ଆଜି ୮ ମୁଖ୍ୟମନ୍ତ୍ରୀଙ୍କ ସହ ମୋଦିଙ୍କ ବୈଠକ, କରୋନା ସଂକ୍ରମଣର ସ୍ଥତି ଓ ସାମ୍ଭାବ୍ୟ ତୃତୀୟ ଲହର ମୁକାବିଲା ନେଇ ହୋଇପାରେ ଆଲୋଚନା
ନୂଆଦିଲ୍ଲୀ, (ଓଡ଼ିଶା ଭାସ୍କର): ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କରୋନା ସ୍ଥିତି ପ୍ରସଙ୍ଗରେ ମଙ୍ଗଳବାର ପୂର୍ବାହ୍ନ ୧୧ଟାରେ ଉତ୍ତର-ପୂର୍ବାଞ୍ଚଳର ୮ରାଜ୍ୟ ଯଥା ଆସାମ, ନାଗାଲାଣ୍ଡ, ତ୍ରିୁରା,ସିକିମ୍, ମଣିୁର,…