fbpx

ରାଜଧାନୀରେ ସମାବେଶ ମନା

ଭୁବନେଶ୍ୱର,୪ ।୭(ଓଡିଶା ଭାସ୍କର): କରୋନା ମହାମାରୀ ପାଇଁ ରାଜଧାନୀରେ ଲାଗୁ ହୋଇଛି କଟକଣା । କୌଣସି ପ୍ରକାର ସମାବେଶ, ରାଲି, ସଭା ଓ ଧାରଣା ଉପରେ କଟକଣା ଲାଗୁ ହୋଇଛି । ବିଏମସି ଅaଧିନ ଅଞ୍ଚଳରେ କୌଣସି ସଭା ହୋଇପାରିବ ନାହିଁ । ନିୟମ ଉଲ୍ଲଙ୍ଘନ ଦେଖିଲେ ସ୍ଥାନୀୟ ଆଇଆଇସି ନେବେ କାର୍ଯ୍ୟାନୁଷ୍ଠାନ । ଏହା ବ୍ୟତିତ କୌଣସି ସଙ୍ଗଠନ ଓ ରାଜନୈତିକ ଦଳ ସମାବେଶ କରିପାରିବେ ନାହିଁ । ଏନେଇ ବିଏମସି ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି ।

Get real time updates directly on you device, subscribe now.