Breaking News RBI ଜାରି କରିବ ଡିଜିଟାଲ୍ କରେନ୍ସି, ସୂଚନା ଦେଲେ ଡେପୁଟି ଗଭର୍ଣ୍ଣର Manas Pradhan Jul 23, 2021 ନୂଆଦିଲ୍ଲୀ: ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ (ଆରବିଆଇ) ପକ୍ଷରୁ ଡିଜିଟାଲ୍ କରେନ୍ସି ଜାରି କରାଯିବ । ଏନେଇ ସୂଚନା ଦେଇଛନ୍ତି ଆରବିଆଇର ଜଣେ ଡେପୁଟି ଗଭର୍ଣ୍ଣର । ତେବେ ଯୋଜନା ମୁତାବକ ପ୍ରଥମେ ଟ୍ରାଏଲ୍ ବେସିସରେ…
Breaking News ଆଜି ପୁଣି ସଂକ୍ରମଣ ଦୁଇ ହଜାର ତଳେ: ରାଜ୍ୟରୁ ଚିହ୍ନଟ ହେଲେ ୧୯୧୭ ପଜିଟିଭ୍, ଜାଣନ୍ତୁ କେଉଁଠୁ କେତେ Manas Pradhan Jul 23, 2021 ଭୁବନେଶ୍ୱର, (ଓଡିଶା ଭାସ୍କର): ରାଜ୍ୟରେ କ୍ରମଶଃ କରୋନାର ସ୍ଥିତି ସ୍ୱାଭାବିକ ହେବାରେ ଲାଗିଥିଲେ ହେଁ ଆଶଙ୍କା ହଟିନାହିଁ । ତେଣୁ ଏହାକୁ ନଜରରେ ରଖି ବିଏମସି ପକ୍ଷରୁ ରାଜଧାନୀ ଭୁବନେଶ୍ୱରର ସମସ୍ତ ସରକାରୀ ଓ…
Breaking News ପଞ୍ଜାବ କଂଗ୍ରେସ କଳହରେ ପଡିବ ଯବନିକା: ଆଜି କାର୍ଯ୍ୟଭାର ଗ୍ରହଣ କରିବେ ନବଜୋତ୍ ସିଂ ସିଦ୍ଧୁ, ସମାରୋହକୁ ଯୋଗ ଦେବେ ଅମରିନ୍ଦର ସିଂ Abinash Kumar Dhal Jul 23, 2021 ଚଣ୍ଡୀଗଡ଼ : ଦୀର୍ଘ ଦିନ ଧରି ପଞ୍ଜାବ କଂଗ୍ରେସ୍ରେ ସୃଷ୍ଟି ହୋଇଥିବା ଝଡ ଥମିବ ବୋଲି ଚର୍ଚ୍ଚା ହେଉଛି । ପଞ୍ଜାବ ପ୍ରଦେଶ କଂଗ୍ରେସ କମିଟିର ନବନିଯୁକ୍ତ ସଭାପତି ନବଜୋତ ସିଂହ ସିଦ୍ଧୁ ଏବଂ ୪ଜଣ କାର୍ଯ୍ୟକାରୀ ସଭାପତି…
Breaking News ୨୬ରେ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇପାରନ୍ତି ୟେଦୁରପ୍ପା Abinash Kumar Dhal Jul 23, 2021 ନୂଆଦିଲ୍ଲୀ: କର୍ଣ୍ଣାଟକ ବିଜେପିର ନେତୃତ୍ୱ ପରିବର୍ତ୍ତନ ନେଇ ଚର୍ଚ୍ଚା ଜୋର ଧରିଛି । ଏହାରି ମଧ୍ୟରେ ରାଜ୍ୟର ମୁଖ୍ୟମନ୍ତ୍ରୀ ବି.ଏସ୍ ୟେଦୁରପ୍ପା ପଦରୁ ଇସ୍ତଫା ଦେବା ନେଇ ସଂକେତ ଦେଇଛନ୍ତି । ସେ କହିଛନ୍ତି କି…
Breaking News ଆଜିଠୁ ଟୋକିଓ ଅଲିମ୍ପିକ୍ସ: ବିଶ୍ବ କ୍ରୀଡ଼ା ମହାକୁମ୍ଭର ଉଦଘାଟନୀ ସମାରୋହରେ ଯୋଗ ଦେବେ ୨୬ ଭାରତୀୟ Abinash Kumar Dhal Jul 23, 2021 ଟୋକିଓ,(ଭାସ୍କର ନ୍ୟୁଜ୍): ଆଜିଠୁ ଆରମ୍ଭ ହେବ ଟୋକିଓ ଅଲିମ୍ପିକ୍ସ । ଏହି କ୍ରୀଡ଼ା ମହାକୁମ୍ଭର ଉଦଘାଟନୀ ସମାରୋହ ଅଲିମ୍ପିକ୍ସ ଷ୍ଟାଡ଼ିୟମ୍ରେ ହେବ ଏବଂ ଏହି ଉଦ୍ଘାଟନୀ ସମାରୋହରେ ଭାରତର ୨୬ ଜଣ ସଦସ୍ୟ ଭାଗ ନେବେ ।…
