CHARIDHAM

ଅଜାଗାରେ କରୋନା ଟିକା, କାରନାମାକୁ ନେଇ କିର୍ତ୍ତୀ ହେଉଛନ୍ତି ଟ୍ରୋଲ୍

ଓଡ଼ିଶା ଭାସ୍କର ବ୍ୟୁରୋ: ଉଦ୍ଦେଶ୍ୟ ଥିଲା ଠିକ୍ । ହେଲେ ବାର୍ତ୍ତା ଦେଇଛ ଭୁଲ୍... ଏଭଳି ୟୁଜର୍ସ କହିବା ସହ ଟ୍ରୋଲ୍ କରୁଛନ୍ତି । ଆଉ ସମାଲୋଚନାର ଶିକାର ହେଉଛନ୍ତି ଅଭିନେତ୍ରୀ କିର୍ତ୍ତୀ କୁହ୍ଲାରୀ । କାରଣ ଟିକାକରଣକୁ…

ଶିଳ୍ପାଙ୍କୁ ବମ୍ବେ ହାଇକୋର୍ଟର ଶକ୍ତ ଝଟକା: ଗଣମାଧ୍ୟମ ବିରୋଧରେ ଆଣିଥିବା ମାନହାନୀ ମୋକଦ୍ଦମା ଖାରଜ

ମୁମ୍ଵାଇ: ବଲିଉଡ ଅଭିନେତ୍ରୀ ଶିଳ୍ପା ସେଟ୍ଟୀଙ୍କୁ ବମ୍ବେ ହାଇକୋର୍ଟର ଶକ୍ତ ଝଟକା । ଗଣମାଧ୍ୟମ ତାଙ୍କ ସ୍ଵାମୀ ରାଜ କୁନ୍ଦ୍ରା ଓ ତାଙ୍କ ବିରୋଧରେ ମିଥ୍ୟା ଖବର ପ୍ରସାରଣ କରୁଥିବା କହି ସେ ସାମ୍ବାଦିକ ଓ ଗଣମାଧ୍ୟମ…

‘ଦେଶର ପ୍ରଥମ ସହର ଭାବେ ଭୁବନେଶ୍ୱରରେ ଶତପ୍ରତିଶତ ଟିକାକରଣ’

ଭୁବନେଶ୍ୱର(ଓଡ଼ିଶା ଭାସ୍କର): କରୋନା ସହ ଲଢ଼େଇ ପାଇଁ ଟିକାକରଣକୁ ଗୁରୁତ୍ୱ ଦିଆଯାଇଛି । ଏହାରି ମଧ୍ୟରେ ରାଜଧାନୀ ଭୁବନେଶ୍ୱରରେ ଶତ ପ୍ରତିଶତ ଟିକାକରଣ ହୋଇଛି । ଜୁଲାଇ ଶେଷ ସୁଦ୍ଧା ଟିକାକରଣର ଟାର୍ଗେଟ ପୂରଣ ହେବ ।…

ସାର ଅଭାବ: କେନ୍ଦ୍ରମନ୍ତ୍ରୀଙ୍କୁ ଭେଟିଲେ ବିଜେଡି ସାଂସଦ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): କେନ୍ଦ୍ର ସାର ଓ ରସାୟନ ମନ୍ତ୍ରୀ ମନସୁଖ ମାଣ୍ଡଭ୍ୟଙ୍କୁ ଭେଟିଛନ୍ତି ବିଜେଡି ସାଂସଦ । ଓଡ଼ିଶାରେ ସାର ଯୋଗାଣ ନେଇ କେନ୍ଦ୍ରମନ୍ତ୍ରୀଙ୍କ ନିକଟରେ ଦାବି ଜଣାଇଛନ୍ତି । ନୂଆଦିଲ୍ଲୀ ସ୍ଥିତ…

ପୁଲୱାମାରେ ସୁରକ୍ଷାବାହିନୀଙ୍କୁ ବଡ଼ ସଫଳତା, ଏନାକାଉଣ୍ଟରରେ ଦୁଇ ଆତଙ୍କବାଦୀ ନିହତ

ନୂଆଦିଲ୍ଲୀ: ଜାମ୍ମୁ କାଶ୍ମୀରରେ ଭାରତୀୟ ଯବାନଙ୍କୁ ମିଳିଛି ବଡ଼ ସଫଳତା । ଦୁଇ ପାକିସ୍ତାନୀ ଆତଙ୍କବାଦୀଙ୍କୁ ଏନକାଉଣ୍ଟର୍ କରି ମାରି ଗଡ଼ାଇଛନ୍ତି ବିଏସଏଫ୍ ଯବାନ । ଆଜି ଭାରତୀୟ ଯବାନ ମାନେ ସୀମାରେ ପଶିବାକୁ ଚେଷ୍ଟା…

