କଣ୍ଡୋମ ତିଆରି କରୁଥିବା କମ୍ପାନୀକୁ ଟେଷ୍ଟ କିଟ୍ ପ୍ରସ୍ତୁତ ପାଇଁ ମିଳିଲା ଦାୟିତ୍ୱ

ନୂଆଦିଲ୍ଲୀ,୧୧ ।୪: କରୋନା ଭାଇରସକୁ ରୋକିବା ପାଇଁ ସରକାର ସାମାଜିକ ଦୂରତା ସହ ଅଧିକରୁ ଅଧିକ ରକ୍ତ ପରୀକ୍ଷା ଉପରେ ଗୁରୁତ୍ୱାରୋପ କରିଛନ୍ତି । ପ୍ରତିଦିନ ପରୀକ୍ଷାର ସଂଖ୍ୟା ବଢାଇବା ଚେଷ୍ଟା ଚାଲିଛି । ବର୍ତ୍ତମାନ…

ଅଧିକ ପ୍ରଦୂଷଣ ଅଞ୍ଚଳରେ କରୋନା ସଂକ୍ରମଣର ବିପଦ ଅଧିକ: ରିପୋର୍ଟ

କରୋନା ଭାଇରସ୍ ଏବେ ସାରା ବିଶ୍ୱ ପାଇଁ ସଙ୍କଟ ପାଲଟିଯାଇଛି । କେତେକ ଅନୁସନ୍ଧାନକାରୀମାନେ କହିଛନ୍ତି ଯେ, ବାୟୁ ପ୍ରଦୂଷଣ ସହ କରୋନା ସଂକ୍ରମଣ ଜଡିତ । ତେବେ ଅନୁସନ୍ଧାନକାରୀମାନେ ଏକ ଅଧ୍ୟୟନରେ ପାଇଛନ୍ତି ଯେ, ବାୟୁ…

କରୋନା ଭୂତାଣୁର ରାସାୟନିକ ଦିଗ : ଡରନ୍ତୁନି; ଭୟକୁ ଜାଣନ୍ତୁ

ଭୂତାଣୁ(ଭାଇରସ୍) ଜୀବନ୍ତ ନୁହଁନ୍ତି, କିନ୍ତୁ ଲିପିଡ(ଚର୍ବି)ର ପ୍ରତିରକ୍ଷା ସ୍ତର ଦ୍ୱାରା ଆଚ୍ଛାଦିତ ଏକ ପ୍ରୋଟିନ୍ ଅଣୁ (DNA / ଆର୍ ଏନ୍ ଏ ), ଯାହା ଯେତେବେଳେ ଅକୁଲାର(ଚକ୍ଷୁ), ନାସାଲ୍(ନାକ) କିମ୍ବା ବକ୍କାଲ୍(ମୁଖ…

କରୋନା ଭାଇରସ୍: ଦେଶରେ ମୃତ୍ୟୁ ସଂଖ୍ୟା ୨୩୯କୁ ବୃଦ୍ଧି

ନୂଆଦିଲ୍ଲୀ,୧୧/ ୪: ସାରା ବିଶ୍ୱରେ ମୁଣ୍ଡ ବିନ୍ଧାର କାରଣ ପାଲଟିଛି କରୋନା । ଭାରତରେ କରୋନା ମୃତ୍ୟୁ ସଂଖ୍ୟା ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି । ଦେଶରେ କରୋନା ମୃତ୍ୟୁ ସଂଖ୍ୟା ୨୩୯କୁ ବୃଦ୍ଧି ପାଇଛି । ଏହାସହ…

କଟକଣା ଭିତରେ ଚନ୍ଦନ ଯାତ୍ରା ପ୍ରସ୍ତୁତି ପର୍ବ ଆରମ୍ଭ

ପୁରୀ ,୧୧ ।୪(ଓଡିଶା ଭାସ୍କର): ଆସନ୍ତା ୨୬ ତାରିଖରେ ପବିତ୍ର ଅକ୍ଷୟ ତୃତୀୟା । ଏହି ପବିତ୍ର ତିଥି ଅବସରରେ ରଥ ନିର୍ମାଣର ଶୁଭାରମ୍ଭ ହୋଇଥାଏ । ଆଉ ଏହି ଶୁଭ ମୁହୂର୍ତ୍ତରେ ଆରମ୍ଭ ହୋଇଥାଏ ମହାପ୍ରଭୁଙ୍କ ଚନ୍ଦନ ଯାତ୍ରା…

