CHARIDHAM

SBI ଆଣିଲା Home Loan ଅଫର୍: ୧୦୦ ପ୍ରତିଶତ ଫି’ ଛାଡ଼, ଏହି ସୁଯୋଗ କେବଳ ମାସକ ପାଇଁ ଉପଲବ୍ଧ

ନୂଆଦିଲ୍ଲୀ: ଯଦି ଆପଣ ଘର କିଣିବା ପାଇଁ ଚାହୁଁଥାନ୍ତି ତେବେ ଆପଣଙ୍କ ପାଇଁ ଏକ ସୁବର୍ଣ୍ଣ ସୁଯୋଗ ଆସିଛି । ଦେଶର ବୃହତ୍ତମ ବ୍ୟାଙ୍କ ଭାରତୀୟ ଷ୍ଟେଟ ବ୍ୟାଙ୍କ (ଏସବିଆଇ) ନୂଆ ଗ୍ରାହକଙ୍କ ପାଇଁ ହୋମ୍ ଲୋନ ଅଫର ଆଣିଛି ।…

ଟୋକିଓ ଅଲିମ୍ପିକ୍ସରେ ପୁଣି ନିରାଶ କଲେ ଦୂତୀ

ନୂଆଦିଲ୍ଲୀ: ଟୋକିଓ ଅଲିମ୍ପିକ୍ସରୁ ଆସିଛି ଏକ ନିରାଶଜନକ ଖବର । ରାଜ୍ୟର ଦ୍ରୁତ ଧାବିକା ଦୂତୀ ଚାନ୍ଦ ଟୋକିଓ ଅଲିମ୍ପିକରେ ପୁଣି ଥରେ ନିରାଶ କରିଛନ୍ତି । ୨୦୦ ମିଟର ଟ୍ରାକରେ ଦୌଡରେ ସେ ସପ୍ତମ ସ୍ଥାନରେ ରହିଛନ୍ତି ।…

ହିମାଚଳରେ ମୌସୁମୀ ନେଲା ୨୧୩ ଜୀବନ, ୬୩୨ କୋଟି ଟଙ୍କାର କ୍ଷତି

ଶିମଲା: ହିମାଚଳ ପ୍ରଦେଶରେ ଚଳିତବର୍ଷ ମୌସୁମୀ ବିପଦ ସୃଷ୍ଟି କରିଛି । ମୌସୁମୀ ଋତୁରେ ସେଠାରେ ଅଧିକ ସହଖ୍ୟାରେ ଧନ-ଜୀବନ ନଷ୍ଟ ହୋଇଛି । ରାଜ୍ୟ ବିପର୍ଯ୍ୟୟ ପରିଚାଳନା ପ୍ରାଧିକରଣର ରିପୋର୍ଟ ମୁତାବକ, ମୌସୁମୀ ଋତୁରେ…

ଦ୍ୱିତୀୟ ସ୍ତ୍ରୀ ଓ ସ୍ୱାମୀ ମିଶି ପ୍ରଥମ ପତ୍ନୀକୁ ମାଡ ମାରିବା ସହ ପୋଡ଼ି ମାରି ଦେବାକୁ କଲେ ଉଦ୍ୟମ, ଉଦ୍ଧାର କଲେ ଗ୍ରାମବାସୀ; ଥାନାରେ ଏତଲା…

ମାଲକାନଗିରି (ଭାସ୍କର ନ୍ୟୁଜ୍‌) : ମାଲକାନଗିରି ସଦର ବ୍ଲକ ଅନ୍ତର୍ଗତ ଏମ.ଭି-୧୮ ଗ୍ରାମର ସରସ୍ୱତୀ ଭଟ୍ଟଙ୍କ ସହ ପିଲାଛୁଆଙ୍କୁ ତାଙ୍କ ସ୍ୱାମୀ ଉତ୍ତମ ଭଟ୍ଟ ଗତ ୨ ବର୍ଷ ହେଲା ଠିକ ଭାବେ ଭରଣପୋଷଣ କରୁନଥିଲେ ।…

ସୁପ୍ରିମକୋର୍ଟରେ ପେଗାସସ୍‌ ମାମଲା: ଅଗଷ୍ଟ ୫କୁ ଘୁଞ୍ଚିଲା ଶୁଣାଣି

ନୂଆଦିଲ୍ଲୀ,: ଏବେ ସୁପ୍ରିମକୋର୍ଟରେ ପହଞ୍ଚିଛି ଇସ୍ରାଏଲ୍‌ର ଏନ୍‌ଏସ୍‌ଓ କମ୍ପାନୀ ଦ୍ୱାରା ବିକଶିତ ପେଗାସସ୍‌ ସ୍ପାଏଓୟାର ମାମଲା । ଏହି ପେଗାସସ୍‌ ସ୍ପାଏଓୟାର ସ୍ପଫ୍ଟଓୟାର ବ୍ୟବହାର କରି ଭାରତରେ ଅନେକ ବିଶିଷ୍ଟ…

