସ୍ୱାନ୍ତ ହୋଇଯାଉଛନ୍ତି । ଉତ୍ତରପ୍ରଦେଶର ମେରଟରେ କରୋନାର ହିଂସାତ୍ମକ ରୂପ ଦେଖିବାକୁ…