ମୁଖ୍ୟମନ୍ତ୍ରୀଙ୍କ ସହ ପ୍ରଧାନମନ୍ତ୍ରୀଙ୍କ ବୈଠକ, ଲକ୍ ଡାଉନ ବୃଦ୍ଧି ନେଇ ହେବ ଚୁଡାନ୍ତ ନିଷ୍ପତ୍ତି

ଭୁବନେଶ୍ୱର,୧୧ ।୪(ଓଡିଶା ଭାସ୍କର):କଣ ସାରା ଦେଶରେ ବଢ଼ିବ ଲକ୍ ଡାଉନ୍ ଅବଧି ? ୧୪ ପରିବର୍ତ୍ତେ ୩୦ କୁ ଘଂଚିବ ? କଣ ରହିବ ଏହାର ପ୍ରଭାବ ? ଏନେଇ ବିଭିନ୍ନ ରାଜ୍ୟ ମୁଖ୍ୟମନ୍ତ୍ରୀମାନଙ୍କ ସହ ଆଜି ଆଲୋଚନା କରିବେ…

ରାଶିଫଳ (୧୧.୦୪.୨୦୨୦, ଶନିବାର)

ମେଷ - ସମାଜରେ ନିଜର ପରିଚୟ ବଢିବ, ପ୍ରିୟ ବ୍ୟକ୍ତି ସହଯୋଗ କରିବେ, କର୍ମ କ୍ଷେତ୍ରରେ ସହକର୍ମୀମାନେ ସହଯୋଗ କରିବେ । ଜୀବନସାଥିର ଆନ୍ତରିକ ସହଯୋଗରେ ନିବିଡତା ବଢିବ । ବୃଷ - ଅଶୁଭ ଚନ୍ଦ୍ର ଚଳନ ହେତୁ ଅର୍ଥ ଓ ସୁଖ…

ରାଜ୍ୟରେ ଆଉ ୨କରୋନା ରୋଗୀ ଚିହ୍ନଟ

ଭୁବନେଶ୍ୱର, ୧୧ା୪(ଓଡ଼ିଶା ଭାସ୍କର): ରାଜ୍ୟରେ ଆଉ ୨କରୋନା ରୋଗୀ ଚିହ୍ନଟ ହୋଇଛନ୍ତି । ଏହାସହ ଓଡ଼ିଶାରେ ପଜିଟିଭ୍ କେସ୍ ୫୦କୁ ବୃଦ୍ଧି ପାଇଛି । ଏନେଇ ସୂଚନା ଦେଇଛି ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ । ଆଜି ୨୯୮ଟି…

ବଡ଼ ଖବର: ରାଜ୍ୟରେ ସୁସ୍ଥ ହେଲେ ୧୦କରୋନା ରୋଗୀ

ଭୁବନେଶ୍ୱର, ୧୦ା୪(ଓଡ଼ିଶା ଭାସ୍କର): ରାଜ୍ୟରେ ୧୦କରୋନା ରୋଗୀ ସୁସ୍ଥ ହୋଇଥିବା ନେଇ ସୂଚନା ମିଳିଛି । ତାଙ୍କର ନମୁନା ରିପୋର୍ଟ ନେଗଟିଭ୍ ଆସିଛି । ୧୦ଜଣଙ୍କ ମଧ୍ୟରେ ୫ଜଣ ଭୁବନେଶ୍ୱରର ହୋଇଥିବା ବେଳେ ୨ଜଣ ଭଦ୍ରକର…

କରୋନା ରୋଗୀଙ୍କ ଚିକିତ୍ସା କରୁଥିବା ମେଡିକାଲ କର୍ମଚାରୀଙ୍କୁ ଦୁଇଗୁଣା ଦରମା

ଚଣ୍ଡିଗଡ,୧୦ ।୪: ଯେଉଁ ସମୟରେ ରାଜ୍ୟ ସରକାର ବତନ ହ୍ରାସ କରିବାକୁ ଚିନ୍ତା କରୁଛନ୍ତି, ସେତେବେଳେ ହରିୟାଣା ସରକାର ଫ୍ରଣ୍ଟଲାଇନ୍ ମେଡିକାଲ ସ୍ୱାସ୍ଥ୍ୟକର୍ମୀମାନଙ୍କ ପାଇଁ ଏକ ଭଲ ପଦକ୍ଷେପ ଗ୍ରହଣ କରିଛନ୍ତି ।…