ଆଜିଠୁ ଖୋଲିଲା କୋଣାର୍କ ସୂର୍ଯ୍ୟ ମନ୍ଦିର

ପୁରୀ(ଓଡ଼ିଶା ଭାସ୍କର): କରୋନା କାଳରେ ରାଜ୍ୟରେ ଅଗଷ୍ଟ ମାସ ପାଇଁ ଗାଇଡଲାଇନ୍ ଜାରି ହୋଇଛି । ଅନେକ କଟକଣା କୋହଳ ହେବା ପରେ ଆଜିଠାରୁ ଖୋଲିଯାଇଛି କୋଣାର୍କର ଐତିହାସିକ ସୂର୍ଯ୍ୟ ମନ୍ଦିର । ସ୍ୱତନ୍ତ୍ର ଏସଓପିରେ…

୩ ମାସ ପରେ ପର୍ଯ୍ୟଟକଙ୍କ ପାଇଁ ଖୋଲିଲା ରାଷ୍ଟ୍ରପତି ଭବନ, ୩ଟି ସ୍ଲଟ୍‌ରେ ବୁଲିପାରିବେ ଦର୍ଶକ

ନୂଆଦିଲ୍ଲୀ : ଦୀର୍ଘ ୩ ମାସ ପରେ ପର୍ଯ୍ୟଟକଙ୍କ ପାଇଁ ଖୋଲାଯାଇଛି ରାଷ୍ଟ୍ରପତି ଭବନ । କରୋନା ମହାମାରୀର ଦ୍ୱିତୀୟ ଲହରର ପ୍ରଭାବରୁ ସବୁ ପର୍ଯ୍ୟଟନ ସ୍ଥଳ ବନ୍ଦ ରହିଥିଲା । ତେବେ ୩ମାସର ପ୍ରତୀକ୍ଷା ପରେ ପୁଣି…

ରାଶିଫଳ (ସୋମବାର ,୦୨ ଅଗଷ୍ଟ ,୨୦୨୧)

ମେଷ - ଆଜି କର୍ମକ୍ଷେତ୍ରରେ ଅବ୍ୟବସ୍ଥା, ପାରିବାରିକ ଜୀବନକୁ ପ୍ରଭାବିତ କରିବ । ଅବଶ୍ୟ ବହୁଳାଂଶରେ ସୁଫଳ ପାଇପାରିବେ । ମିତ୍ରତା ବନ୍ଧନରେ ଆବଦ୍ଧ ହେବା ସହ ସାମ୍ବାଦିକତା, ସଙ୍ଗୀତ, ଚଳଚ୍ଚିତ୍ର କ୍ଷେତ୍ରରେ…

ଟେଲିିଭିଜନରେ ଟୋକିଓ ଅଲିମ୍ପିକ୍ସରେ ଭାରତ ହକି ମ୍ୟାଚ୍‌ ଜିତିବା ଦେଖି ଖୁସିରେ ତାଳିମାରିଲେ ନବୀନ, ଟ୍ବିଟ୍ କରି ଖେଳାଳିଙ୍କୁ ଶୁଭେଚ୍ଛା…

ଭୁବନେଶ୍ୱର (ଭାସ୍କର ନ୍ୟୁଜ୍‌): ଟୋକିଓ ଅଲିମ୍ପିକ୍ସରେ ଭାରତୀୟ ହକି ଦଳ ୪୧ ବର୍ଷ ପରେ ଭାରତ ଅଲିମ୍ପିକ୍ସର ସେମି ଫାଇନାଲରେ ପ୍ରବେଶ କରିଛି  । ପୁରୁଷ ହକିର ଏହି ବଡ ସଫଳତା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ…

କରୋନା ପରେ ଚିନ୍ତା ବଢ଼ାଇଲା ଜିକା ଭାଇରସ୍‌ , ମହାରାଷ୍ଟ୍ରରେ ସାମ୍ନାକୁ ଆସିଲା ପ୍ରଥମ ଆକ୍ରାନ୍ତ

ମୁମ୍ବାଇ,(ଭାସ୍କର ନ୍ୟୁଜ୍): ମହାମରୀ କରୋନା ଭାଇରସ୍‌ ପରେ ଏବେ ଆଉ ଏକ ଭାଇରସ୍‌ ଲୋକଙ୍କ ମନରେ ଭୟ ବଢ଼ାଇଲାଣି । ଏବେ ଡରାଇଲାଣି ଜିକା ଭାଇରସ୍‌ । ମହାରାଷ୍ଟ୍ରରେ ଜିକା ଭାଇରସ୍‌ ଆତଙ୍କ ଖେଳାଇବା ଆରମ୍ଭ କରିଛି ।…