ଅସହ୍ୟ ତାତି! ୪୦ ଡିଗ୍ରୀ ଉପରେ ୧୭ଟି ସହରର ତାପମାତ୍ରା

ଭୁବନେଶ୍ୱର,୨୬ ।୪(ଓଡିଶା ଭାସ୍କର): ରାଜ୍ୟରେ କରୋନା ସାଙ୍ଗକୁ ଗ୍ରୀଷ୍ମ ପ୍ରବାହ ବଢିବାରେ ଲାଗିଛି । ଏହାରି ମଧ୍ୟରେ ଆଜି ରାଜ୍ୟର ୧୭ଟି ସହରର ତାପମାତ୍ରା ୪୦ ଡିଗ୍ରୀ ଉପରେ ରହିଛି । ୪୩,୨ ଡିଗ୍ରୀ ସହ ବୌଦ୍ଧ ଆଜି…

ଭାରତୀୟ ପର୍ଯ୍ୟଟକଙ୍କ ଉପରେ ରୋକ୍ ଲଗାଇଲା ମାଲଦ୍ୱୀପ, ଭାଇରଲ୍ ହେଉଛି ମଜାଦାର୍ ମିମ୍ସ୍

ନୂଆଦିଲ୍ଲୀ ୨୬ । ୪ (ଓଡ଼ିଶା ଭାସ୍କର) : ଅନ୍ୟ ଦେଶ ଅପେକ୍ଷା ଭାରତରେ କରୋନା ସଂକ୍ରମଣ ଲଗାତାର ବଢିବାରେ ଲାଗିଛି । ସଂକ୍ରମଣ ରୋକିବାକୁ ବିଭିନ୍ନ ରାଜ୍ୟରେ ଲକଡାଉନ, ନାଇଟ କର୍ଫ୍ୟୁ ଓ ସପ୍ତାହନ୍ତ ଲାଗୁ ହୋଇଛି। କରୋନା…

କରୋନା ବିରୋଧୀ ଲଢେଇରେ ଯୋଗଦେବେ ସେନାର ଅବସରପ୍ରାପ୍ତ ଡାକ୍ତର

ନୂଆଦିଲ୍ଲୀ, ୨୬/୦୪: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ପ୍ରତିରକ୍ଷା କର୍ମଚାରୀ ବିପିନ୍ ରାୱତଙ୍କ ସହ କୋଭିଡ ମହାମାରୀ ର ମୁକାବିଲା ପାଇଁ ସଶସ୍ତ୍ର ବାହିନୀର ପ୍ରସ୍ତୁତି ସମ୍ପର୍କରେ ଆଲୋଚନା କରିଛନ୍ତି । ବୈଠକପରେ…

ବଦାନ୍ୟତା ଦେଖାଇଲେ ଖେଳାଳୀ: ପିଏମ କେୟାର୍ସକୁ କଲେ ୩୮ ଲକ୍ଷର ସହାୟତା ପ୍ରଦାନ

ନୂଆ ଦିଲ୍ଲୀ, ୨୬/୦୪: କରୋନା ମହାମାରୀ ସହ ସାରା ଦେଶ ଲଢୁଥିବାବେଳେ ଭାରତକୁ ସାହାଯ୍ୟ କରିବା ପାଇଁ ଆଗକୁ ଆସିଛନ୍ତି ଅଷ୍ଟ୍ରେଲିଆର ଦ୍ରୁତ ବୋଲର ପ୍ୟାଟ କମିନ୍ସ । ପ୍ୟାଟ ପିଏମ କେୟାର୍ସ ଫଣ୍ଡକୁ ୩୮ ଲକ୍ଷ ଟଙ୍କା…

ବାତିଲ ହେବକି ଆଇପିଏଲ !

ନୂଆ ଦିଲ୍ଲୀ, ୨୬/୦୪: ଭାରତରେ ବଢୁଥିବା କରୋନା ସଂଙ୍କଟ ମଧ୍ୟରେ ଆଇପିଏଲର ବାୟୋ ବବଲ ବି ଖେଳାଳୀମାନଙ୍କ ପାଇଁ ଚିନ୍ତାର ବିଷୟ ପାଲଟିଛି । ଭାରତର ଅନୁଭବୀ ଅଫସ୍ପିନର ରବିଚନ୍ଦ୍ରନ ଅଶ୍ୱିନଙ୍କ ଛଡା କିଛି ଅଷ୍ଟ୍ରେଲିଆ…