ଭୁବନେଶ୍ୱର ପରେ କଟକରୁ ୮ ଡେଙ୍ଗୁ ରୋଗୀ ଚିହ୍ନଟ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): କରୋନା କାଳରେ ଡେଙ୍ଗୁ ନିଜର ଆତଙ୍କ ଖେଳାଇବାରେ ଲାଗିଛି । ରାଜଧାନୀ ଭୁବନେଶ୍ୱର ପରେ ଏବେ କଟକରେ ଡେଙ୍ଗୁ ରୋଗୀ ଚିହ୍ନଟ ହୋଇଛନ୍ତି । କଟକ ମହାନଗର ନିଗମର ବିଭିନ୍ନ ସ୍ଥାନରୁ ୮ ଡେଙ୍ଗୁ…

ମହିଳା ହକିରେ ଭାରତର ଦମଦାର୍ ବିଜୟ, ହ୍ୟାଟ୍ରିକ୍ ଗୋଲ ଦେଇ ଇତିହାସ ରଚିଲେ ବନ୍ଦନା

ନୂଆଦିଲ୍ଲୀ: ଆଜି ଟୋକିଓ ଅଲିମ୍ପିକ-୨୦୨୦ର ନବମ ଦିନ । ଅଲିମ୍ପିକ୍ସ ମହିଳା ହକିରେ ଦମଦାର ବିଜୟୀ ହୋଇଛି ଭାରତ । ଦକ୍ଷିଣ ଆଫ୍ରିକାକୁ ୪-୩ ଗୋଲରେ ପରାସ୍ତ କରିଛି ଭାରତ । ପୁଲ-ଏରେ ଭାରତ ଦ୍ୱିତୀୟ ବିଜୟ ହୋଇଛି । ଭାରତ…

ସୌମ୍ୟ କିଛି ବଡ଼ବଡ଼ିଆଙ୍କ କଳାକାରନାମାର ସିକ୍ରେଟ୍ ଜାଣିଥିଲେ କି? ମିଳିମିଶି ମୃତ୍ୟୁ ଘଟଣାକୁ ଚାପିଦେବାର ଉଦ୍ଦେଶ୍ୟ କ’ଣ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ପାରଳାଖେମୁଣ୍ଡି ସହକାରୀ ବନ ସଂରକ୍ଷକ (ଏସିଏଫ୍) ସୌମ୍ୟ ରଞ୍ଜନ ମହାପାତ୍ରଙ୍କ ମୃତ୍ୟୁକୁ ଇତିମଧ୍ୟରେ ଦୁଇ ସପ୍ତାହରୁ ଅଧିକ ଦିନ ହୋଇଗଲାଣି । ତେବେ ବର୍ତ୍ତମାନ ଏହି ହତ୍ୟାକାଣ୍ଡର ତଦନ୍ତରେ…

କେନ୍ଦ୍ର ସାର ଓ ରସାୟନ ମନ୍ତ୍ରୀଙ୍କୁ ନବୀନଙ୍କ ଚିଠି, ଜାଣନ୍ତୁ କାହିଁକି

ଭୁବନେଶ୍ୱର(ଓଡ଼ିଶା ଭାସ୍କର): କେନ୍ଦ୍ର ସାର ଓ ରସାୟନ ମନ୍ତ୍ରୀଙ୍କୁ ଚିଠି ଲେଖିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଓଡ଼ିଶାକୁ ସାର ଯୋଗାଣ ନେଇ କେନ୍ଦ୍ରମନ୍ତ୍ରୀ ମନସୁଖ ମାଣ୍ଡଭ୍ୟଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ଚିଠି…

ନୂଆ ଶିକ୍ଷାନୀତି: ସମ୍ଭାବନା ସହ ସମସ୍ୟା

ଦୀର୍ଘଦିନର ପ୍ରତୀକ୍ଷା ପରେ ମାତୃଭାଷା ତଥା ଆଞ୍ଚଳିକ ଭାଷାକୁ କେନ୍ଦ୍ର ସରକାର ଗୁରୁତ୍ୱ ଦେଇଛନ୍ତି । ଆଉ ଇତିମଧ୍ୟରେ ୧୧ଟି ଆଞ୍ଚଳିକ ଭାଷାରେ ବିଟେକ୍ ପାଠପଢ଼ା ପାଇଁ ଅନୁମତି ଦେଇସାରିଛନ୍ତି ସରକାର । ଏଭଳି ଘୋଷଣା…