ବର୍ଷା ମୋ ପରିବାର ପାଇଁ ବିପଦ: ଅନୁଭବ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଥମିବାର ନାଁ ଧରୁନାହିଁ ବର୍ଷା-ଅନୁଭବଙ୍କ ପାରିବାରିକ ସମସ୍ୟା । ଅନେକ ଦିନ ହେବ ଦୁହିଁଙ୍କ ମଧ୍ୟରେ ବିବାଦ ଲାଗି ରହିଥିବା ବେଳେ ଏବେ ପୁଣି ଥରେ ସେମାନେ ଚର୍ଚ୍ଚାକୁ ଆସିଛନ୍ତି । ସାଂସଦ…

ବିଶ୍ୱସୁନ୍ଦରୀ ହେବା ପରେ ତଳେ ବସି ଖାଇଥିଲେ ଐଶ୍ୱର୍ଯ୍ୟା: ଫଟୋ ହେଉଛି ଭାଇରାଲ୍

ମୁମ୍ବାଇ: ବଲିଉଡ ଅଭିନେତ୍ରୀ ତଥା ପୂର୍ବତନ ବିଶ୍ୱ ସୁନ୍ଦରୀ ଐଶ୍ୱର୍ଯ୍ୟା ରାୟ ବଚ୍ଚନଙ୍କ ଏକ ପୁରୁଣା ଫଟୋ ବେଶ ଭାଇରାଲ ହୋଇଛି । ବିଶ୍ୱ ବିଜୟିନୀ ହେବାର ଠିକ୍ ପରେ ନିଜ ମା’ ବ୍ରିନ୍ଦାଙ୍କ ସହିତ ତଳେ ବସି ଖାଉଥିବାର…

ପୁଣି ଅଡୁଆରେ ସଲମାନ: ଚଣ୍ଡୀଗଡ଼ରୁ ଆସିଲା ସାଙ୍ଘାତିକ ଅଭିଯୋଗ

ନୂଆଦିଲ୍ଲୀ: ବଲିଉଡ୍ ଅଭିନେତା ସଲମାନ ଖାନଙ୍କ ଏବଂ ତାଙ୍କ କମ୍ପାନୀ ‘ବିଙ୍ଗ ହ୍ୟୁମାନ’ ପାଇଁ ବଢ଼ିବାରେ ଅସୁବିଧା । ଚଣ୍ଡୀଗଡ଼ର ଜଣେ ବ୍ୟବସାୟୀ ତାଙ୍କ ବିରୋଧରେ ଠକେଇ ଅଭିଯୋଗ ଆଣିଛନ୍ତି । ବ୍ୟବସାୟୀ ଅଭିଯୋଗ କରିଛନ୍ତି…

ବାକ୍ସ୍ ଭିତରୁ ବାହାରିଲେ ବୟ ଫ୍ରେଣ୍ଡ୍, ଦେଖନ୍ତୁ ପୂରା ଭିଡିଓ

ଓଡ଼ିଶା ଭାସ୍କର ବ୍ୟୁରୋ: ବାକ୍ସ ଭିତରୁ ବାହାରିଲେ ବୟ ଫ୍ରେଣ୍ଡ୍ । ନିଜ ଗର୍ଲଫ୍ରେଣ୍ଡକୁ ଭେଟିବା ପାଇଁ ଲୁଚି ଲୁଚି ଆସିଥିଲେ ବୟ ଫ୍ରେଣ୍ଡ୍ । ହେଲେ ପରିବାର ଲୋକଙ୍କ ଭୟରେ ଗର୍ଲଫ୍ରେଣ୍ଡ ବାକ୍ସ ଭିତରେ ବୟ ଫ୍ରେଣ୍ଡ୍ କୁ…

୮ ରାଜ୍ୟରେ ୧୦ ଉପରେ ପଜିଟିଭିଟି ହାର: ଚେତାଇଲେ ସ୍ୱାସ୍ଥ୍ୟ ସଚିବ

ନୂଆଦିଲ୍ଲୀ: ଦେଶରେ କରୋନା ସଂକ୍ରମଣ ହ୍ରାସ ପାଇବାରେ ଲାଗିଥିଲେ ହେଁ ଦ୍ୱିତୀୟ ଲହର ଏଯାଏଁ ସମାପ୍ତ ହୋଇନାହିଁ । ଏପରି ଘଡିସନ୍ଧି ମୂହୂର୍ତ୍ତରେ ଦେଶ କରୋନାର ତୃତୀୟ ଲହର ମୁକାବିଲା ପାଇଁ ପ୍ରସ୍ତୁତ ହେଉଥିବା ବେଳେ ୮ଟି…