Breaking News ଦୁଇ ସନ୍ତାନର ମା’ଙ୍କୁ ଧରି ଚମ୍ପଟ୍ ମାରୁଥିଲେ ଯୁବକ, ପହଞ୍ଚିଗଲା ପୋଲିସ; ଆଉ ତା’ ପରେ… Abinash Kumar Dhal Jul 23, 2021 ନିମାପଡା (ଭାସ୍କର ନ୍ୟୁଜ୍): ଯୁବକଙ୍କ ପ୍ରେମରେ ପଡି ଧରାପଡିଲେ ୨ଟି ସନ୍ତାନ ଜନନୀ। ପ୍ରେମିକ ଜିଦ୍ ଧରିବାରୁ ଘରେ ଛୁଆଁକୁ ଛାଡ଼ି ଚମ୍ପଟ୍ ମାରିବାକୁ ଯୋଜନା କରିଥିଲେ ମହିଳା। କିନ୍ତୁ ଫେରାର ହେବା ଘଟଣା ଜଣାପଡ଼ି…
Astrology ରାଶିଫଳ (ଶୁକ୍ରବାର ,୨୩ ଜୁଲାଇ ,୨୦୨୧) Odisha Bhaskar Bureau Jul 23, 2021 ମେଷ- ଆଜି ଆପଣଙ୍କୁ ନିଜ କାର୍ଯ୍ୟାଳୟ କିମ୍ବା ଘରେ କିଛି ଚ଼ିନ୍ତା ଅନୁଭବ ହୋଇପାରେ । ସମ୍ଭାବନା ଯେ ଆପଣଙ୍କର ଆଖପାଖ ଲୋକ ରାଗରେ ରହିପାରନ୍ତି ,ଯାହାର ପ୍ରଭାବ ଆପଣଙ୍କର ମୁଡ଼୍ ଉପରେ ମଧ୍ୟ ପଡ଼ିପାରେ । ବୃଷ - ଆଜି…
Breaking News ପାଇଖାନାର ସେଣ୍ଟ୍ରିଂ ଖୋଲିବା ଯିବା ହେଲା କାଳ, ଟାଙ୍କିରେ ଶ୍ୱାସରୁଦ୍ଧ ହୋଇ ପ୍ରାଣହରାଇଲେ ୩ ଜଣ Abinash Kumar Dhal Jul 23, 2021 ବ୍ରହ୍ମପୁର (ଭାସ୍କର ନ୍ୟୁଜ୍): ବ୍ରହ୍ମପୁର ସ୍ଥିତ ବିକ୍ରମପୁରରେ ଗୁରୁବାର ଏକ ଅଭାବନୀୟ ଘଟଣା ଘଟିଛି । ପାଇଖାନାର ସେଣ୍ଟ୍ରିଂ ଖୋଲିବା ବେଳେ ଶ୍ୱାସରୁଦ୍ଧ ହୋଇ ୩ଜଣ ଶ୍ରମିକଙ୍କ ମୃତ୍ୟୁ ହୋଇଛି । ବିକ୍ରମପୁର ଗାଁର…
Breaking News ଆଜି ନୀଳାଦ୍ରି ବିଜେ : ରତ୍ନସିଂହାସନକୁ ଫେରିବେ ନୀଳାଦ୍ରିନାଥ, ମହାଲକ୍ଷ୍ମୀଙ୍କୁ ରସଗୋଲା ଦେଇ ମାନଭଞ୍ଜନ କରିବେ Abinash Kumar Dhal Jul 23, 2021 ପୁରୀ (ଭାସ୍କର ନ୍ୟୁଜ୍): ଆଜି ନୀଳକନ୍ଦରକୁ ଫେରିବେ ନୀଳାଦ୍ରିନାଥ। ସରିଲା ମହାପ୍ରଭୁଙ୍କ ଜନ୍ମବେଦି ଲୀଳା । ଏବେ ରତ୍ନ ସିଂହାସନକୁ ଫେରିବେ ମହାପ୍ରଭୁ । ଗୋଟି ପହଣ୍ଡିରେ ଶ୍ରୀମନ୍ଦିରକୁ ବିଜେ ହେବେ ଦାରୁଦିଁଅ ।…
Breaking News ବଙ୍ଗୋପସାଗରରେ ଲଘୁଚାପ, ବଡ ଧରଣର ବର୍ଷା ସମ୍ଭାବନା, ୨୦ ଜିଲ୍ଳାରେ ପ୍ରବଳ ଛେଚିବ Abinash Kumar Dhal Jul 23, 2021 ଭୁବନେଶ୍ୱର(ଭାସ୍କର ନ୍ୟୁଜ୍): ଉତ୍ତର ପଶ୍ଚିମ ବଙ୍ଗୋପସାଗର ଓ ଏହାର ସଂଲଗ୍ନ ଓଡ଼ିଶା ଉପକୂଳରେ ଗୁରୁବାର ସୃଷ୍ଟି ହୋଇଥିବା ଲଘୁଚାପ ଯୋଗୁଁ ବଡ ଧରଣର ବର୍ଷା ହେବାର ସମ୍ଭାବନା ଥିବା ଶିକ୍ଷା ଓ ଅନୁସନ୍ଧାନ (ସୋଆ)…