CHARIDHAM

କାର ଓ ବାଇକ ଉପରେ ଚଢ଼ିଗଲା ୧୨ ଚକିଆ ଟ୍ରକ, ଜଣେ ଗୁରୁତର

ଝୁମ୍ପୁରା (ଓଡ଼ିଶା ଭାସ୍କର): କେନ୍ଦୁଝର ଜିଲ୍ଲା ସଦର ଥାନା ଅଧିନସ୍ଥ ଓଡିଶା ସ୍ପଞ୍ଜ ଆଇରନ କାରଖାନା ଛକ ନିକଟ ପଳାଶପଙ୍ଗା-ବାମେବାରୀ ରାସ୍ତାରେ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି । ଜଣେ ଗୁରୁତର ଭାବେ ଆହତ ହୋଇଥିବା…

ଦୁଇଟି ବାଲ୍ୟବିବାହ ବନ୍ଦ କଲା ବାଲିଆପାଳ ଚାଇଲ୍ଡଲାଇନ, ଉଦ୍ଧାର ହେଲେ ୨ ନାବାଳିକା

ବାଲିଆପାଳ (ଓଡ଼ିଶା ଭାସ୍କର) : ବାଲ୍ୟବିବାହ ପୂର୍ବ ୨ ଜଣ ନାବାଳିକାକୁ ଉଦ୍ଧାର କଲା ଚାଇଲ୍ଡ ଲାଇନ।  ବାଲିଆପାଳ ବ୍ଲକର ପ୍ରତାପପୁର ଓ ଦେଉଳା ପଞ୍ଚାୟତ ଏହି ଭଳି ଘଟଣା ଘଟିଛି। ସୂଚନା ମୁତାବିତ, ବାଲିଆପାଳ ବ୍ଲକର…

ଇଣ୍ଡିଆ-ଇଂଲଣ୍ଡ ଟେଷ୍ଟ ସିରିଜ: ଓପନିଂ ବ୍ୟାଟ୍ସମ୍ୟାନ ଚୟନ ସମସ୍ୟା ନେଇ ଚିନ୍ତାରେ ବିରାଟ ବାହିନୀ, ୪ ଖେଳାଳିଙ୍କୁ ନେଇ ଚର୍ଚ୍ଚା

ନୂଆଦିଲ୍ଲୀ (ଓଡ଼ିଶ ଭାସ୍କର): ଇଂଲଣ୍ଡ ବିପକ୍ଷ ଟେଷ୍ଟ ସିରିଜରେ ଓପନିଂ ଯୋଡି ଚୟନ କରିବା ନେଇ ସମସ୍ୟାରେ ପଡିଛି କୋହଲି ବାହିନୀ । କାରଣ ଯୁବ ଓପନର ଶୁବମନ ଗିଲ୍‌ ଅହତ ହୋଇ ସିରିଜରୁ ବାଦ୍‌ ପଡିବା ପରେ ସମସ୍ୟା…

ଆଜି-କାଲି କାଳବୈଶାଖୀ ସହ ପ୍ରବଳ ବର୍ଷା ସମ୍ଭାବନା, ୧୯ ଜିଲ୍ଳାକୁ ୟେଲୋ ୱାର୍ଣ୍ଣିଂ ଜାରି

ଭୁବନେଶ୍ୱର (ଓଡ଼ିଶା ଭାସ୍କର): ରାଜ୍ୟ‌ରେ ଦୁଇ ଦିନ କିଛି ଜିଲ୍ଲାରେ କାଳବୈଶାଖୀ ସମ୍ଭାବନା ରହିଛି । ମୟୂରଭଞ୍ଜ, କେନ୍ଦୁଝର, ଢ଼େଙ୍କାନାଳ, କଟକ, ଜଗତସିଂହପୁର ଓ ଖୋର୍ଦ୍ଧା ଆଦି ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା…

ରାଶିଫଳ (ରବିବାର, ୦୪ ଜୁଲାଇ ୨୦୨୧)

ମେଷ : ଆଜି ନିଜ ଲୋକଙ୍କ ସହିତ ଆପଣଙ୍କର ସମ୍ପର୍କ ଭଲ ରହିବ ନାହିଁ । ଆପଣ ଆଜି ଦୁଃଖ ଅନୁଭବ କରିବେ ଏବଂ ଆଜି ରାଗି ମଧ୍ୟ ପାରନ୍ତି । ମନେ ରଖନ୍ତୁ କେବଳ ଥଣ୍ଡା ମନରେ ଧୈର୍ଯ୍ୟ ରଖନ୍ତୁ ପରିସ୍ଥିତିକୁ ସମ୍ଭାଳି ପାରିବେ…

