ବଞ୍ଜାରୀ ଘାଟି ନିକଟରୁ ମିଳିଲା ୭ଟି ଆଇଇଡି, ଯବାନ ନେଲେ ତୁରନ୍ତ ଆକ୍ସନ

ଭବାନୀପାଟଣା(ଓଡ଼ିଶା ଭାସ୍କର): କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ଼ ଥାନା ଅଞ୍ଚଳର ପୋଖରୀବନ୍ଧଠାରୁ ଭବାନୀପାଟଣାକୁ ସଂଯୋଗ କରୁଥିବା ୬ ନମ୍ବର ରାଜ୍ୟ ରାଜପଥରୁ ଜବତ ହୋଇଛି ଶକ୍ତିଶାଳୀ ବିସ୍ଫୋରକ ସାମଗ୍ରୀ । କିଡିଙ୍ଗ ଠାରୁ…

ବୟସ ୧୦୦ ବର୍ଷ, କିନ୍ତୁ ପିଲାଙ୍କୁ ପଢ଼ାଇବା ପାଇଁ ଟାଣ ଖରାରେ ଟ୍ରଲିରେ ବିକ୍ରି କରୁଛନ୍ତି ପରିବା

ନୂଆଦିଲ୍ଲୀ: ପଞ୍ଜାବର ଜଣେ ବୃଦ୍ଧ ପ୍ରମାଣ କରିଦେଖାଇଛନ୍ତି ଯେ, ବୟସ କେବଳ ଏକ ସଂଖ୍ୟା ମାତ୍ର । କାରଣ ଏହି ବୃଦ୍ଧ ଜଣକ ୧୦୦ ବର୍ଷ ବୟସରେ ନିଜ ପିଲାମାନଙ୍କୁ ପାଠ ପଢ଼ାଇବା ପାଇଁ ରାସ୍ତାଘାଟରେ ପରିବା ବିକ୍ରି କରୁଛନ୍ତି…

ଗରିବ, ମହିଳା, କିନ୍ନର ଓ ଦିବ୍ୟାଙ୍ଗଙ୍କୁ ମିଳିବ ସିଧାସଳଖ ନିଯୁକ୍ତି; ଆରମ୍ଭ ହେଲା ନୂଆ ଜୀବନ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଏଣିକି ସହରାଞ୍ଚଳର ଗରିବ, ସମ୍ବେଦନଶୀଳ ଗୋଷ୍ଠୀ, ମହିଳା, କିନ୍ନର ଓ ଭିନ୍ନକ୍ଷମଙ୍କୁ ମିଳିବ ସିଧାସଳଖ କର୍ମନିଯୁକ୍ତି । ମଝିରେ ରହିବେନି କଣ୍ଟ୍ରାକ୍ଟର କି ଠିକାଦାର । ଏଭଳି ନୂଆ ଯୋଜନା…

ସମସ୍ତ ଛାତ୍ରଛାତ୍ରୀଙ୍କୁ ମିଳୁ ଶ୍ରେଣୀଗୃହ ପାଠପଢ଼ାର ସୁବିଧା

ଭୁବନେଶ୍ଵର(ଓଡ଼ିଶା ଭାସ୍କର): ଦଶମ ଓ ଦ୍ୱାଦଶ ଶ୍ରେଣୀର ଛାତ୍ରଛାତ୍ରୀଙ୍କୁ ଚଳିତ ମାସ ୨୬ ଜୁଲାଇ ଠାରୁ ଶ୍ରେଣୀଗୃହରେ ଶିକ୍ଷାଦାନ ନିଷ୍ପତ୍ତିକୁ ଅଖିଳ ଭାରତ ଛାତ୍ରସଂଘ(ଏ.ଆଇ.ଏସ୍.ଏଫ୍) ସ୍ୱାଗତ କରିଛି ଓ ରାଜ୍ୟ…

ଜଷ୍ଟ ଡାଏଲରେ ୩୪୯୭ କୋଟି ନିବେଶ କରିବ ରିଲାଏନ୍ସ; ପଢନ୍ତୁ ସମ୍ପୂର୍ଣ୍ଣ ଖବର

ନୂଆଦିଲ୍ଲୀ: ଜଷ୍ଟ ଡାଏଲରେ ୪୧% ସେୟାର କିଣିବା ନେଇ ଶୁକ୍ରବାର ରିଲାଏନ୍ସ ରିଟେଲ ପକ୍ଷରୁ ସୂଚନା ଦିଆଯାଇଛି । ସୂଚନା ଅନୁଯାୟୀ ରିଲାଏନ୍ସର ୪୦.୯୫% ସେୟାର ୩,୪୯୭ କୋଟିରେ କିଣିବାକୁ ଯାଉଛି । ଇ-କମର୍ସରେ ଏହାର…