ଏଠାରେ ରହିଛି ଦୁନିଆର ଦ୍ଵିତୀୟ ଭଗବାନ ଶିବଙ୍କର ବିଶାଳ ମୂର୍ତ୍ତି, ଜାଣନ୍ତୁ ଏହା ପଛର ପୌରାଣିକ କଥା

କନ୍ନଡ : ଦେଶରେ ଏଭଳି ଅନେକ ପ୍ରାଚୀନ ମନ୍ଦିର ରହିଛି, ଯାହାର ସମ୍ବନ୍ଧ ପୂର୍ବ ଯୁଗ କିମ୍ବା ପୁରାତନ କାଳ ସହ ଜଡିତ ହୋଇ ରହିଛି । ଏହିଭଳି ଏକ ମନ୍ଦିର କର୍ଣ୍ଣାଟକର କନ୍ନଡ ଜିଲାର ଭଟକଲ ତହସିଲରେ ସ୍ଥିତ । ଯାହାର ୩ଟି…

ଅନଲାଇନରେ ନିଲାମ ହେବ ଓଡ଼ିଶାର ୧୧ ଖଣି; ଜାଣନ୍ତୁ କଣ ରହିଛି ପ୍ରକ୍ରିୟା

ଭୁବନେଶ୍ୱର (ଓଡ଼ିଶା ଭାସ୍କର): ଦୀର୍ଘ ଏକ ବର୍ଷ ପରେ ଓଡ଼ିଶା ସରକାର ଖଣି ନିଲାମୀ ପାଇଁ ଇସ୍ତାହାର ପ୍ରକାଶ କରିଛନ୍ତି । ବୁଧବାର ରାଜ୍ୟ ସରକାରଙ୍କ ପକ୍ଷରୁ ୧୧ଟି ଖଣିର ନିଲାମୀ ନେଇ ବିଜ୍ଞାପନ ପ୍ରକାଶ ପାଇଛି । କେନ୍ଦ୍ର…

‘ପଖାଳ’ ବଢ଼ାଏ ଶକ୍ତି, AIIMSର ନୂଆ ଅଧ୍ୟୟନରୁ ଆହୁରି କଣ ଜଣାପଡ଼ିଲା ଜାଣନ୍ତୁ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ପଖାଳ ସହ ସମସ୍ତ ଓଡ଼ିଆ ବେଶ୍ ପରିଚିତ । ପଖାଳ ମୁଠାଏରେ ଓଡ଼ିଆଙ୍କ ମନପ୍ରାଣ । ଜଗତର ଠାକୁର ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ମଧ୍ୟ ପ୍ରିୟ ଟଙ୍କ ତୋରାଣୀ । କି ଗରିବ କି ଧନୀ, ପଖାଳ କଂସାଏ…

ଫେସବୁକ୍ ଇଣ୍ଡିଆର ଉପାଧ୍ୟକ୍ଷଙ୍କୁ ସୁପ୍ରିମକୋର୍ଟର ଝଟକା; ଦିଲ୍ଲୀ ଦଙ୍ଗା ସହ ଜଡ଼ିତ ସବୁ ଆବେଦନ ଖାରଜ

ନୂଆଦିଲ୍ଳୀ: ଫେସବୁକ୍ ଇଣ୍ଡିଆର ଉପାଧ୍ୟକ୍ଷ ଅଜିତ ମୋହନଙ୍କୁ ଗୁରୁବାର ସୁପ୍ରିମକୋର୍ଟଙ୍କ ଝଟକା ଦେଇଛି । ଦିଲ୍ଲୀ ବିଧାନସଭାର ଶାନ୍ତି କମିଟି ଦ୍ୱାରା ପଠାଯାଇଥିବା ସମନ ବିରୁଦ୍ଧରେ ଫେସବୁକ ଇଣ୍ଡିଆର ଉପାଧ୍ୟକ୍ଷ ଅଜିତ…

ଏକା ସାଥିରେ ଚାରିଟି ଡିଭାଇସରେ ଚାଲିବ ହ୍ୱାଟ୍ସଆପ୍, ଜାଣନ୍ତୁ କେମିତି

ନୂଆଦିଲ୍ଲୀ: ହ୍ୱାଟ୍ସଆପ୍ ଏହାର ୟୁଜର୍ସଙ୍କ ପାଇଁ ଖୁବ ଶୀଘ୍ର ଆଣିବାକୁ ଯାଉଛି ଏକ ନୂଆ ଫିଚର । ଯାହାଦ୍ୱାରା ୟୁଜର୍ସ ଏକ ସମୟରେ ଅନେକ ଡିଭାଇସରେ ଚଲାଇପାରିବେ ହ୍ୱାଟ୍ସଆପ୍ । ଏବେ ବ୍ୟବହାରକାରୀଙ୍କୁ ଆଉ କମ୍ପ୍ୟୁଟରରେ…