ଧର୍ମାନ୍ତୀକରଣ ମାମଲା: ବିଦେଶୀ ଅର୍ଥର ଚେର ଖୋଜୁଛି ଇଡି

ନୂଆଦିଲ୍ଲୀ: ଉତ୍ତର ପ୍ରଦେଶର ବଳପୂର୍ବକ କରାଯାଉଥିବା ଏକ ଧର୍ମାନ୍ତୀକରଣ ମାମଲାରେ ଅର୍ଥ ହେରଫେର ମାମଲା ରୁଜୁ କରିଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) । ଦିଲୀ୍ଲ ଏବଂ ଉତ୍ତର ପ୍ରଦେଶ ସମେତ ୬ଟିସ୍ଥାନରେ ଚଢା଼ଉ ଜାରି…

ସେନା ଗୁଳିରେ ଟଳିଲେ ୨୦ ଆତଙ୍କୀ

ନୂଆଦିଲ୍ଳୀ: ଶନିବାର ସେନା ଗୁଳିରେ ଟଳି ପଡିଛନ୍ତି ୨୦ ତାଲିବାନ ଆତଙ୍କୀ । ସେନା ଏବଂ ତାଲିବାନ ଆତଙ୍କୀଙ୍କ ମଧ୍ୟରେ ଚାଲିଥିବା ଲଢେଇରେ ୩ ଜଣ ଆଫଗାନୀ ଯବାନ ମଧ୍ୟ ଶହୀଦ ହୋଇଛନ୍ତି । ଆଫଗାନିସ୍ତାନର ବଦାକ୍ଷାନ…

ଖୁସି ଖବର: ଡେଲଟା ଭାରିଆଣ୍ଟରୁ ସୁରକ୍ଷା ଦେବ ଏହି ଟିକା

ନୂଆଦିଲ୍ଲୀ: ଡେଲଟା ଭାରିଆଣ୍ଟକୁ ନେଇ ଆସିଛି ନୂଆ ଖବର । ଶନିବାର ଆଇସିଏମଆର ପକ୍ଷରୁ ପ୍ରକାଶ କରାଯାଇଥିବା ତଥ୍ୟ ଅନୁଯାୟୀ କରୋନା ଟିକା ଡେଲଟା ଭାଇରସକୁ ହରାଇବାରେ ସକ୍ଷମ । ଯଦି ଆପଣ ଗୋଟିଏ ଡୋଜର କରୋନା ଟିକା…

ଏହି ରାଜ୍ୟରେ ଲକଡାଉନ୍ କୋହଳ; ହଟିଲା ନାଇଟ୍ କର୍ଫ୍ୟୁ

ବେଙ୍ଗାଲୁରୁ: ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଧୀରେ ଧୀରେ ହ୍ରାସ ପାଉଥିବା ବେଳେ ମୃତକଙ୍କମ ସଂଖ୍ୟା ୪ ମାସ ମଧ୍ୟରେ ସର୍ବନିମ୍ନ ସ୍ତରରେ ପହଞ୍ଚିଛି । ଏପରି ସମୟରେ କର୍ଣ୍ଣାଟକ ପ୍ରଥମ ରାଜ୍ୟ ଭାବରେ କରୋନା…

ବିଜେପି ସାଂସଦଙ୍କ ବାସ୍କେଟବଲ ଖେଳ, ଭିଡିଓ ଭାଇରାଲ: ଏମିତି ଲେଖିଲେ କଂଗ୍ରେସ ନେତା

ନୂଆଦିଲ୍ଲୀ: ବିଜେପି ସାଂସଦ ପ୍ରଜ୍ଞା ସିଂହ ଠାକୁରଙ୍କ ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି, ଯେଉଁଥିରେ ସେ ବାସ୍କେଟବଲ ଖେଳୁଥିବାର ଦେଖାଯାଇଛି । ତେବେ ଏହି ଭିଡିଓ ଭାଇରାଲ ହେବାର କାରଣ ବି ଜାଣିଲେ ଆପଣ ଆଶ୍ଚର୍ଯ୍ୟ…