fbpx
Browsing Tag

State Govt

ରାଜ୍ୟ ସରକାରଙ୍କ ଅଧିନରେ କାର୍ଯ୍ୟରତ କର୍ମଚାରୀଙ୍କ ଇ-ସର୍ଭିସ୍ ବୁକ୍ ତଥ୍ୟ ପୋର୍ଟାଲରେ ଅପଡେଟ୍ ତାରିଖ ବୃଦ୍ଧି ଘୋଷଣା

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟର ସରକାରୀ କର୍ମଚାରୀଙ୍କ ପାଇଁ ଆସିଛି ଏକ ବଡ଼ ଖବର । ରାଜ୍ୟ ସରକାରଙ୍କ ଅଧିନରେ କାର୍ଯ୍ୟରତ ସମସ୍ତ କର୍ମଚାରୀଙ୍କର ନିଜ ସମ୍ପର୍କରେ ସଂକ୍ଷିପ୍ତ ତଥ୍ୟ (ପ୍ରୋଫାଇଲ ଡାଟା) ଓ…

ରାଜ୍ୟ ସରକାରଙ୍କ ବଡ଼ ପଦକ୍ଷେପ: ଏଣିକି ରାଜ୍ୟର ସମସ୍ତ ଜିଲ୍ଲାରେ କାର୍ଯ୍ୟ କରିବେ ହୋମିଓପାଥିକ ମେଡିକାଲ ଅଧିକାରୀ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ସ୍ୱାସ୍ଥ୍ୟ କ୍ଷେତ୍ରରେ ହୋମିଓପାଥି ସେବାର ପ୍ରମୁଖ ଭୂମିକା ରହିଥିବା ବେଳେ ଦିନକୁ ଦିନ ଏହାର ଚାହିଦା ବଢ଼ିବାରେ ଲାଗିଛି । ଆୟୁଷ ଚିକିତ୍ସାରେ ପରିବର୍ତ୍ତନ ଘଟିବ । ହୋମିଓପାଥି ଓ ଆୟୁବେଦ…

ରାଜ୍ୟ ସରକାରଙ୍କ ଘୋଷଣା: ନିର୍ବାଚନ କାର୍ଯ୍ୟରେ ନିୟୋଜିତ କର୍ମଚାରୀ ପାଇବେ ମାଗଣା ସ୍ୱାସ୍ଥ୍ୟସେବା

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଆସନ୍ତା ୧୯ ତାରିଖରୁ ଦେଶରେ ୭ଟି ପର୍ଯ୍ୟାୟରେ ଲୋକସଭା ନିର୍ବାଚନ ଆରମ୍ଭ ହେବାକୁ ଯାଉଥିବା ବେଳେ ମେ ୧୩ରୁ ଓଡ଼ିଶାରେ ୪ଟି ପର୍ଯ୍ୟାୟରେ ମତଦାନ ଆରମ୍ଭ ହେବ । ତେବେ ରାଜ୍ୟରେ ଏବେ ପ୍ରବଳ…

ଆସିବ ଆଉ ୧୨୦୦ ଆମ୍ବୁଲାନ୍ସ… ଦୁର୍ଘଟଣା ପରେ ରାସ୍ତାରେ ହେବନି ମୃତ୍ୟୁ: ୧୦ ମିନିଟରେ ମିଳିବ ସ୍ୱାସ୍ଥ୍ୟ ସେବା

ଭୁବନେଶ୍ୱର: ଦୁର୍ଘଟଣା ଯୋଗୁଁ ରାସ୍ତାରେ ହେଉଥିବା ମୃତ୍ୟୁକୁ ରୋକିବା ପାଇଁ ସରକାର ଏକ ବଡ଼ ପଦକ୍ଷେପ ନେଉଛନ୍ତି । ସଡ଼କ ଦୁର୍ଘଟଣାରେ ଗୁରୁତର ଆହତ ହୋଇଥିବା ବ୍ୟକ୍ତିଙ୍କ ପାଖରେ ଉଚିତ ସମୟରେ ଚିକିତ୍ସା ସେବା ପହଞ୍ଚି…

ରାଜ୍ୟ ଜଳ ସମ୍ପଦ ବିଭାଗ ଆରମ୍ଭ କରିବ ‘Go-Water’ ପଦ୍ଧତି: କୃତ୍ରିମ ବୁଦ୍ଧିମତା ଦ୍ୱାରା ପରିଚାଳିତ ହେବ ହିରାକୁଦ ଡ୍ୟାମ୍

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ମହାନଦୀ ଓଡ଼ିଶାର ଜୀବନରେଖା ହୋଇଥିବା ବେଳେ ଏହାର ଜଳ ଉପରେ ରାଜ୍ୟର ୧୫ଟି ଜିଲ୍ଲାର ଲୋକମାନେ ନିର୍ଭର କରିଥାନ୍ତି । ହିରାକୁଦ ଜଳଭଣ୍ଡାରର ଜଳକୁ ପାନୀୟ ଜଳ, ଶିଳ୍ପ କାରଖାନା ଓ…

ରାଜ୍ୟ ଅର୍ଥ ବିଭାଗ ଜାରି କଲା ନିର୍ଦ୍ଦେଶନାମା: ସରକାରୀ କର୍ମଚାରୀଙ୍କୁ ଜୁଲାଇରୁ ମହଙ୍ଗା ଭତ୍ତା

ନୂଆଦିଲ୍ଲୀ: ରାଜ୍ୟର ସରକାରୀ କର୍ମଚାରୀଙ୍କ ପାଇଁ ୯ ପ୍ରତିଶତ ମହଙ୍ଗା ଭତ୍ତା (ଡିଏ) ଲାଗୁ କରାଯାଇଛି । ଗତ ୬ ତାରିଖରେ କେନ୍ଦ୍ର ଅର୍ଥ ମନ୍ତ୍ରଣାଳୟ କର୍ମଚାରୀଙ୍କ ପାଇଁ ମହଙ୍ଗା ଭତ୍ତା ଲାଗୁ କରିଥିଲା । ସରକାରୀ…

Millet Day ପାଳନ କରିବେ ରାଜ୍ୟ ସରକାର: ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନ ପରେ କୃଷି ବିଭାଗର ସୂଚନା

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟରେ ପାଳନ ହେବ ମାଣ୍ଡିଆ ଦିବସ । ମାର୍ଗଶୀର ମାସ ପ୍ରଥମ ଗୁରୁବାରକୁ ମାଣ୍ଡିଆ ଦିବସ ପାଳନ କରିବା ପାଇଁ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି । ଆସନ୍ତା ନଭେମ୍ବର ମାସ ୧୦ ତାରିଖରେ…

ରାଜ୍ୟ ସରକାର ବୃଦ୍ଧି କଲେ ଅନୁକମ୍ପା ରାଶି: ସହିଦଙ୍କ ପରିବାରକୁ ୪୦ ଲକ୍ଷ, ସାଧାରଣ ପରିବାରକୁ ୫ ଲକ୍ଷ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ନକ୍ସଲ ମୁକାବିଲା ଅନୁଦାନ ରାଶି ୫୦ ପ୍ରତିଶତ ବୃଦ୍ଧି କରିଛନ୍ତି ରାଜ୍ୟ ସରକାର । ନକ୍ସଲ ମୁକାବିଲାରେ ନିୟୋଜିତ ଥିବା ସୁରକ୍ଷା କର୍ମୀଙ୍କ ପରିବାରର ସୁରକ୍ଷା ପାଇଁ ସହାୟତାର ହାତ…