“ମୋଗାମ୍ବୋ ଖୁସ୍ ହୁଆ”-ଭାଇରାଲ୍ ହେଉଛି କ୍ରିସ୍ ଗେଲଙ୍କ ଭିଡିଓ

ଅନେକ ସମୟରେ ୱେଷ୍ଟଇଣ୍ଡିଜ୍ କ୍ରିକେଟର୍ କ୍ରିସ୍ ଗେଲ୍ ପଡିଆରେ କରୁଥିବା କିଛି ମଜାଦାର ଭିଡିଓ ଭାଇରାଲ୍ ହୁଏ । କେତେବେଳେ ନାଚୁଥିବାର ଭିଡିଓ ତ ଆଉ କେତେବେଳେ ଗୀତ ଗାଇ ମନୋରଞ୍ଜନ କରୁଥିବା ବେଳର ଭିଡିଓ । ଏମିତି ଅନେକ…

କରୋନା ଆକ୍ରାନ୍ତ ପତ୍ନୀଙ୍କ ଗଳା କାଟି ହତ୍ୟା କରିବା ପରେ ଆତ୍ମହତ୍ୟା କଲେ ସ୍ୱାମୀ

ପାଟନା, ୨୬/୦୪: ପାଟନା ଜଙ୍କସନଠାରେ ନୟୋଜିତ ଷ୍ଟେସନ ମାଷ୍ଟର ଅତୁଲ ଲାଲ ନିଜ ପତ୍ନୀଙ୍କ ଗଳା କାଟି ହତ୍ୟା କରିଛନ୍ତି । ଏହାପରେ ନିଜେ ମଧ୍ୟ ଆତ୍ମହତ୍ୟା କରିଛନ୍ତି । ରବିବାର ବିଳମ୍ବିତ ରାତିରେ ସେମାନଙ୍କର ଦୁଇ ପିଲା…

ପୋଖରୀରେ ଭାସୁଛି ମହିଳାଙ୍କ ଉଲଗ୍ନ ଶରୀର, ଦୁଷ୍କର୍ମ ପରେ ହତ୍ୟା ସନ୍ଦେହ

ସୋରୋ, ୨୬ା୪ (ଓଡିଶା ଭାସ୍କର) : ଗାଁ ପୋଖରୀରେ ଭାସୁଛି ମହିଳାଙ୍କ ଉଲଗ୍ନ ଶରୀର । ଏହି ଭଳି ଏକ ଘଟଣା ଘଟିଛି ବାଲେଶ୍ୱର ଜିଲ୍ଲା ଅନ୍ତର୍ଗତ ଖଣ୍ଟପଡା ଥାନା ଅଧୀନରେ ଥିବା ମୈତ୍ରପୁର ଗାଁରେ । ସେଠାକାର ଲୋକେ ପୋଖରୀ…

ବେସରକାରୀ କର୍ମଚାରୀଙ୍କୁ କରୋନା ହେଲେ ମିଳିବ ୨୮ ଦିନର ଦରମା ଏବଂ ଛୁଟି, ଘୋଷଣା କଲେ ରାଜ୍ୟ ସରକାର

ଉତ୍ତରପ୍ରଦେଶ ୨୬ା୪ (ଓଡିଶା ଭାସ୍କର) : କରୋନା ମହାମାରୀ ଦିନକୁ ଦିନ ବଢ଼ିବାରେ ଲାଗିଛି । ଦୈନିକ ହଜାର ହଜାର ସଂଖ୍ୟାରେ ସଂକ୍ରମିତ ଚିହ୍ନଟ ହେଉଛନ୍ତି । ଏହା ଭିତରେ ୟୁପି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଘୋଷଣା…

୧୮ ବର୍ଷରୁ ବୟସ୍କଙ୍କୁ ମିଳିବ ମାଗଣା ଭ୍ୟାକସିନ୍ : କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀଙ୍କ ଘୋଷଣା

କର୍ଣ୍ଣାଟକ ୨୬ । ୪ (ଓଡ଼ିଶା ଭାସ୍କର) : ମାଗଣା ଭ୍ୟାକସିନ୍ ନେଇ ଘୋଷଣା କରିଛନ୍ତି କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ । ୧୮ ବର୍ଷରୁ ୪୪ ବର୍ଷ ଯାଏ ସମସ୍ତଙ୍କୁ ମାଗଣା ଭ୍ୟାକସିନ୍ ଦେବା ପାଇଁ କହିଛନ୍ତି ମୁଖ୍ୟମନ୍ତ୍ରୀ ବି.ଏସ୍…