ଅଲିମ୍ପିକ୍ସ ପୂର୍ବରୁ ଓସାକାରୁ ନିଖୋଜ ହେଲେ ଭାରୋତ୍ତଳକ

ଓସାକା: ଅଲିମ୍ପିକ୍ସକୁ ମାତ୍ର ୬ ଦିନ ବାକି ରହିଥିବା ବେଳେ ଅଧାରାସ୍ତାରୁ ନିଖୋଜ ହୋଇଛନ୍ତି ଜଣେ ଭାରୋତ୍ତଳକ । ଉଗାଣ୍ଡାର ଭାରୋତ୍ତଳକ ଜୁଲିଅସ ସେକିଟୋଲେକୋ ଅଲିମ୍ପିକ୍ସ ପୂର୍ବରୁ ଓସାକାରୁ ନିଖୋଜ ହୋଇ ଯାଇଛନ୍ତି ।…

ତିନି ରଥର ଦକ୍ଷିଣମୋଡ଼

ପୁରୀ: ଜନ୍ମବେଦୀରେ ସରି ସରି ଆସୁଛି ମହାପ୍ରଭୁଙ୍କ ଲୀଳାଖେଳା । ନବଦିନାତ୍ମକ ଯାତ୍ରାରେ ମାଉସୀ ଘରକୁ ଯାଇଥିବା ମହାପ୍ରଭୁ ଫେରିବେ ରତ୍ନବେଦୀକୁ । ଏଥିପାଇଁ ଆରମ୍ଭ ହୋଇଛି ବାହୁଡ଼ାଯାତ୍ରା ପ୍ରସ୍ତୁତି । ପ୍ରଥା ଓ…

ରାଣୀଡୁଡୁମା ପେଟ୍ରୋଲ ପମ୍ପରୁ ୭ ଲକ୍ଷ ଲୁଟ୍, କର୍ମଚାରୀଙ୍କ ଠାରୁ ଝାମ୍ପିନେଲେ

କୋରାପୁଟ(ଓଡ଼ିଶା ଭାସ୍କର): କୋରାପୁଟ ଜିଲ୍ଲା ନନ୍ଦପୁର ବ୍ଲକରେ ଥିବା ରାଣୀ ଡୁଡୁମା ପେଟ୍ରୋଲ୍ ପମ୍ପରୁ ୭ ଲକ୍ଷ ଟଙ୍କା ଲୁଟି ନେଇଛନ୍ତି ଦୁର୍ବୃତ୍ତ । କର୍ମଚାରୀଙ୍କଠାରୁ ହଠାତ୍ ଝାମ୍ପି ନେଲେ ୭ ଲକ୍ଷ ଟଙ୍କା ।…

କଣ ଏହି ୨୦-୨୦-୨୦ ନିୟମ, ଯାହା ମୋବାଇଲ୍ ଓ ଲାପଟପ୍ ବ୍ୟବହାରକାରୀଙ୍କ ଆଖିରେ ଦେଖାଦେଉଥିବା ସମସ୍ୟାରୁ ବଞ୍ଚାଇବ?

ଓଡ଼ିଶା ଭାସ୍କର ବ୍ୟୁରୋ: କରୋନା ମହାମାରୀ କାଳରେ ମୋବାଇଲ୍ ଏବଂ ଲାପଟପ୍ ବ୍ୟବହାରକାରୀଙ୍କ ସଂଖ୍ୟା ବଢ଼ିଯାଇଛି । ଏହି ସମୟରେ କିଏ ଘରେ ରହି କାମ କରୁଛନ୍ତି ତ ପିଲା ମାନେ ସେମାନଙ୍କର ଘରେ ବସି ଅନଲାଇନ୍ କ୍ଲାସ୍…

ସ୍କୁଲ ଆସିବେ ଦଶମ ଓ ଦ୍ୱାଦଶ ଛାତ୍ର; ଜାଣନ୍ତୁ କେବେଠୁ

ଭୁବନେଶ୍ଵର(ଓଡ଼ିଶା ଭାସ୍କର): ଦେଢ ବର୍ଷ କାଳ ବନ୍ଦ ଗରହିବା ପରେ ପୁଣି ଥରେ ଆରମ୍ଭ ହେବାକୁ ଯାଉଛି ପାଠପଢା । ଦଶମ ଓ ଦ୍ୱାଦଶ ଶ୍ରେଣୀର ପାଠପଢା ଏଣିକି ସ୍କୁଲରେ କରାଯିବ । ଆସନ୍ତା ଜୁଲାଇ ୨୬ ତାରିଖରୁ ସ୍କୁଲ ଖୋଲିବ…